Movie prime

ମୋ ସାଙ୍ଗ ମୋ ସ୍ତ୍ରୀକୁ ନେଇଗଲା ମୁଁ ତା ସ୍ତ୍ରୀ ସହିତ ତା ଦୁଇ ଝିଅକୁ ନେଇ ଆସିଲି

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଦୁଇଜଣ ସାଙ୍ଗ ବିବାହ କରିଥିଲେ । ଆଉ ସେମାନେ ନିଜ ସ୍ତ୍ରୀ ବଦଳାଇ ଦେଉଛନ୍ତି । ଗୋଟିଏ ସାଙ୍ଗ ଅନ୍ୟ ସାଙ୍ଗର ସ୍ତ୍ରୀକୁ ଧରି କେଉଁଆଡେ ଫେରାର ହୋଇ ଯାଇଥିଲା ଏବଂ ଆଉ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗର ସ୍ତ୍ରୀକୁ ପାଖକୁ ନେଇ ଆସିଲା । 
Gg
ଆପଣମାନେ ଏହି ସବୁ ଫିଲ୍ମରେ ଦେଖିଥିବେ କିନ୍ତୁ ଏହା ସତ୍ୟ ଅଟେ । ଦେବରାଜ ଆଉ ଉମେଶ ଭଲ ସାଙ୍ଗ ଥିଲେ । ଦେବରାଜ ଜ୍ୟୋସ୍ନା ନାମକ ଝିଅକୁ ବିବାହ କରିଥିଲେ । ଆଉ ସେମାନେ ଭଲରେ ଘର ସଂସାର କରିଥିଲେ ଏବଂ ତାଙ୍କର ଦୁଇଟି କନ୍ୟା ସନ୍ତାନ ମଧ୍ୟ ଅଛି । ଆଉ ଉମେଶ ମନିଷା ନାମକ ଝିଅକୁ ବିବାହ କରିଥିଲା । ଆଉ ସେମାନେ ମଧ୍ଯ ଭଲରେ ରହିଥିଲେ । ଉଭୟ ଦେବରାଜ ଆଉ ଉମେଶ ଭଲ ସାଙ୍ଗ ଥିଲେ । ଆଉ ସେମାନଙ୍କ ଭିତରେ ଭଲ ସମ୍ପର୍କ ରହିଥିଲା ।
Bv
ଦେବରାଜ ଉମେଶର ସ୍ତ୍ରୀ ମନିଷାକୁ ଭଲ ପାଇଥିଲା ଆଉ ମନିଷା ମଧ୍ୟ ନିଜ ସ୍ଵାମୀ ଉମେଶକୁ ଛାଡି ଦେବରାଜକୁ ଭଲ ପାଇଲା । ଆଉ ଶେଷରେ ସେମାନେ ଦୁଇଜଣ ଘରୁ ଫେରାର ହୋଇ ଯାଇଥିଲେ । ଆଉ ଏହାପରେ ଦେବରାଜର ସ୍ତ୍ରୀକୁ ଉମେଶ ସାଙ୍ଗରେ ନେଇ ଆସିଲା । ଏବେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଵାମୀ ଥାଉ ଥାଉ ସ୍ୱାମୀର ସାଙ୍ଗମାନଙ୍କ ସହିତ ରହିଲେ ସାଙ୍ଗର ସ୍ତ୍ରୀ ମାନେ । ଏହି ଘଟଣା ବଲାଙ୍ଗୀର ଜିଲ୍ଲାରେ ଘଟିଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । 
ଦୁଇ ସାଙ୍ଗ ନିଜ ସ୍ତ୍ରୀକୁ ବଦଳ କରି ପ୍ରେମ କରୁଥିଲେ । ଏହି ଘଟଣା ହେଉଛି ବଲାଙ୍ଗୀର ଜିଲ୍ଲା ବେଙ୍ଗମୁଣ୍ଡା ଥାନା ଅଞ୍ଚଳରୁ ଆସିଛି । ଦୁଇଜଣ ସାଙ୍ଗଙ୍କ ଭିତରେ ବନ୍ଧୁତା ଏତେ ବଢି ଯାଇଥିଲା ଯେ ସେମାନେ ନିଜ ସ୍ତ୍ରୀକୁ ବଦଳାଇ ଦେଇଥିଲେ । ଜଣଙ୍କ ସ୍ତ୍ରୀକୁ ଆଉ ଜଣେ ନେଇଗଲା । ଆଉ ଜଣେ ସ୍ତ୍ରୀ ଆଉ ଛୁଆକୁ ଅନ୍ୟ ଜଣେ ସାଙ୍ଗ ନେଇଗଲା । ଏବେ ଏହି ଘଟଣା ବିଷୟରେ ଯିଏ ବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି । ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Around The Web