Movie prime

ମୋ ସ୍ତ୍ରୀ ହାରାମି ଟା ପର ସ୍ବାମୀ ସହ ଶୋଉଛି...

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ କିଛି ବିଷୟରେ ସୂଚନା ପାଇପାରିବେ । ଆଜିକାଲି ଦୁନିଆରେ ଏଭଳି ସବୁ ଲୋକ ଅଛନ୍ତି ଯେଉଁମାନେ ଏଭଳି ନିନ୍ଦନୀୟ କାମ କରିବା ପୂର୍ବରୁ ଭାବିବା ଉଚିତ୍ । ଯୁବକ ଜଣକ ଏଭଳି ସବୁ କାମ କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବକ ଜଣକ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । 
Hh
ବିବାହ ପରେ ମଧ୍ୟ ସେ ଏଭଳି ସବୁ ନିନ୍ଦନୀୟ କାମ କରିବେ ସେକଥା କିଏ ବା ଜାଣିଥିଲା । ଏହି ଯୁବକ ଜଣକ ନିଜ ସ୍ତ୍ରୀ ଆଉ ଛୁଆ ଥାଉ ଥାଉ ଜଣେ ନାବାଳିକାଙ୍କ ପ୍ରେମରେ ପଡ଼ିଥିଲେ ଆଉ ତାଙ୍କୁ ସେ ପାଖରେ ପାଇବାକୁ ଚାହୁଁଥିଲେ । ଆଉ ସେ ସେଥିପାଇଁ ଏଭଳି କିଛି କରିଥିଲେ ଯାହା ନିନ୍ଦନୀୟ ଅଟେ । ଏହି ଯୁବକ ଜଣକ ସେହି ନାବାଳିକା ଝିଅ ଜଣଙ୍କୁ ନେଇ ତାଙ୍କ କ୍ୱାଟର ଘରେ ରଖିଥିଲେ । ଆଉ ଏହାପରେ ଏଭଳି କିଛି ହୋଇଥିଲା ଯାହା ଏବେ ଚର୍ଚ୍ଚାକୁ ଆସିଛି ।
ଏହି ଯୁବକ ଜଣଙ୍କୁ ନାବାଳିକା ଜଣଙ୍କୁ ଏକତରଫା ପ୍ରେମ କରିବା ମହଙ୍ଗା ପଡ଼ିଲା । ଘରେ ସ୍ତ୍ରୀ ଆଉ ପିଲା ଥାଉ ଥାଉ ଏଭଳି କାମ କରୁଥିଲେ ଯୁବକ ଜଣକ । ଏହି ଯୁବକ ଜଣକ ନାବାଳିକା ଜଣଙ୍କୁ ନେଇ ଅନେକ କଥା ଭାବିଥିଲେ । ଆଉ ସେ ତାଙ୍କୁ କଲେଜରୁ ଉଠାଇ ନେଇଥିଲେ । ଏହାପରେ ତାଙ୍କ ସହିତ ଏଭଳି କିଛି କରିବାକୁ ସ୍ବପ୍ନ ଦେଖିଥିଲେ । ଆଉ ତାଙ୍କର ସପ୍ନ ଅଧାରେ ରହି ଯାଇଥିଲା । ଏହି ଘଟଣା ବଲାଙ୍ଗୀର ଜିଲ୍ଲା ମୁରିବାହଲ ଥାନା ଅନ୍ତର୍ଗତ ଅଞ୍ଚଳରେ ଦେଖିବାକୁ ମିଳିଛି ।  
ଏହି ଅଞ୍ଚଳର ୧୬ ବର୍ଷର ଝିଅ କଲେଜରୁ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରାଯାଇଥିଲା । ଆଉ ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିଥିଲା । ଏହାପରେ ତଦନ୍ତରୁ ଜଣା ପଡିଥିଲା କି ଯୁବତୀ ଜଣକ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଲୱେଷ୍ଟେସନର ରେଲୱେ କ୍ୱାଟର ଗ୍ୟାଙ୍ଗମ୍ୟାନ ନାମକ ଯୁଣ୍ଡକ ରେଲୱେ କ୍ୱାଟରରେ ରହୁଥିଲେ । ଏହାପରେ ଅପହରଣ ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଛି । ଏବେ ଏହି ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ କରିଛି ବୋଲି ସୂଚନା ମିଳିଛି । ଦେଖିବାକୁ ବାକି ରହିଲା ଆଗକୁ ଏହି ଘଟଣା କେଉଁ ମୋଡ ନେଉଛି ।

Around The Web