Movie prime

ମନୋଜ ମିଶ୍ର କହୁଛନ୍ତି ଏମିତି...ଓଡ଼ିଶାରେ ମୋ ଔକାତ ୧.୫ଲକ୍ଷ୍ୟ ଟଙ୍କା

 
Tt
ଅଭିନେତା ମନୋଜ ମିଶ୍ର ଏବେ ଖୁବ ଚର୍ଚ୍ଚା ରେ ରହିଛନ୍ତି। ସବ୍ୟସାଚୀ ମହାପାତ୍ର ଙ୍କ ସହ ତାଙ୍କର ବିବାଦ ସମ୍ପର୍କରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ସେ କହିଥିଲେ କି ମନୋଜ ମିଶ୍ର ଏଭଳି କିଛି କଥା କହୁଛନ୍ତି ଯାହା ଦ୍ବାରା ଓଡିଆ ସିନେମା କମ୍ ହେବାରେ ଲାଗିଛି। ହେଲେ ମନୋଜ ମିଶ୍ର କହିଥିଲେ କି ସାଢେ଼ ଛଅ କୋଟି ଟଙ୍କା ର ବିଜିନେସ ହୋଇଛି ଯାହାକି ଶେଷ ଦଶ ବର୍ଷ ମଧ୍ୟରେ ହୋଇନି।
Rr
ଆହୁରି ଆଗକୁ ମଧ୍ୟ ଦଶ କୋଟି ଟଙ୍କା ର ବିଜିନେସ ହେବ ବୋଲି କହିଥିଲେ ମନୋଜ ମିଶ୍ର। ଆଉ ଏଥିରେ ମଧ୍ୟ ସେହି ୨୫ ହାଜର ଲୋକଙ୍କୁ ହିଁ ଫାଇଦା ହେବ। ମନୋଜ ମିଶ୍ର କହିଥିଲେ କି ସେ ଗୋଟେ କଥା ସବ୍ୟସାଚୀ ମହାପାତ୍ର ଙ୍କୁ ପଚାରିବାକୁ ଚାହୁଁଛନ୍ତି କି ଦୟା କରି ସେ ତାଙ୍କୁ କୁହନ୍ତୁ କି ୨୫ ହାଜର ଲୋକ ମାନଙ୍କ ମଧ୍ୟରୁ ଯେଉଁ ମାନଙ୍କ ସହ ସେ କାମ କରିଛନ୍ତି ଶେଷ ଦଶ ରୁ ୧୫ ଫିଲ୍ମ୍ ରେ ସେମାନଙ୍କ ମଧ୍ୟରୁ,
Tt
କେଉଁ ଟେକ୍ନିସିଆନ ଓ କୋଉ ଏକ୍ଟର ଙ୍କୁ କେତେ ଟଙ୍କା ଦେଇଛନ୍ତି ତାହାର ଏକ NOC ଦେଖାଇ ପାରିବେ କି ସମସ୍ତଙ୍କୁ। ଯଦି ଦେଖାଇ ପାରିବେ ତେବେ ମନୋଜ ମିଶ୍ର ଙ୍କ ନିକଟରେ ମଧ୍ୟ ପୂରା ରିପୋର୍ଟ ଅଛି ଯେ ସେ କାହାକୁ କେତେ କେତେ ଟଙ୍କା ଦେଇଛନ୍ତି। ଯେତେବେଳେ କି ସେମାନେ ସମସ୍ତେ ଏହା କହିବା ପାଇଁ ମନା କରିଛନ୍ତି। ମାତ୍ର ମନୋଜ ମିଶ୍ର ଙ୍କ ନିକଟରେ ସବୁ ରିପୋର୍ଟ ଉପଲବ୍ଧ ଥିବା କଥା ସେ କହିଛନ୍ତି।
ଏଭଳି ମନୋଜ ମିଶ୍ର ଅନେକ ପ୍ରଶ୍ନ କରିବା ସହ ଅନେକ କଥା ମଧ୍ୟ କହିଥିଲେ ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ଆପଣ ସଂପୂର୍ଣ୍ଣ ଭିଡିଓ ଟି ଦେଖିଲେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଜାଣି ପାରିବେ। ତେବେ ଏହି ଭିଡିଓ ସମ୍ପର୍କରେ ଆପଣଙ୍କ ମତାମତ କଣ ରହିବ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.