ମୋ ପୁଅ କୁ ଜବରଦସ୍ତି ଧରି...କୁରାଢି ଚୋଟ ରେ ମୁଣ୍ଡ ଦୁଇ ଫାଳ କରିଦେଲେ..
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।

ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।ମୋ ପୁଅକୁ ମାରି ପକାଇଛନ୍ତି.. ଏଭଳି କିଛି କାନ୍ଦି କାନ୍ଦି କହିଛନ୍ତି ମାଆ। ମୋ ସ୍ୱାମୀ ଓ ମୋ ପୁଅକୁ ମାରି ଦେବାକୁ ଧମକ ଦେଇଥିଲେ ଆଉ ଏବେ ମୋ ପୁଅକୁ ମାରି ପକାଇଛନ୍ତି। ନୃଶଂସ ଭାବରେ ଦୃର୍ବୁତ୍ତ ମାନେ କଲେ ହ-ତ୍ୟା।

ରାଜନଗର ବ୍ଲକ୍ କୁରୁଣ୍ଟି ଗ୍ରାମର ରଶ୍ମି ରଞ୍ଜନ ପରିଡ଼ା ଙ୍କୁ ତାଙ୍କ ଗାଁ ରେ ହ-ତ୍ୟା କରାଯାଇଛି।ତେବେ ଦୁର୍ବୃତ୍ତ ମାନେ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ତାଙ୍କୁ ଅତି ନୃଶଂସ ଭାବରେ ହ-ତ୍ୟା କରିଛନ୍ତି।ରାଗ ରଖି ତାଙ୍କ ମୁଣ୍ଡ କୁ ହାଣି ଦେଇଛନ୍ତି ଦୁର୍ବୃତ୍ତ। ତେବେ ପୂର୍ବ ଶତ୍ରୁତା କୁ ନେଇ ଏଭଳି କାଣ୍ଡ ଘଟିଛି ବୋଲି ପରିବାର ଲୋକେ ସନ୍ଦେହ କରିଚନ୍ତି।
ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃ-ତ ଦେହ ଜବତ କରିଛି। ତେବେ ପୋଲିସ ସନ୍ଦେହ କରି ୪ ଜଣଙ୍କୁ ଅଟକ ରଖି ଥାନା ରେ ପଚରା ଉଚରା କରିଛି।ତେବେ ନିଶାରେ ଚୂର୍ ରହି ଦୁର୍ବୃତ୍ତ ମାନେ ରଶ୍ମି କୁ ଦଳବଦ୍ଧ ଭାବରେ ଆକ୍ରମଣ କରି ମାରି ପକାଇଛନ୍ତି।

