Movie prime

ମୀରା ପରିଡ଼ାଙ୍କ ନଣନ୍ଦ, ଖୁଡ଼ି, ଦେଢ଼ଶାଶୁଙ୍କୁ ଦେଖନ୍ତୁ ଶାଶୁଘର କେତେ ଖୁସି ମୀରାଙ୍କ ପାଇଁ

 
Vv
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ହସ ମୁହୂର୍ତ୍ତ ଦେଖିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ କିନ୍ନର ମାନଙ୍କର ସଭାପତି ମୀରା ପରିଡାଙ୍କୁ ଦେଖିପାରିବେ । କିନ୍ନର ସଭାପତି ମୀରା ପରିଡାଙ୍କୁ କିଏ ବା ନ ଜାଣିଛି । କିନ୍ନର ସଭାପତି ମୀରା ପରିଡ଼ା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ସବୁବେଳେ କିନ୍ନର ସମାଜ ପାଇଁ ଅନେକ କିଛି କାମ କରିଥାନ୍ତି ।
Vv
କିନ୍ନର ସମାଜ ପାଇଁ ସରକାରଙ୍କ ପାଖରେ ଅନେକ କିଛି ଯୋଜନା କରିବାକୁ ମଧ୍ୟ ସେ ସବୁବେଳେ ଆବେଦନ କରିଥାନ୍ତି । କିନ୍ନର ମାନେ କିଭଳି ସମାଜରେ ବଂଚିବେ ଏବଂ ଭଲରେ ରହିବେ ଏଥିପ୍ରତି ସେ କାର୍ଯ୍ୟ କରନ୍ତି । ଏବେ ତାଙ୍କୁ ନେଇ ଆସିଛି କିଛି ଖବର । କିନ୍ନର ସଭାପତି ମୀରା ପରିଡ଼ା ଏବେ ତାଙ୍କ ଶାଶୁଘରେ ଥିବାର ନଜର ଆସିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ତାଙ୍କ ପରିବାରଙ୍କୁ ଦେଖିପାରିବେ । ମୀରା ପରିଡ଼ା ଏବେ ଏହି ଭିଡିଓରେ ଖୁସି ଥିବାର ଦେଖିପାରିବେ ।
Fc
ମୀରା ପରିଡ଼ା ତାଙ୍କ ଖୁଡି , ଦେଢ଼ଶାଶୁ , ନଣନ୍ଦଙ୍କ ସହିତ ତାଙ୍କ ଘରେ ଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓରେ ଗୀତ ନାଚ ଏବଂ ଅନେକ କିଛି ହସଖୁସିର ମାହୋଲ୍ ଚାଲିଛି । ଅନେକ କିଛି କଥା କହିଛନ୍ତି ମୀରା ପରିଡ଼ା । ମୀରା ପରିଡ଼ା ଏହି ସବୁଙ୍କ ସହିତ ବହୁତ ଖୁସିରେ ସମୟ ବିତାଉଛନ୍ତି ବୋଲି ସୂଚନା ମିଳିଛି । ମୀରା ପରିଡ଼ା ଭଲ ପରିବାର ପାଇଛନ୍ତି ବୋଲି କହିଛନ୍ତି । ଏବେ ତାଙ୍କ ପରିବାରର ଭିଡିଓ ଏବେ ସାମ୍ନାକୁ ଆସିଛି । ସେ ବହୁତ ଖୁସି ଅଛନ୍ତି ବୋଲି ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ମୀରା ପରିଡ଼ା ସବୁବେଳେ ଲୋକମାନଙ୍କୁ ଭଲ ପାଇଥାନ୍ତି । ଆଉ ଏବେ ତାଙ୍କର ଏହି ଭିଡିଓରେ ତାଙ୍କ ନଣନ୍ଦ, ଖୁଡି ଆଉ ଦେଢ଼ଶାଶୁଙ୍କୁ ଆପଣମାନେ ଦେଖିପାରିବେ । ଏବେ ତାଙ୍କର ପରିବାର ବହୁତ ଭଲ ବୋଲି ସେ କହିଛନ୍ତି । ତାଙ୍କର ଏଭଳି ପରିବାର ଦରକାର ଥିଲା ବୋଲି ସେ କହିଛନ୍ତି । ଏବେ ମୀରା ପରିଡ଼ା ଆଉ ତାଙ୍କର ପରିବାରକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ମୀରା ପରିଡ଼ା ଏବଂ ତାଙ୍କ ପରିବାର ଖୁସିରେ ସମୟ ବିତାଉଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ।

Around The Web