ମହିଳାଙ୍କୁ ର-କ୍ତ ସାଲୁବାଲୁ ଦେଖି ଦୌଡ଼ି ଆସିଲେ ସୂର୍ଯ୍ୟବଂଶୀ ସୁରଜ ଘେରିଗଲେ ପୋଲିସ୍
Feb 5, 2025, 12:37 IST

ରାଜନୀତିକୁ ନେଇ ଆସୁଥିବା ସବୁ ଖବର ଆପଣମାନେ ପାଇ ପାରୁଛନ୍ତି । ଏବେ ଆପଣମାନେ ତ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଜାଣିଥିବେ । ଏବେ ତାଙ୍କୁ ନେଇ ଆସିଛି କିଛି ଖବର । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ମନ୍ତ୍ରୀଙ୍କୁ ନେଇ ଆସିଥିବା ଖବର ପାଇପାରିବେ । ମହିଳାଙ୍କୁ ରକ୍ତ ସାଲୁ ବାଲୁ ଦେଖି ଅଟକି ଗଲେ ସୂର୍ଯ୍ୟବଂଶୀ ସୁରଜ । ସେ ନିଜ ଗାଡ଼ିକୁ ରାସ୍ତାରେ ଛାଡି ଦେଇ ଦୌଡ଼ି ଆସିଥିଲେ । ଏବେ ତାଙ୍କୁ ନେଇ ଆସିଛି ଅନେକ ଖବର ଯାହାକୁ ନେଇ ଚର୍ଚ୍ଚା ହେଉଛି ।

ସମସ୍ତେ ତାଙ୍କ ପଛରେ ଚାଲୁଥିବା ବେଳେ ମନ୍ତ୍ରୀ ତାଙ୍କ ଆଗରେ ଚାଲୁଥିଲେ । ଏହି ଭିଡିଓରେ ଆପଣମାନେ ଏହି ଦୃଶ୍ୟ ଦେଖିପାରିବେ । ଏହି ଦୃଶ୍ୟ ହେଉଛି ଏହି ସ୍ଥାନରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଥିଲେ ଆଉ ଅନେକ ଲୋକ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଜଣକ ଚିତ୍କାର କରୁଥିଲେ । ରାତି ସମୟରେ ମହିଳା ଜଣଙ୍କର ଚିତ୍କାର କେହି ଶୁଣି ପାରୁ ନଥିଲେ । ଆଉ ଏହି ମହିଳା ଜଣଙ୍କ ଏଭଳି ଚିତ୍କାର କରୁଥିବା ବେଳେ କେହି କେହି ଶୁଣି ମଧ୍ୟ ସେଠାରୁ ପଳେଇ ଯାଇଥିଲେ ।

ମହିଳା ଜଣଙ୍କର କଷ୍ଟ ବଢ଼ି ବଢ଼ି ଚାଲିଥିଲା । ଏହି ସମୟରେ ସେଠାରେ ପହଞ୍ଚି ଯାଇଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ ଜଣଙ୍କୁ ମହିଳା ଜଣଙ୍କର ଚିତ୍କାର ସୁଭି ଥିଲା ଆଉ ସେ ରହିପାରି ନଥିଲେ । ମନ୍ତ୍ରୀ ସେହି ରାସ୍ତା ଦେଇ ଯାଉଥିବା ବେଳେ ରହି ଯାଇଥିଲେ । ମହିଳାଙ୍କ ବିକଳ ଚିତ୍କାର ଶୁଣି ସେ ରହି ଯାଇଥିଲେ । ଆଉ ନିଜ ଗାଡ଼ି ଛାଡି ସେ ସେହି ମହିଳାଙ୍କ ପାଖକୁ ଚାଲି ଯାଇଥିଲେ । ଏହିସବୁ ଦେଖି ଟିକେ ବି ଡେରି କରିନଥିଲେ ସୂର୍ଯ୍ୟବଂଶୀ ସୁରଜ । ଏହି ମନ୍ତ୍ରୀ ଜଣକ ବିକଳ ଚିତ୍କାର କରୁଥିଲେ ଆଉ ତାଙ୍କ ପାଖରେ ଜଣେ ପୁରୁଷ ବସିଥିଲେ ।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ତାଙ୍କର ଜଣେ ପ୍ରିୟଜନ ଭଳି ସେହି ମହିଳାଙ୍କ ପାଖକୁ ଯାଇଥିଲେ । ଆଉ ସେଠାରେ ସେ ପହଞ୍ଚି ଏହି ମହିଳା ଜଣଙ୍କୁ ସାହାଯ୍ୟ କରିଥିଲେ । ମନ୍ତ୍ରୀ ସଂଗେସଂଗେ ତାଙ୍କୁ ମେଡିକାଲ ନେବାକୁ ଚେଷ୍ଟା କରିଥିଲେ । ସେ ନିଜ ହାତରେ ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ । ମହିଳା ଜଣଙ୍କୁ ସେ ନେଇ ମେଡିକାଲ ଯାଇଥିଲେ । ଆଉ ତାଙ୍କୁ ବଞ୍ଚାଇ ଥିଲେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଏବେ ଏହି ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିଲେ । ବୋଡଙ୍ଗ କାଶିପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଏବେ ଏହି ଘଟଣାକୁ ନେଇ ସବୁଠି ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ନେଇ ପ୍ରଶଂସା ହେଉଛି ।