Movie prime

ମୋର ୫ ଥର ଛୁଆ ନଷ୍ଟକରି ଆଜି ପୁଣିଥରେ ୫ ମାସର ଗର୍ଭବତି କରେଇଛି

 
Vf
ଆଜିକାଲି ଦୁନିଆରେ ଏଭଳି ଅନେକ କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଅନେକ ଯୁବକ ଅଛନ୍ତି ଯେଉଁମାନେ ପ୍ରେମ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଶା-ରି-ରୀ-କ ସମ୍ପର୍କ ରଖୁଛନ୍ତି ଆଉ ଶା-ରି-ରୀ-କ ସମ୍ପର୍କ ରଖିବା ପରେ ତାଙ୍କୁ ଗର୍ଭବତୀ କରାଇ ଛାଡି ଚାଲି ଯାଉଛନ୍ତି । ଏବେ ଏହି ଖବର ଆପଣମାନେ ସମ୍ପୂର୍ଣ୍ଣ ଭାବରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଜଣେ ଅବିବାହିତା ଝିଅ ଥାନାକୁ ଦୌଡ଼ି ଆସିଛି ଆଉ ତାର ପେଟରେ ୫ ମାସର ଛୁଆ ରହିଛି । 
Gg
ଘରର ଅବିବାହିତ ଝିଅ ଘରେ ରହିବା କଥା କିନ୍ତୁ ଏହି ଝିଅ ଏବେ ଏଭଳି କାମ କରିଛି । ଅବିବାହିତ ହୋଇ ପ୍ରେମ ସମ୍ପର୍କରୁ ଏବେ ଗର୍ଭବତୀ ଅଛି ଝିଅ ଜଣକ । ଏହି ଝିଅ ତାଙ୍କ ପାଖ ଗାଁର ଜଣେ ପୁଅକୁ ଭଲ ପାଉଥିଲେ । ଆଉ ପ୍ରେମ କରି ତାଙ୍କ ସହ ଶା-ରୀ-ରି-କ ସମ୍ପର୍କ ରଖିଥିଲେ । ଏବେ ଏହି ଯୁବତୀ ଜଣକ ୫ ମାସର ଗର୍ଭବତୀ ଅଛନ୍ତି । ଏବେ ଏହି ଯୁବତୀ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏବେ ଏହି ଯୁବତୀ ଜଣକ ଅଭିଯୋଗ ପତ୍ର ଧରିଛନ୍ତି । 
Vv
ଆଉ ସେ ଅଭିଯୋଗ କରିବାକୁ ଥାନାକୁ ଦୌଡ଼ି ଆସିଛନ୍ତି । ରାଜକନିକା ଥାନା ଗଞ୍ଜା ଗାଁର ଜଣେ ଯୁବକ ହେଉଛନ୍ତି ପ୍ରଭାତ ସେନାପତି, ଯିଏ କି ଏହି ଯୁବତୀଙ୍କ ଅସହାୟତାର ସୁଯୋଗ ନେଇ ଯୁବତୀଙ୍କ ସହିତ ଏଭଳି କିଛି କରିଥିଲେ । ଏହି ଯୁବତୀ ଜଣକ ଟଙ୍କା ରୋଜଗାର କରିବା ପାଇଁ ୨୦୧୧ ମସିହାରେ ଘରୁ ବାହାରକୁ ଯାଇଥିଲେ । ଏହି ଯୁବକ ଜଣକ ଯୁବତୀଙ୍କୁ ଚାକିରୀ ଦେବା କହି ଏଭଳି କାମ କରିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଅନେକ ଥର ଯୁବକ ଜଣକ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । 
ଆଉ ଯେତେବେଳେ ଏହି ଯୁବକ ଜଣକ ଜାଣୁଥିଲେ ଯୁବତୀ ଜଣକ ଗର୍ଭବତୀ ଅଛନ୍ତି ସେତେବେଳେ ସେ ଗର୍ଭ ନଷ୍ଟ କରିବାକୁ କହୁଥିଲେ ଆଉ ଯୁବତୀ ଜଣକ ମନା କରିବା ସତ୍ତ୍ୱେ ମଧ୍ୟ ଯୁବକ ଜଣକ ତାଙ୍କର ଗର୍ଭ ନଷ୍ଟ କରି ଦିଅନ୍ତି । ଏବେ ଏହି ଯୁବତୀ ଜଣକ ପୁଣି ୫ ମାସର ଗର୍ଭବତୀ ଅଛନ୍ତି । ଆଉ ଏହି ଯୁବକ ଜଣକ ଯୁବତୀଙ୍କୁ ଗର୍ଭ ନଷ୍ଟ କରିବାକୁ ଧମକ ଦେଉଛନ୍ତି । ଏହି ଯୁବତୀ ଜଣକ ପୂର୍ବରୁ ଥରେ ନୁହେଁ ପାଞ୍ଚ ପାଞ୍ଚ ଥର ଗର୍ଭ ନଷ୍ଟ କରି ସାରିଲେଣି । ଏହି ଯୁବତୀ ଜଣଙ୍କ ନାମ ହେଉଛି ରିତାରାଣୀ ନାଏକ । ଏବେ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି ରିତାରାଣୀ । ଆଉ ଏବେ ଏହି ଅଭିଯୋଗ ଭିତ୍ତି କରି ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦେଖିବାକୁ ବାକି ରହିଲା ଏହି ଯୁବତୀ ଜଣଙ୍କୁ କେବେ ନ୍ୟାୟ ମିଳୁଛି ଆଉ ଦୋଷୀକୁ ଦଣ୍ଡ ମିଳୁଛି ।

Around The Web