Movie prime

ମୋ ସ୍ତ୍ରୀ କୁ ସେ ବୁଢ଼ା...ସେ-କ୍ସ ଭିଡ଼ିଓ ପଠେଇ କହୁଚି ଏମିତି ହେବୁ କି...

 
Gg

ସେ ମୋ ସ୍ତ୍ରୀ ଙ୍କୁ ସେ-କ୍ସି ଭିଡିଓ କୁ ସମ୍ପୂଲ୍ ଆକାରରେ ଦେଇଥିଲେ। ଏହି ଭିଡିଓ ଦେଖ,ଏହି ଭିଡିଓ ଭଳିଆ ଆମେ କରିବା । ସେକ୍ସ ଭିଡିଓ ପଠେଇକି , ହୋଟେଲ କୁ ଡାକିବା , କେବଳ ୨ରୁ ୩ମିନିଟ୍ ର ଏହି ଚାଟିଂ । ସେ ଏତିକି ସାହାସ କରିପାରିଛନ୍ତି । ଏହା ପୂର୍ବରୁ ସେ ୨ରୁ ୪ଜଣଙ୍କ ସହ ଏମିତି କରିକି ପୁରା ଏକ୍ସପୋର୍ଟ ଅଛନ୍ତି। ଏହାର ଉତ୍ତର କେବଳ ସିଏ ହିଁ ଜାଣିଥିବେ। ତାଙ୍କର ଏବେ ଯିବାର ବୟସ ରେ ଯେଉଁ ରାସଲୀଳା ପ୍ରକୃତି ଅଛି , ଏହା ର ଉତ୍ତର କେବଳ ସିଏ ହିଁ ଭଲଭାବରେ ଦେଇପାରିବେ।

Gg

ହୁଏତ କିଛି ଲାଳସା ହେଲା , କି ନିଜ ଦେହର ଭୋକ ଅଧିକ ହେଲା,କି ନିଜ ହେହର ଉତ୍ତେଜନା ବଢ଼ିଯାଇଛି ସିଏ ହିଁ କେବଳ କହିପାରିବେ।ମୋ ନାଁ କ୍ଷୀରୋଦ କୁମାର ଗତକାଲି ମୋ ୱାଇଫଙ୍କର ମୋବାଇଲରେ ମୁଁ ଧରିଥିଲି। ସେତେବେଳେ ବରମ୍ପୂର୍ କୋର୍ଟ ର ଜଣେ ଆଇନଜୀବି ସେ ବରୁଣ କୁମାର ଚୌଦୁରୀ ଜଣେ ବୟସ୍କ ବ୍ୟକ୍ତି ସେ ମୋ ସ୍ତ୍ରୀ କୁ ବହୁତ୍ ଗୁଡାଏ ଖରାପ ମେସେଜ ଦେଇଥିଲେ । ମୋ ସ୍ତ୍ରୀ ଏହାକୁ ବହୁତ ଦିନ ଆଗରୁ ଏହାକୁ ଇଗ୍ନୋର କରି ଆସୁଥିଲେ । ମୁଁ ଏମିତି ବହୁତ ଗୁଡାଏ ପିଲାକୁ ବ୍ଲକ ମଧ୍ଯ କରିଛି,କାହିଁକି ନା କେତେ ପିଲାଙ୍କ ସହ ଆମେ ଝଗଡ଼ା କରିବୁ ।

Gg

କାହିଁକି ନା ମୁଁ କାଲି ଜିଦି ଧରିଲି ମୁଁ ୩ ଟା ଜିନିଷ ଉପରେ ଫକସ କଲି ପ୍ରଥମ ତ ତାଙ୍କ ବୟସ ,ସେ ଯେଉଁ କାମ କହିଛନ୍ତି, ଏ ବିଷୟରେ କରିବା କଥା ନୁହଁ ,ବାପା ଝିଅ ବୟସର ହେବେ । ଦ୍ଵିତୀୟ ତ ସେ ଜଣେ ଆଇନୀଜିବି , ଅଇନୀ ର ରକ୍ଷକ , ଆଇନ କୁ ଭଲ ଭାବରେ ବୁଝିଛନ୍ତି। ତଥାପି ସେ ଆଇନ ସହ ଖେଳିବାକୁ ଚେଷ୍ଟା କରିଛନ୍ତି। ତୃତୀୟ ତ ସେ ଜାଣନ୍ତି ଯେ ମୋ ମା କୋର୍ଟ ରେ ଅଛନ୍ତି, ମୋତେ ମଧ୍ୟ ଜାଣନ୍ତି ମୋ ସ୍ତ୍ରୀ କୁ ଜାଣନ୍ତି ତଥାପି ସେ ଜାଣିଶୁଣି କି ସେ ଏମିତି କାରିଛନ୍ତି। ସେ ପର୍ସନାଲ ମେସେଜ ରେ କିଛି ସେକ୍ସ ଭିଡ଼ିଓ ଦେଇଛନ୍ତି। ଏହି ଭିଡ଼ିଓ ପରି ଆମେ କରିବା ଲେଖିଛନ୍ତି।ସେ ଗୋଟେ ବିବେକାନନ୍ଦ ସ୍କୁଲ ରେ ପ୍ରେସିଡେଣ୍ଟ ଅଛନ୍ତି ।

ତମେ ସେଇସ୍କୁଲ କୁ ଆସିବ ମୁଁ ତୁମକୁ ସେଇ ସ୍କୁଲ ରେ ତୁମକୁ ରଖିବି ,ସେ ପଇସା ମଧ୍ଯ ଅଫର୍ କରୁଛନ୍ତି । ମୋ ସହ ସେକ୍ସ କର ବୋଲି ଏପ୍ରୋଚ କରିଛନ୍ତି କିମ୍ୱା ମୁଁ ତୁମ ଘରକୁ ଯିବି କହିଛନ୍ତି। ଏମିତିଆ ଦୋଷୀ କୁ ଦଣ୍ଡ ମିଳୁ ବୋଲି ମୁଁ ନିଷ୍ପତି ନେଇଛି । କାହିକିଁ ନା ସବୁ ପିଲା ଭଳି ଯଦି ମୁଁ ଏହାକୁ ବ୍ଲକ ମାରିଦେବି। ମୋ ସ୍ତ୍ରୀ ଭଳି କେତେ ଗୁଡାଏ ଝିଅ ଏହି ଘଟଣା ଭଳି ସ୍ବୀକାର ହେଉଛନ୍ତି । ଯେହେତୁ ସେ ଜଣେ ଓକିଲ ଅଛନ୍ତି କିଛିବି କାମ ହାସଲ କରିପାରନ୍ତି ।ତେଣୁ ସେଥିପାଇଁ ମୁଁ ନିମାଖଣ୍ଡ ଥାନାରେ ମୁ ମଧ୍ୟ ଜଣେଇଛି ଓ ସାଇବର ଥାନା ରେ ମଧ୍ଯ ଜଣେଇଲି। ମ୍ୟାଡାମ କହିଛନ୍ତି ଇନକ୍ୱାରି କରିବେ।ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନେବାପାଇଁ ମୁଁ ନିଷ୍ପତି ନେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.