Movie prime

ନଛୁଇଁବା ପ୍ରଥା ଥିବା ବେଳେ ମାନିଲାନି ଧେଢ଼ସୁର ଦେଖନ୍ତୁ କେହି ନଥିବା ସମୟରେ ଭାଇ ବୋହୂ ସହ କରିଦେଲେ ଏମିତି କାଣ୍ଡ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆଜିକାଲି ଦୁନିଆରେ ସମ୍ପର୍କର ଅର୍ଥ କିଛି ନାହିଁ । ସମ୍ପର୍କର ଅର୍ଥ ଆଉ କିଛି ନୁହେଁ ।
ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏହି ସବୁ ଖବରକୁ ନେଇ ଅନେକ କିଛି ଘଟଣା ଘଟୁଛି । ଆପଣମାନେ ଏବେ ଏହି ଭିଡିଓରେ ଏହି ଖବର ଦେଖିପାରିବେ ।
Yy
ଦେଢ଼ଶୁର ଭାଇବୋହୁକୁ ଛୁଇଁବା କଥା ନୁହେଁ । ଏହା ପାପ ବୋଲି ଶାସ୍ତ୍ରରେ ଲେଖା ହୋଇଛି । କିନ୍ତୁ ଏହି ଦେଢ଼ଶୁର ଜଣକ ଏତେ ବଡ ପାପ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଦଣ୍ଡ ମିଳିବା ଉଚିତ୍ । ଏହି ଦେଢ଼ଶୁର ଜଣକ ଭାଇବୋହୂ ସହିତ କରିଛନ୍ତି ନିର୍ଲଜ୍ଜ କାମ ।
ସେ ଭାଇବୋହୂର ଗୋଡ଼ ହାତ ବାନ୍ଧି ଦେଇ ତାକୁ ଦୁ-ଷ୍କ-ର୍ମ କରିଛି । ଆଉ ଜଙ୍ଗଲକୁ ନେଇ ମଧ୍ୟ ତାଙ୍କ ସହିତ ଏଭଳି କରିଥିଲା ନିର୍ଲଜ୍ଜ ଦେଢ଼ଶୁର ଜଣକ । କ୍ଷଣକ ଖୁସି ପାଇଁ ରାକ୍ଷସ ପାଲଟିଗଲା ଦେଢ଼ଶୁର । ଏହି ଦେଢ଼ଶୁର ଜଣକ ଭାଇବୋହୂ ଶୋଇଥିବା ବେଳେ ତାର ଶୋଇବା ଘର ଭିତରେ ପଶି ଏଭଳି କାଣ୍ଡ କରିଥିଲା । 
ଏଭଳି ଘଟଣା କଳାହାଣ୍ଡି ଜିଲ୍ଳା ଜୟପାଟଣା ଥାନା ଅନ୍ତର୍ଗତ ଜମଞ୍ଚୁଆ ଗାଁରେ ଦେଖିବାକୁ ମିଳିଛି । ଏହି ଦେଢ଼ଶୁର ଜଣକ ଭାଇବୋହୂ ସହିତ ଏଭଳି କାମ କରିବା ପରେ ଆଜି ଭାଇବୋହୂ ଜଣକ ସବୁଦିନ ପାଇଁ ଆଖି ବୁଜି ଦେଇଛି । ଏବେ ଏହି ଘଟଣା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
Gh
ଦେଢ଼ଶୁର ଜଣଙ୍କ ଦ୍ଵାରା ଦୁ-ଷ୍କ-ର୍ମର ଶିକାର ହେବା ପରେ ଲୋକ ଲଜ୍ୟା ସହି ପାରିଲା ନାହିଁ ଭାଇବୋହୂ ଜଣକ । ଆଉ ଶେଷରେ ଏଭଳି ଚରମ ନିଷ୍ପତ୍ତି ନେଇଗଲା । ଅକାଳରେ ଚାଲିଗଲା ମହିଳା ଜଣଙ୍କର ଜୀବନ । ଏହି ମହିଳାଙ୍କ ସ୍ଵାମୀ ଉମା ମାଝୀ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ । 
ସେ ବାହାରେ ଥିବା ବେଳେ ତାଙ୍କର ସମ୍ପର୍କୀୟ ଭାଇ ଅରୁଣ ମାଝୀ ତାଙ୍କ ଘରକୁ ଆସିଥିଲେ । ଭାଇବୋହୂ ଏକୁଟିଆ ଥିବାର ଦେଖି ସେ ତାଙ୍କ ଉପରେ ଖରାପ ନଜର ପକାଇଥିଲେ । ଆଉ ଖରାପ କାମ କରିଥିଲେ । ଏହାପରେ ସେ ତାଙ୍କ ବାପଘରକୁ ଚାଲି ଯାଇଥିଲେ । ସେ ସେଠାରୁ ତାଙ୍କ ବାପଘରଲୋକ ଏବଂ ସ୍ୱାମୀଙ୍କୁ ଏହି ବିଷୟରେ ଜଣାଇଥିଲେ ।
ତାପରେ ତାଙ୍କ ସ୍ବାମୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଏବେ ଏହି ମହିଳା ଜଣକ ଏହି ଲଜ୍ୟା ସହି ନପାରି ଜୀବନ ହାରି ଦେଇଛନ୍ତି । ଏବେ ପୋଲିସ ଏହି ଦେଢ଼ଶୁର ଜଣଙ୍କୁ ଖୋଜୁଛି । ଦେଖାଯାଉ ପୋଲିସ କେବେ ତାଙ୍କୁ ଗିରଫ କରୁଛି ।