Movie prime

ମୋ ସ୍ବାମୀ କିର୍ତ୍ତି ଙ୍କୁ ଶ-ବ ଭଳି ଟେକି ନେଲେ କଚିକଚି ଥୋଇଲେ

 
Gg
ଜୀବିତ ମଣିଷକୁ ସଜାଇ ଦେଲେ ମୃ-ତ। ପାରାଦୀପ ର କୀର୍ତ୍ତି ଚନ୍ଦ୍ର ଦାସ ଙ୍କୁ ଦିନ ଦ୍ୱିପ୍ରହରରେ ପାରାଦୀପ ବନ୍ଦର ର ତିନି ନମ୍ୱର୍ ଗେଟ୍ ସମ୍ମୁଖରୁ କିଛି ଲୋକ ଶବ ଭାବରେ ଫିଲ୍ମ୍ ଷ୍ଟାଇଲ ରେ ଟେକି ନେଇ ଯାଇଥିଲେ। ଏହା ସହ ବାଇକ୍ ଯୋଗେ ରୋଡ ଶୋ କରି ପାରାଦୀପ ପୋର୍ଟ ମତ୍ସ ସଂଘକୁ ନେଇ ସେଠାରେ ତାଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ। ଏହାର କିଛି ଘଣ୍ଟା ପରେ ତାଙ୍କୁ ସେଠାରୁ ଛାଡ଼ି ଦେଇଛନ୍ତି।
Hh
ଏନେଇ ଅପହରଣ ହୋଇଥିବା କୀର୍ତ୍ତି ଚନ୍ଦ୍ର ଦାସ ଙ୍କ ଧର୍ମପତ୍ନୀ କ୍ୟାମେରା ସାମ୍ନାରେ କହିଛନ୍ତି। ପିନାକୀ ଲେଙ୍କା, ଦୀପକ ପରିଡ଼ା , ତାହା ସହ ବିଜୟ ଏବଂ ଆଉ ଜଣେ ପିଲା ମଧ୍ୟ ତାଙ୍କ ସହ ରହିଛି ଏମାନେ କଣ କରିଛନ୍ତି ନା ଯେମିତି ଶବ ନେଇ ଯାଆନ୍ତି ସେମିତି ଉଠେଇକି ଟେକି ଟେକି ନେଇ ପାରାଦୀପ ରେ ଅନେକ ସ୍ଥାନ ବୁଲାଇ ଥିଲେ। ଆଉ ତାଙ୍କ ମୁହଁରେ ହଳଦୀ ପକାଇ ନେଇ ତାଙ୍କୁ ଏଭଳି ବୁଲାଇ ଥିଲେ।
Hh
ଆଉ ଖୁବ୍ ଖରାପ୍ ଭାଷାରେ ମଧ୍ୟ ତାଙ୍କୁ ଗାଳି ଗୁଲଜ କରୁଥିଲେ। ମିଳିଥିବା ସୁଚନା ଅନୁସାରେ ଦୁଇ ଯୁବକ ଦୁଇ ଦୁଇଟି ସଂସ୍ଥାରେ କାମ କରି ଚଖମା ଦେଇ ଆସୁଥିଲେ। ସେନେଇ ଜଣା ପଡ଼ିବା ପରେ ଦୁଇଜଣ ଯୁବକ ଏଭଳି କାଣ୍ଡ କରିଛନ୍ତି। ତଦନ୍ତ ପରେ ଜାଣିବାକୁ ମିଳିଥିଲା କି ଏହି ଦୁଇଜଣ ଯୁବକ ଦୁଇ ଦୁଇଟି ଜାଗା ରେ କାମ କରୁଥିଲେ ବୋଲି। ଏକଥା ସାମ୍ନା କୁ ଆସିବା ପରେ ଏଭଳି ଉନ୍ମକ୍ତ କାଣ୍ଡ ଘଟାଇ ଥିବା କୁହା ଯାଉଛି।
ଏନେଇ କୀର୍ତ୍ତଙ୍କ ପତ୍ନୀ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ। ଅଭିଯୋଗ କରିବାର ୭୨ ଘଣ୍ଟା ହୋଇ ଯାଇଥିବା ବେଳେ ତାଙ୍କର ଅଭିଯୋଗ ଏବେ ପର୍ଯ୍ୟନ୍ତ ପଞ୍ଜିକରଣ ହୋଇ ପାରି ନାହିଁ। କଣ ପାଇଁ ଓ କାହିଁକି ପୋଲିସ ତାଙ୍କର କଥା ଶୁଣୁନି ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.