Movie prime

ମୋନାଲିସା ମ-ରି ପଡ଼ିଛି ଭାଇ କୁଆଡ଼େ ଗଲା ?

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ଜାଣିଥିବେ ଯେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଛି।ବର୍ତ୍ତମାନ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଫ୍ୟାନ ରେ ଝୁଲୁଛି କନିଷ୍ଠ ଯନ୍ତ୍ରୀ ଙ୍କ ମୃ-ତ-ଦେ-ହ। ଘର ମାଲିକ ଦେଇଛନ୍ତି ଚାଞ୍ଚଲ୍ୟ ବୟାନ। 
Hh
ଭାଇ ଭଉଣୀ କାହାଣୀ ପଛ ରେ ସତ କଣ? ଯଦି ଭାଇ ତାହେଲେ ଭଉଣୀ ର ମୃ-ତ-ଦେ-ହ ଛାଡି କେଉଁଆଡେ ଫେରାର ହୋଇଯାଇଛନ୍ତି?ସନ୍ଦେହ ଜନକ ମୃ-ତ୍ୟୁ ପଛ ରେ ପ୍ରେମ ସମ୍ପର୍କ ରହିଛି କି?ଏହିଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।କନିଷ୍ଠ ଯନ୍ତ୍ରୀ ମୋନାଲିସା ଙ୍କ ସନ୍ଦେହ ଜନକ ମୃ-ତ୍ୟୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଥିବା ମୋନାଲିସା ଅବିବାହିତ ଥିଲେ।
Bb
ତାଙ୍କ ମୃ-ତ୍ୟୁ ପଛର ପ୍ରକୃତ କାରଣ କଣ ତାହା କେହି ଜାଣି ନାହାଁନ୍ତି।ବର୍ତମାନ ମୋନାଲିସା ଯେଉଁଠି ଭଡା ରେ ରହୁଥିଲେ ସେହି ଘରର ମାଲିକ କହିଛନ୍ତି ଯେ ଯେତେବେଳେ ଘର ଭଡା ନେଲେ ସେବେଠାରୁ ପ୍ରିୟ ରଂଜନ ନାମକ ଜଣେ ଯୁବକ ଭାଇ ର ପରିଚୟ ଦେଇ ମୋନାଲିସା ଙ୍କ ପାଖରେ ରହୁଥିଲେ। ଘର ମାଲିକ ତାଙ୍କ କଥାକୁ ବିଶ୍ୱାସ କରି ନେଇଥିଲେ।ଶନିବାର ଦିନ ହଠାତ୍ ଯୁବକ ଜଣଙ୍କ ପହଞ୍ଚି ଥିଲେ। କିନ୍ତୁ ଭିତର ପଟୁ କବାଟ ଦେଇଥିବା ଦେଖି ସନ୍ଦେହ ହେବାପରେ ଝରକା ପଟେ ଦେଖିଲା ବେଳକୁ ଫ୍ୟାନ ରେ ଝୁଲୁଥିଲା କନିଷ୍ଠ ଯନ୍ତ୍ରୀ ମୋନାଲିସା ଙ୍କ ମୃ-ତ-ଦେ-ହ।
କିନ୍ତୁ ଭାଇ ବୋଲି ଯେଉଁ ବ୍ୟକ୍ତି ପରିଚୟ ଦେଇଥିଲେ ସେ କେଉଁଆଡ଼େ ଗାୟବ ହୋଇଗଲେ।ମୋନାଲିସା ମାନସିକ ଚାପ ରେ ଥିଲେ ବୋଲି ଆଲୋଚନା କରାଯାଉଛି।ଏହି ଖବର ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ଏହା ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଆଲୋଚନା କରିବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.