Movie prime

୩୫୦୦୦ ସରକାରୀ ଚାକିରୀ ଦେବେ ମୋହନ ସରକାର ଦେଖନ୍ତୁ ଆସିଲା ବଡ଼ ଅପଡେଟ

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Vv
ବନ୍ଧୁଗଣ ଆସିଲା ଖୁସି ଖବର ଯୁବକ ଯୁବତୀ ମାନଙ୍କୁ ୩୫,୦୦୦ ଚାକିରୀ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏବେ ରାଜ୍ୟରୁ ଦୂର ହେବ ବେକାରୀ ସମସ୍ୟା। ରାଜ୍ୟ ସରକାର ଖୁବଶୀଘ୍ର ଦେବାକୁ ଯାଉଛି ପ୍ରାୟ ୩୫ ହଜାର ନିଯୁକ୍ତି। ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶୃତି ପୂରଣ ହେବ। ଆସନ୍ତା ମାସରେ ମୋହନ ସରକାର କରିବେ ନିଯୁକ୍ତି ମେଳା। ଆସନ୍ତା ମାସରେ ନିଯୁକ୍ତି ମେଳା କରି ନିଯୁକ୍ତି ପତ୍ର ବଣ୍ଟନ କରାଯିବ ବୋଲି ନିଷ୍ପତି ନିଆଯାଇଛି। 
Bb
ଖାଲି ପଡ଼ିଥିବା ପଦବୀକୁ ଦେଖି ବିଜ୍ଞାପନ ପ୍ରକାଶ ପାଇବ। ଆସନ୍ତା ମାସରେ ୨୨ ହଜାର ନିଯୁକ୍ତି ପତ୍ର ବଣ୍ଟନ କରାଯିବ। ଖାଲି ପଡ଼ିଥିବା ପ୍ରାୟ ୧ ଲକ୍ଷ ୩୨ ହଜାର ୪୬୯ ପଦବୀ ପୂରଣ କରାଯିବ ବୋଲି ଜଣାପଡିଛି। ରାଜ୍ୟରେ ୩ ଲକ୍ଷ ୯୯ ହଜାର ୬୬୬ଟି ମଞ୍ଜୁରୀ ପ୍ରାପ୍ତ ପଦବୀ ମଧ୍ୟରୁ ଖାଲି ପଡ଼ିଥିବା ୧ ଲକ୍ଷ ୩୨ ହଜାର ୪୬୯ ପଦବୀ ସରକାର ପୂରଣ କରିବାକୁ ନିଷ୍ପତି ନେଇଛନ୍ତି। 
କ୍ଷମତା ପ୍ରାପ୍ତ କମିଟି ୯୨ ହଜାର ୨୦୩ଟି ପଦବୀକୁ ମଞ୍ଜୁର କରିଛନ୍ତି। ୭୮ ହଜାର ୯୧୯ଟି ପଦବୀ ପୂରଣ କରିବା ପାଇଁ ପଦେକ୍ଷପ ନେଇ ପରୀକ୍ଷା କରିବାକୁ ବିଭିନ୍ନ ବିଭାଗ ଓ ସଂସ୍ଥାକୁ ଦିଆଯାଇଛି ନିର୍ଦ୍ଦେଶ। ଖାଲି ପଡ଼ିଥିବା ପଦବୀ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ପୂରଣ କରିବାକୁ ସରକାର କରିଛନ୍ତି। ତେବେ ସରକାରୀ ନିଯୁକ୍ତି ସମ୍ପର୍କରେ ଡିସେମ୍ବର ସୁଧା ବିଜ୍ଞାପନ ପ୍ରକାଶ କରିବାକୁ ମଧ୍ୟ କୁହାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.