Movie prime

ମହିଳା କହିଲେ ଏମିତି ନିଶା, ରାଣୀ, ସାହୁ ଭାଉଜ ତଳ ଉପର ଦେଖାଇଲେ ଘରେ ପଶିକି ପିଟିବି

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଯାତ୍ରା ଜଗତରେ ଏଭଳି ସବୁ ଘଟଣା ଦେଖିବାକୁ ମିଳୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଯାତ୍ରା ଜଗତ ବହୁତ କଳୁଷିତ ହୋଇଗଲାଣି । ଆଜିକାଲି ଯାତ୍ରା ଜଗତରେ କେବଳ ଅ-ଶ୍ଳୀ-ଳ ନାଚ କରୁଛନ୍ତି । ଆଉ ଏଥିପାଇଁ ସମାଜ କଳୁଷିତ ହୋଇଗଲାଣି । ଆଇଟମ ନାଚ କରିବାକୁ ଯାଇ ଏଭଳି ସବୁ କାମ କରୁଛନ୍ତି । ବିଖ୍ୟାତ କଳାକାରମାନେ ଏଭଳି ନାଚ କରୁ ନାହାଁନ୍ତି କିନ୍ତୁ ଏମାନେ ଏଭଳି ସବୁ କାମ କରିବା ଠିକ୍ ନୁହେଁ ।
Gg
ଏବେ ଏହିସବୁ ଅ-ଶ୍ଳୀ-ଳ ନାଚକୁ ନେଇ ଅନେକ ଖବର ଆସୁଥିବା ବେଳେ ଜଣେ ଯୁବତୀ ଏହି ଘଟଣାକୁ ନେଇ କିଛି କଥା କହିଛନ୍ତି । ସେ ନିଶା ମହାରଣା, ରାଣୀ ପ୍ରିୟଦର୍ଶିନୀ ଏବଂ ସାହୁ ଭାଉଜଙ୍କୁ କହିଛନ୍ତି ଏଭଳି ଅ-ଶ୍ଳୀ-ଳ ନାଚ କରନ୍ତୁ ନାହିଁ । ଆଉ ଏଭଳି ନାଚ କରିଲେ ତାଙ୍କୁ ମାଡ ମାରିବା ଉଚିତ୍ । ସରକାର ଏହି ନାଚ ବନ୍ଦ କରନ୍ତୁ । ଏହି ନାଚ ନ କରିଲେ ସମାଜ ଭଲ ହେବ । ସମାଜରେ ସମସ୍ତେ ଅଛନ୍ତି , ପରିବାର ଅଛନ୍ତି ଆଉ ସମାଜରେ ଭଲ ଲୋକ ଆଉ ଖରାପ ଲୋକ ଅଛନ୍ତି । ଆଉ କିଛି ଲୋକମାନେ ଏଭଳି ନାଚକୁ ପସନ୍ଦ କରୁଛନ୍ତି । 
Gg
ଏଭଳି ଅ-ଶ୍ଳୀ-ଳ ନାଚ କରୁଥିବା ଅଭିନେତ୍ରୀ ମାନଙ୍କୁ ବ୍ୟାନ କରାଯାଉ । ଏହି ଅଭିନେତ୍ରୀମାନଙ୍କୁ ବ୍ୟାନ୍ ଲଗାଇ ଦେଲେ ତାଙ୍କର ରୋଜଗାର ବନ୍ଦ ହୋଇଗଲେ ସବୁକିଛି ଠିକ୍ ହୋଇଯିବ । ସରକାର ଏହି ନାଚ ବନ୍ଦ କରିବା ଉଚିତ୍ । ଦେଖାଇ ନାଚ କରି ଏଭଳି ଟଙ୍କା ରୋଜଗାର କରିବା ଠିକ୍ ନୁହେଁ । ଏହି ଅଭିନେତ୍ରୀମାନେ ଏଭଳି ନିଜ ଦେହ ଦେଖାଇ ନାଚ କରିବା ଠିକ୍ ନୁହେଁ । ଏବେ ଏହିଭଳି ନାଚକୁ ବନ୍ଦ କରାଯାଉ ବୋଲି ଅଭିନେତ୍ରୀ ଜଣକ କହିଛନ୍ତି । ଏହିଭଳି ଅ-ଶ୍ଳୀ-ଳ ନାଚକୁ ସମାଜ ବିରୋଧ କରୁଛି । 
ସମାଜରେ ସମସ୍ତେ ଅଛନ୍ତି ଆଉ ଏହାକୁ କିଛି ଯୁବପିଢୀ ଭଲ ପାଉଛନ୍ତି । କେତେଜଣ ଅଛନ୍ତି ଯେଉଁମାନେ ଏଭଳି ନାଚ କରି ଚର୍ଚ୍ଚାକୁ ଆସିବାକୁ ଚାହୁଁଛନ୍ତି । ଏଭଳି କଳାକାରମାନଙ୍କୁ ଦେଖି ଅନେକ କଳାକାର ବାହାରିଲେଣି । ସୁର ରାଉତରାୟ ଏହି ଘଟଣାକୁ ନେଇ ଯାହା କହିଥିଲେ ତାହା କରିବା ଉଚିତ୍ । ସମାଜ ସେବା ନାଁରେ ଦେଖାଇ ହେବା ଠିକ୍ ନୁହେଁ । ପୂର୍ବରୁ ରାଣୀ ପଣ୍ଡା କଣ ଥିଲେ କିନ୍ତୁ ଏବେ ସେ ପରିବର୍ତ୍ତନ ହୋଇ ଯାଇଛନ୍ତି । ସମାଜ ପାଇଁ ସେ ଭଲ ଶିକ୍ଷା ଅଟନ୍ତି । ଆଉ ଏଭଳି ସମସ୍ତେ ହେବା ଦରକାର । ଏସବୁ ବନ୍ଦ କରିବାକୁ କୁହାଯାଇଛି ।

Around The Web