Movie prime

ବିରୋଧୀ ଦଳ ଆଟାକ ସମ୍ପର୍କରେ ମୁଁହ ଖୋଲିଲେ ମୋହନ ମାଝୀ ଦେଖନ୍ତୁ କଣ କହିଲେ

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ କଣ ସବୁ କହିଛନ୍ତି ତାହା ଆପଣମାନେ ଜାଣିପାରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଅର୍ଥାତ୍ ନିଜ ଜନ୍ମମାଟିକୁ ଆସିଛନ୍ତି । ଆଉ ସେଠାରେ ସେ ତାଙ୍କ କଥା କହୁଛନ୍ତି ।
Hh
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ତାଙ୍କ ଉପରେ ବିରୋଧୀ ଦଳ ଆଟାକ କରିଥିଲେ । ଆଉ ସେ ବୋମା ମାଡ଼ର ଶିକାର ବି ହୋଇ ପାରିଥାନ୍ତେ । କେନ୍ଦୁଝର ଜିଲ୍ଲାର ମଣ୍ଡୁଆ ଠାରେ ତାଙ୍କୁ ମାରିଦେବାକୁ ଆକ୍ରମଣ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସମ୍ଭାଷଣରେ କହିଛନ୍ତି । ତାଙ୍କ ଉପରେ ପ୍ରବଳ ରାଗ ରଖିଥିଲେ ବିରୋଧୀ ଦଳ । ତାଙ୍କୁ ସେମାନେ ଭୟଭୀତ କରି ଏଭଳି କାମ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସେ ଅନେକ କଥା ମଧ୍ୟ କହିଛନ୍ତି । 
Gg
ସେ କହିଛନ୍ତି ବିଜେଡି ସରକାରକୁ ସେ କାଠଗଡ଼ାରେ ଛିଡ଼ା କରି ଦେଇଥିଲେ । ଲୋକମାନଙ୍କ ଆର୍ଶୀବାଦ ତାଙ୍କ ଉପରେ ଥିବାରୁ ସେ ବଞ୍ଚି ଯାଇଛନ୍ତି । ବିଜେଡି ଦଳ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ନବୀନ ସରକାର ତାଙ୍କୁ କାହିଁକି ମାରିଦେବାକୁ ଚେଷ୍ଟା କରୁଥିଲା । ମୁଖ୍ୟମନ୍ତ୍ରୀ ଏହି ବିଷୟରେ ସବୁ କଥା ଖୋଲି ଦେଇ କହି ଦେଇଛନ୍ତି କେନ୍ଦୁଝରବାସୀଙ୍କ ଆଗରେ । ସେ ବିଜେଡି ସରକାରଙ୍କ ଦୁର୍ନୀତି ବିରୋଧରେ ସ୍ବର ଉଠାଇବାରୁ ବିଜେଡି ସରକାର ତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ ।
ତାଙ୍କୁ ହ-ତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେ ବିଧାନସଭାରେ ବିଜେଡି ସରକାରକୁ କାଠଗଡ଼ାରେ ଛିଡ଼ା କରି ଦେଇଥିଲେ । ଆଉ ଏହାପରେ ବିଜେଡି ସରକାର ତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ । କେନ୍ଦୁଝରର ମଣ୍ଡୁଆ ଠାରେ ବୋମା ପକାଇ ତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ ଲୋକମାନଙ୍କ ଆର୍ଶୀବାଦ ପାଇଁ ସେ ବଞ୍ଚି ଯାଇଛନ୍ତି । ତାଙ୍କର କିଛି ହେବ ନାହିଁ ତାଙ୍କ ଉପରେ ସାଧାରଣ ଜନତାଙ୍କ ଆର୍ଶୀବାଦ ଅଛି । ସେ କେନ୍ଦୁଝର ସହରକୁ ସୁନା କରିବେ ବୋଲି ସମ୍ଭାଷଣରେ କହିଛନ୍ତି । ଏଭଳି ଅନେକ କଥା ସେ କହିଛନ୍ତି ।