Movie prime

ମଣିଷ ଜୀବନ ପାଣି ଫୋଟକା ରାସ୍ତାରେ ଗଡିଲା ତିନି ମୁଣ୍ଡ

 
Gg
ବର୍ତ୍ତମାନ ସମୟରେ ଏଭଳି ଘଟଣା ସବୁ ଘଟୁଛି ଯାହାକି ଖୁବ୍ ଚିନ୍ତାର ବିଷୟ ପାଲଟିଛି।କାରଣ ଏବେ ସଡ଼କ ସୁରକ୍ଷା ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଦିନକୁ ଦିନ ଅଧିକ ରୁ ଅତ୍ୟଧିକ ସଡ଼କ ଦୁର୍ଘଟଣା ଘଟିବାରେ ଲାଗିଛି। ଅକାରଣରେ ଜୀବନ ମଧ୍ୟ ଚାଲି ଯାଉଛି। ଆମେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Gg
ଏକା ଥରରେ ତିନି ତିନି ଜଣଙ୍କ ଜୀବନ ଚାଲି ଯାଇଥିଲା।ଚମ୍ପୁଆ ଥାନା ସାନ ନଈ ଗ୍ରାମର ଅଇବନ୍ ପ୍ରଧାନ ସ୍ତ୍ରୀ ମଥାମଣି ଓ ପୁଅ ମଙ୍ଗଲ ପ୍ରଧାନ ବାଇକ୍ ଯୋଗେ ଆସୁଥିବା ବେଳେ ଜାତୀୟ ରାଜପଥ ଦୋଳିତା ଛକ ନିକଟରେ ଜ୍ବାଇଁ ଘର ସମ୍ମୁଖରେ ରିମୁଳି ପ୍ରତି ଆସୁଥିବା ଦୃତ ଗତିରେ ଟ୍ରକ୍ ବାଇକ୍ କୁ ସାମ୍ନା ରୁ ଧକ୍କା ଦେଇଥିଲା। ଏହି ତିନିଜଣ ଝିଅ ଜ୍ବାଇଁ ଘରକୁ ଯାଉଥିବା ସମୟରେ ଏଭଳି ଅଘଟଣ ଘଟି ଯାଇଛି।
Gg
ବାଟରେ ଝିଅ ଘରକୁ ନେଇ ଯାଉଥିବା ସମସ୍ତ ଜିନିଷ ପତ୍ର ପଡ଼ି ରହିଛି। ଝିଅ ଘରକୁ ଯିବାର ଆଶା ତାଙ୍କର କେବଳ ଆଶାରେ ହିଁ ରହିଗଲା।ଶଶୁରଙ୍କ ଘଟଣା ସ୍ଥଳରେ ହିଁ ମୃ-ତ ହୋଇଥିବା ବେଳେ ଶାଶୁ ଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନେବା ସମୟରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା।ସେଭଳି ଭାବରେ ଶଳା ଙ୍କ ଅବସ୍ଥା ଗୁରୁତର ହେବାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ବାଟରେ ହିଁ ଜୀବନ ଚାଲି ଯାଇଥିଲା।
ଏହି ଘଟଣା ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହି ଘଟଣା ଖୁବ ଭାଇରାଲ ହୋଇଥିବା ବେଳେ ସଡ଼କ ସୁରକ୍ଷା ନେଇ ଏହା ସମସ୍ତଙ୍କ ଚିନ୍ତା କୁ ବଢାଇ ଦେଇଛି। ତେବେ ଏହି ଦୁର୍ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.