ମୋଦୀ ଆଜି ପଠେଇଲେ ପଇସା..ଦେଖନ୍ତୁ କେତେ ଟଙ୍କା ଆଉ କିଏ ପାଇବେ
Oct 5, 2024, 14:05 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ସରକାରଙ୍କ ଦ୍ଵାରା ଆସୁଥିବା ଅନେକ ଯୋଜନା ବିଷୟରେ ମଧ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅର୍ଥାତ୍ ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଣିଛନ୍ତି କିଛି ଏଭଳି ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଆଣିଛନ୍ତି ନୂଆ ଯୋଜନା ଆଉ ଏହି ଯୋଜନା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

ମୋଦୀ ଆଣିଛନ୍ତି ନୂଆ ଯୋଜନା ଆଉ ଏହି ନୂଆ ଯୋଜନାରେ ମିଳିବ ୫ ହଜାର ଟଙ୍କା । ଏହି ନୂଆ ଯୋଜନାରେ ପ୍ରତି ମାସରେ ମିଳିବ ପାଞ୍ଚ ହଜାର ଟଙ୍କା । ଏହାସହ ବର୍ଷକୁ ଥରେ ଦେବେ ୬ ହଜାର ଟଙ୍କା । ଏହି ଯୋଜନାରେ କେଉଁମାନେ ଏହାର ଲାଭ ପାଇବେ ଆଉ ଏଭଳି ଅନେକ ବିଷୟରେ ଆପଣମାନେ ଜାଣିପାରିବେ । କେଉଁ କେଉଁ ରାଜ୍ୟରେ ଏହି ଯୋଜନା ମିଳିବ ଆଉ ଆମ ଓଡ଼ିଶାରେ ଏହି ଯୋଜନା ମିଳିବ ନା ନାହିଁ ଏନେଇ ଅନେକ ପ୍ରଶ୍ନ ଆସୁଥିବା ବେଳେ ଏହାକୁ ନେଇ ଏବେ ଉତ୍ତର ଆସିଛି । ଆମ ଓଡ଼ିଶାରେ ଏହି ଯୋଜନା ମିଳିବ ବୋଲି ସୂଚନା ମିଳିଛି ।

ଏହି ଯୋଜନାର ନାମ ହେଉଛି PM INTERNSHIP । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣନ୍ତୁ ଏହି ଯୋଜନା କିଭଳି ଆବେଦନ କରିବେ । ସର୍ବପ୍ରଥମେ ଆପଣଙ୍କୁ ୱେବସାଇଟକୁ ଯିବାକୁ ପଡିବ । ସର୍ବପ୍ରଥମେ pmintership.mca.gov.in କୁ ଯାଆନ୍ତୁ । ଏହାପରେ ଦ୍ଵିତୀୟରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ବିଭାଗକୁ ଯାଆନ୍ତୁ । ଏହାପରେ PM Internship ର ଅପ୍ସନ୍ କ୍ଲିକ୍ କରନ୍ତୁ । ତାପରେ ଆପଣଙ୍କର ବିବରଣୀ ପୂରଣ କରି ପଞ୍ଜିକରଣ କରନ୍ତୁ ।
ଏହାପରେ ପଞ୍ଜିକରଣ ପରେ ଏକ କନଫରମେସନ ପାଇବେ ଆଉ ତାପରେ ଆପଣମାନେ ଜାଣିପାରିବେ କି ଆପଣମାନେ ଏହି ଯୋଜନାରେ ପଞ୍ଜିକରଣ କରିଲେ । ଶେଷରେ ଆପଣ ଆପଣଙ୍କର ସିଲେକ୍ସନ୍ ଷ୍ଟାଟସ୍ ଜାଣିପାରିବେ । ଆପଣ ଏହି ଯୋଜନାର ହକଦାର ବା ଆପଣ ଏହି ଯୋଜନା ପାଇପାରିବେ ନାହିଁ ଏହା ଜାଣିପାରିବେ । ଏହି ଯୋଜନାରେ କେବଳ ଯୁବକମାନେ ଆବେଦନ କରିପାରିବେ । ଯେଉଁ ଯୁବକମାନେ ଆବେଦନ କରିବେ ସେମାନଙ୍କର ବାପା ମାଆଙ୍କ ଆୟ ୮ ଲକ୍ଷ ରୁ କମ୍ ହୋଇଥିବ । ୨୧ ରୁ ୨୪ ବର୍ଷର ଯୁବକମାନେ ଏହି ଯୋଜନା ଆବେଦନ କରିପାରିବେ । ଯେଉଁମାନେ ଡିପ୍ଲୋମା ଏବଂ ଆଇଟିଆଇ କରିଥିବେ ସେମାନେ ଆବେଦନ କରିପାରିବେ ।