Movie prime

ସମୁଦ୍ର କୂଳରେ ମୋଦୀ କରିବେ ୪୮ ଘଣ୍ଟା ଧ୍ୟାନ ଦେଖନ୍ତୁ କେମିତି ରହିଛି ସେଠାକାର ସ୍ଥିତି

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ ।
Hh
ସମୁଦ୍ର କୂଳକୁ କେହି ଯାଆନ୍ତୁ ନାହିଁ ବୋଲି ଏବେ ଆସିଛି ଖବର । ସେଠାରେ ଟିକିଏ ହଲଚଲ ହେଲେ ଗୁଳି ଫୁଟିବ ବୋଲି ଜଣାପଡିଛି । ଚାରିପଟେ ଘେରି ରହିଲେଣି ପୋଲିସ । ୨ ହଜାର ପୋଲିସ ଚାରିପଟେ ଘେରି ରହିଛନ୍ତି । 
ଏବେ ଖବର ଆସିଛି କି ୪୮ ଘଣ୍ଟା ମୋଦୀ ଧ୍ୟାନ କରିବେ । କଡା ସୁରକ୍ଷାରେ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମୁଦ୍ର କୂଳରେ କିଛି ବି ଘଟିଲେ ସଙ୍ଗେ ସଙ୍ଗେ ସେଠାରେ ଗୁଳି ଫୁଟିବ । ଦୁଇ ହଜାର ପୋଲିସ ଏବେ ସେହି ସ୍ଥାନରେ କଡା ସୁରକ୍ଷା ଦେଇଛନ୍ତି ।
ଯିଏ ଯାହା କରିବ ସବୁ ଉପରେ ରହିବ ନଜର । ସେଠାକୁ କାହାକୁ ଯିବାକୁ ମନା କରାଯାଇଛି। ଜଣ ଜଣଙ୍କ ଉପରେ ନଜର ରଖିବେ ଏହି ପୋଲିସ । ମୋଦୀ ୪୮ ଘଣ୍ଟା ପାଇଁ ଧ୍ୟାନରେ ରହିବେ । ପ୍ରାଇଭେଟ୍ ଡଙ୍ଗା ଗୁଡିକୁ ସେଠାକୁ ନେବା ପାଇଁ ମଧ୍ୟ ମନା କରାଯାଇଛି ।
Bb
ଆଉ ଏହି ସ୍ଥାନକୁ କେହି ଯିବେନି ବୋଲି ନିଷେଧ କରାଯାଇଛି । କାରଣ କନ୍ୟାକୁମାରୀକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ଠାରୁ ନିର୍ବାଚନ ପ୍ରଚାର ସରୁଛି । ଆଉ ଜୁନ୍ ୧ ତାରିଖ ହେଉଛି ଭୋଟ ଦେବାର ଶେଷ ପର୍ଯ୍ୟାୟ । ଆଜି ଠାରୁ କେହି ଆଉ ପ୍ରଚାର ପ୍ରସାର କରିପାରିବେ ନାହିଁ ।
ଆଜିଠାରୁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାମିଲନାଡୁ ସ୍ଥିତ କନ୍ୟାକୁମାରୀ ବିବେକାନନ୍ଦ ମେମୋରିଆଲରେ ଦୀର୍ଘ ୪୮ ଘଣ୍ଟା ଧରି ଧ୍ୟାନ କରିବେ ନରେନ୍ଦ୍ର ମୋଦୀ । ନରେନ୍ଦ୍ର ମୋଦୀ ପ୍ରଥମେ ଥିରୁଅନ୍ତପୁରମରେ ପହଞ୍ଚିବେ ।
ସେଠାରୁ ସେ ଏମଆଇ ୧୭ ହେଲିକେପ୍ଟରରେ କନ୍ୟାକୁମାରୀ ଯିବେ । ସେଠାରେ ସେ ୪.୩୫ ସମୟରେ ପହଞ୍ଚିବେ । ଆଉ ସେଠାରେ ସେ ଧ୍ୟାନରେ ବସିବେ । ସୂର୍ଯ୍ୟାସ୍ତ ପରେ ସେ ଧ୍ୟାନରେ ବସିବେ । ଏହାପରେ ସେ ଜୁନ ୧ ତାରିଖ ୩ ଟା ସମୟରେ କନ୍ୟାକୁମାରୀରୁ ଫେରିବେ । ୨ ହଜାର ପୋଲିସ ତାଙ୍କୁ ସୁରକ୍ଷା ଦେବେ ।
ତାଙ୍କ ଉପରେ ବିଭିନ୍ନ ସୁରକ୍ଷା ଏଜେନ୍ସି ନଜର ରଖିବେ । ଆଜିଠାରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ସେଠାରେ କଡା ସୁରକ୍ଷା ଦିଆଯିବ । ଆଉ ପର୍ଯ୍ୟଟକମାନଙ୍କୁ ସେଠାକୁ ଯିବାକୁ ମନା କରାଯାଇଛି । ଏହା ପୂର୍ବରୁ ନିର୍ବାଚନ ସମୟରେ ସେ ଧ୍ୟାନ କରିଛନ୍ତି ବୋଲି ପ୍ରମାଣ ମିଳିଛି ।