Movie prime

ମୋଦୀଙ୍କୁ ନେଇ ମୁଁହ ଖୋଲିଲେ ମମତା ବାନାର୍ଜୀ ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ଼ ଖବର

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତିକୁ ନେଇ ଆସିଥିବା ଖବର ଆପଣମାନେ ପାଇପାରିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ପ୍ରଧାନମନ୍ତ୍ରୀ ଭାବରେ ପୁଣି ନରେନ୍ଦ୍ର ମୋଦୀ ଶାସନ ଭାର ସମ୍ଭାଳିବେ । ଆଉ ଏବେ ସେ ବହୁମତ ନେଇ ବିଜୟ ଲାଭ କରିଛନ୍ତି । ଆପଣମାନେ ଏବେ ତାଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । 
Hh
ଆପଣମାନେ ସମସ୍ତେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜାଣିଥିବେ । ଏହି ନାରୀନେତ୍ରୀ ଏବେ ମଧ୍ୟ ନିର୍ବାଚନରେ ଜିତି ଯାଇଛନ୍ତି । ଏହି ନାରୀ ନେତ୍ରୀ ଜଣକ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କିଛି କଥା କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବିଜୟର ଶୁଭେଚ୍ଛା ଜଣାଇବେ ନାହିଁ । ସେ ମୋଦୀଙ୍କୁ ଶୁଭେଚ୍ଛା ଦେଇପାରିବେ ନାହିଁ ବୋଲି କହିଛନ୍ତି । ଭୋଟରେ ଯାହା ହୋଇଛି ତାହା ସବୁ ସ୍କାମ ହୋଇଛି । ଆଉ ଏକ୍ଜିଟ ପୁଲ ରିପୋର୍ଟ ଏଭଳି ଆସିବା କଥା ନୁହେଁ ।
Yy
ଏକ୍ଜିଟ ପୁଲ ଏବଂ ଅନେକ ପ୍ରକାରର କାମରେ ସ୍କାମ୍ ହୋଇଛି । କାଉଣ୍ଟିଙ୍ଗ ଏବଂ ସବୁ ପ୍ରକାରର କାମରେ ଭୁଲ ହୋଇଛି ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଏହିସବୁ ସ୍କାମର ଇନଭେଷ୍ଟିକେଶନ ହେବା ଦରକାର । ପୁରା ଦେଶରେ ଏଭଳି ଭୋଟ ହୋଇଛି ଯାହା ଲୋକମାନଙ୍କ ଦ୍ଵାରା ହୋଇ ମଧ୍ୟ ଭୁଲ ହୋଇଛି । ଏହିସବୁ ଭୋଟ ଭୁଲ ହୋଇପାରେ । ଆଉ ଏହିସବୁର ଆଉ ଥରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ଆପଣମାନେ ଭୋଟ ଦେଇ ଯେଉଁ ପ୍ରାର୍ଥୀମାନଙ୍କୁ ବାଛିଛନ୍ତି ସେମାନେ ଜୟଯୁକ୍ତ ହୋଇଛନ୍ତି ନା ଆଉ କିଏ ।
ଏବେ ଏହାକୁ ନେଇ ଭଲରେ ତଦାରଖ କରିବା ପରେ ଏଭଳି ଅନେକ ସତ ସାମ୍ନାକୁ ଆସିବ । ଏସବୁ ଇଲିଗାଲ କାମ । କାହାର ପାର୍ଟିର ଦଳ ଭାଙ୍ଗିବା ଉଚିତ୍ ନୁହେଁ । ଏମିତି କାମ କରିବା ଉଚିତ୍ ନୁହେଁ ଆପଣଙ୍କ ପାର୍ଟି ଭାଙ୍ଗି ଯାଇପାରେ । ଏଭଳି ଅନେକ ପ୍ରକାରର କଥା ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ପ୍ରଧାନମନ୍ତ୍ରୀ ପଦ ପାଇଁ ଶୁଭେଚ୍ଛା ଜଣାଇ ନାହାଁନ୍ତି । ତାଙ୍କୁ ନେଇ ଅନେକ କଥା ମଧ୍ୟ କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।