Movie prime

ଗଧ ଉପରେ ବୁଲି ବୁଲି ଭୋଟ ମାଗିଲେ ନେତା ଏ ଦୃଶ୍ୟ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ଏହି Visual

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ରାଜନୀତିକୁ ନେଇ ଆସିଥିବା ଖବର ସବୁ ପାଇପାରିବେ । ଏବେ ସବୁଆଡେ ନିର୍ବାଚନର ମାହୋଲ ଚାଲିଛି । ଆଉ ନିର୍ବାଚନକୁ ନେଇ ସବୁବେଳେ କିଛି ନା କିଛି ଖବର ସବୁବେଳେ ଆସିଥାଏ । 
Bb
ଏବେ ସବୁଆଡେ ନିର୍ବାଚନ ପ୍ରଚାର ଚାଲୁଥିବା ବେଳେ ଲୋକମାନେ ଏହାକୁ ନେଇ ସବୁ ଖବର ଦେଖି ପାରୁଥିବେ । ଆପଣମାନେ ତ ଦେଖିଥିବେ ସାଂସଦ ପ୍ରାର୍ଥୀମାନେ ବଡ ବଡ ଦାମୀ କାର ଆଉ ଅନେକ ଲୋକଙ୍କୁ ନେଇ ପ୍ରଚାର କରିଥାନ୍ତି କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯେଉଁ ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସାଂସଦ ପ୍ରାର୍ଥୀ ଜଣକ ଗଧ ପିଠିରେ ବସି ପ୍ରଚାର କରୁଥିବାର ନଜର ଆସିଛନ୍ତି । ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଘରକୁ ଘର ଯାଇ ଏହି ସାଂସଦ ପ୍ରାର୍ଥୀ ଜଣକ ଭଲପାଇବା ସାଉଁଟୁଛନ୍ତି । ଅନେକ ନେତା ମନ୍ତ୍ରୀ ଦାମିକିଆ ଗାଡ଼ିରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଏହି ପ୍ରାର୍ଥୀ ଜଣକ ଯିଏ କି ସ୍ଵାଧୀନ ପ୍ରାର୍ଥୀ ଅଟନ୍ତି । ସେ ଗଧ ପିଠିରେ ବସି ନିର୍ବାଚନ ପ୍ରଚାର କରିବା ସହ ଗଧ ପିଠିରେ ବସି ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି ।
Bb
ଏହି ବ୍ୟକ୍ତି ଜଣକ ହେଉଛନ୍ତି ସତେନ୍ଦ୍ର ପଇଠା । ଏହି ପ୍ରାର୍ଥୀ ଜଣଙ୍କର ଏଭଳି କାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ବିହାରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ସେ କହିଛନ୍ତି କୌଣସି ନେତା କିଛି କରି ନାହାନ୍ତି ସେ କିଛି କରିବେ । ଆଉ ଯେଉଁ ନେତାମାନେ ଶାସନ କରିଛନ୍ତି ସେମାନେ କେବଳ ତାଙ୍କ ଘରର ବିକାଶ କରିଛନ୍ତି କିନ୍ତୁ ସେ ତାଙ୍କ ଅଞ୍ଚଳର ବିକାଶ କରିବେ ବୋଲି କହିଛନ୍ତି ।
ଏହାସହ ସେ କହିଛନ୍ତି ନେତାମାନେ ସାଧାରଣ ଜନତାଙ୍କୁ ଭକୁଆ ବନାଉଛନ୍ତି । ଆଉ ସେ ଏଭଳି ଅନେକ କଥା କହିବା ସହ ଅନେକ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏବେ ଏହାକୁ ନେଇ ସେ ସବୁଠି ଚର୍ଚ୍ଚା ହୋଇଛି । ସେ ଜିତିଲେ ପ୍ରଥମେ ଚିନି କାରଖାନା କରିବେ ବୋଲି କହିଛନ୍ତି ।