Movie prime

ଆଗେଇଲେ ମମତା ଝୁଲିଲେ ବିଜେପି ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ଼ ଅପଡେଟ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ରାଜନୀତିକୁ ନେଇ ଆସିଛି କିଛି ଖବର । ରାଜନୀତି ଦୁନିଆରେ ଏଭଳି ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏବେ ପଶ୍ଚିମବଙ୍ଗ ରାଜ୍ୟରେ ହୋଇଥିବା ରାଜନୀତି ବିଷୟରେ ଆସିଥିବା ଖବର ଆପଣମାନେ ପାଇପାରିବେ ।
Bb
ଆଜି ରାଜନୀତିର ଫଳାଫଳ ସବୁ ବାହାରିଛି । ଆମ ରାଜ୍ୟ ସମେତ ଅନ୍ୟସବୁ ରାଜ୍ୟରେ ହୋଇଥିଲା ଭୋଟ ଦାନ । ଆଉ ଏହି ନିର୍ବାଚନର ରେଜଲ୍ଟ ବାହାରୁଛି । ଏବେ ପଶ୍ଚିମବଙ୍ଗ ରାଜ୍ୟର ଖବର ଆସିଛି । ପଶ୍ଚିମବଙ୍ଗରେ ଚାଲିଛି କଡା ଟକ୍କର । ଭାଜପାକୁ ପଛରେ ପକାଇଛି ଟିଏମ୍ସି । ଏବେ ଟିଏମ୍ସି ଆଗୁଆ ହୋଇଛି । କଡାକଡି ଟକ୍କର ଚାଲିଛି ଆଉ କିଏ କେତେବେଳେ ବାଜି ମାରୁଛି ତାହାର ହିସାବ ନାହିଁ । କେତେବେଳେ ଭାଜପା ଆଗରେ ତ ଆଉ କେତେବେଳେ ଟିଏମ୍ସି ଆଗରେ ରହୁଛି ।
Gg
ପୂର୍ବରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତାଙ୍କର ଶାସନ ଚଲାଉଥିଲେ ଆଉ ଏବେ ସେ ପୁଣି ଜିତିପାରନ୍ତି ବୋଲି ସୂଚନା ମିଳୁଛି । ଏବେ ଭାଜପାକୁ ପଛରେ ପକାଇବ ଏହି ଦଳ । ପ୍ରଥମ ରାଉଣ୍ଡର ରେଜଲ୍ଟ ଏବେ ଆସିଗଲାଣି । ଆଉ ଏହି ରାଉଣ୍ଡରେ ମମତା ବାନାର୍ଜୀ ବିଜୟୀ ଅଛନ୍ତି ବୋଲି ଜଣାପଡିଛି । ପଶ୍ଚିମବଙ୍ଗରେ ବିଜେପି ଆସନ ଏବେ ପଛୁଆ ରହିଛି । ଆଉ ଏହି ଦଳ ଉପରେ ଭାରି ପଡ଼ିଛି ମମତା ବାହିନୀ । ମମତା ବାନାର୍ଜୀ ଏବେ ବିଜୟ କରିବେ ବୋଲି ଚର୍ଚ୍ଚା ହେଉଛି । ପଶ୍ଚିମବଙ୍ଗ ଲୋକସଭା ଆସନ ୪୨ଟି ଅଛି ।
ଆଉ ଏହି ଆସନ ଭିତରୁ ସବୁଠାରୁ ଅଧିକ ଆସନ ମମତା ବାନାର୍ଜୀ ପାଇଛନ୍ତି ବୋଲି ଜଣାପଡିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜୟ ଲାଭ କରିଛନ୍ତି ଟିଏମ୍ସି ଦଳ । ମମତା ଦିଦି ପୁଣି ବିଜୟ ଲାଭ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏବେ ଏହି ୪୨ଟି ସିଟ ମଧ୍ୟରୁ ୩୨ଟି ସିଟ ମମତା ଦିଦିଙ୍କ ଦଳ ପାଇଛି ବୋଲି ଖବର ଆସିଥିବା ବେଳେ ବିଜେପି ୯ଟି ସିଟ ଆଉ କଂଗ୍ରେସ ୨ଟି ସିଟ ପାଇଛି । ଏବେ କିଏ ଜିତିବ ଏହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ମମତା ଦିଦି ଜିତି ପୁଣି ଶାସନ କରିବ ବୋଲି ଜଣାପଡିଛି।