Movie prime

ମେଡିକାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ହିରୋଇନ୍...!

 
Bb
ମେଡିକାଲ ରେ ଏବେ ନିଜର ଜୀବନ ସହ ସଙ୍ଘର୍ଷ କରୁଛନ୍ତି ଏବେ ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକ। ତେବେ ଏହି ଅଭିନେତ୍ରୀ ଜଣକୁ ଏଭଳି ଭାବରେ କଣ ହୋଇଛି ଯାହାକି ଆପଣ ମାନେ ଜାଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତାଙ୍କର ଏକ ବନ୍ଧୁ ଇନଷ୍ଟାଗ୍ରାମ୍ ରେ ପୋଷ୍ଟ୍ କରି କହିଛନ୍ତି ଯେ ଗତ କିଛିଦିନ ହେବ ଅଭିନେତ୍ରୀ ଜଣକ ଅସୁସ୍ଥ ଅଛନ୍ତି। ସୁଚନା ମୁତାବକ ଅକ୍ଟୋବର ୨୪ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା।
Hh
ନିଉଜ ଖବର ମୁତାବକ ଏହି ଅଭିନେତ୍ରୀ ଜଣକୁ ଏବେ ଚାଲିବା ମଧ୍ୟ କଷ୍ଟକର ହୋଇ ପଡ଼ିଛି।୨୦୨୧ ରେ ତାଙ୍କର ସ୍ଵାମୀଙ୍କ ମୃ-ତ୍ୟୁ ହେବା ପରେ ଏହି ଅଭିନେତ୍ରୀ ଏକୁଟିଆ ରହୁଛନ୍ତି। ଏଭଳି ପରିସ୍ଥିତି ରେ ସ୍ବାସ୍ଥ୍ୟ ସମସ୍ୟା ହେତୁ ସେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ସହିତ କଥାବାର୍ତ୍ତା ସମୟରେ ଏହି ଅଭିନେତ୍ରୀ ତାଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ଅପଡେଟ ପ୍ରଦାନ କରିଥିଲେ।
Vg
ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସେ ଭଲ ଅଛନ୍ତି। ଏହା ତାଙ୍କର ପ୍ରସଂଶକଙ୍କ ପାଇଁ ଥିଲା ଯେଉଁ ମାନେ କି ତାଙ୍କର ଅସୁସ୍ଥ ଥିବାର ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଥିଲେ।ତାଙ୍କୁ ନିମୋନିଆ ହେଇଥିବା ଖବର ଆସିବା ପରେ ତାଙ୍କର ପ୍ରଶଂସକ ମାନେ ଖୁବ୍ ଦୁଃଖ ପ୍ରକାଶ କରିଥିଲେ। ନିମୋନିଆ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ ବୋଲି ସାୟେରା କହିଥିଲେ।୭୦ ଦଶକରେ ବଲିଉଡ ରେ ସେ ରାଜ କରୁଥିଲେ।
ବଲିଉଡ ର ଆଗ ଧଡ଼ିର ଅଭିନେତ୍ରୀ ସାଏରା ବାନୁ ଅସୁସ୍ଥ ହୋଇ ପଡିଛନ୍ତି। ଅଭିନେତା ଦିଲ୍ଲୀପ କୁମାର ଙ୍କ ସେ ଧର୍ମପତ୍ନୀ ଅଟନ୍ତି। ସେ ନିମୋନିଆ ରେ ଆକ୍ରାନ୍ତ ହୋଇଛନ୍ତି। ଏବଂ ତାଙ୍କର ଗୋଡ଼ରେ ମଧ୍ୟ ରକ୍ତ ଜମାଟ ବାନ୍ଧି ଯାଇଛି। ଯେଉଁ କାରଣରୁ ସେ ଚାଲିବାକୁ ମଧ୍ୟ ସକ୍ଷମ ନୁହଁନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.