Movie prime

ମୋତେ ଦୁ-ଷ୍କ-ର୍ମ କଲା ଆଉ ତାପରେ ମୋର ଉ-ଲ-ଗ୍ନ ଭିଡିଓ ଦେଖାଇ ମୋ ଝିଆରୀକୁ କଲା

 
Bb
ଜଣେ ଯୁବତୀ ଏବେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।ସେ କହିଥିଲେ କି ୮ ମାସ ଧରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖା ଯାଉଥିଲା। ଆଉ ଏହା କେହି ନୁହେଁ ତାଙ୍କର ପ୍ରେମିକ ହିଁ ତାଙ୍କ ସହ ଶାରୀରିକ ସଂପର୍କ ରଖି ଥିଲା। ଆଉ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ସବୁ ଫଟୋ ଓ ଭିଡିଓ ମଧ୍ୟ ନିଜ ଫୋନ ରେ ରଖିଥିଲା। ଯେତେବେଳେ ଇଛା ଯୁବତୀକୁ ହୋଟେଲ ନେଇ ଯାଉଥିଲା।
Bh
ପରେ ଯେତେବେଳେ ବାହାଘର ଯାଏଁ କଥା ଯାଇଥିଲା ସେତେବେଳେ ବାହା ହେବାକୁ କହିବାରୁ ସିଧା ମନା କରି ଦେଉଥିଲେ। ସେତିକି ରେ ମନ ଶାନ୍ତି ହେଲା ନାହିଁ ଯେ ପ୍ରେମିକର ସାନ ଭାଇ ମଧ୍ୟ ଯୁବତୀଙ୍କ ଝିଆରୀ ସହ ଦୁ-ଷ୍କ-ର୍ମ କରି ଦେଇଥିଲା। ଯୁବତୀ ଜଣକ ପାଞ୍ଚ ବର୍ଷ ଧରି ଗୋଟେ ପୁଅକୁ ଭଲପାଇ ଆସୁଥିଲେ। ଅନେକ ଥର ତାଙ୍କର ପ୍ରେମିକ ତାଙ୍କୁ ହୋଟେଲ ମଧ୍ୟ ନେଇ ଯାଇଥିଲା। ହେଲେ ଏବେ ବିବାହ କଥା ଉଠିବା ପରେ ପ୍ରେମିକ ସିଧା ମୁହଁ ମୋଡ଼ି ଦେଇଛି।
Hg
 ସେହି ନୃଶଂସ ପ୍ରେମିକ ଜଣକ ହେଉଛି ସୁଜିତ୍। ଯିଏକି ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲା।ହେଲେ ଆଜି ତାଙ୍କୁ ଧୋକା ଦେଇ ଦେଇଛି। ଆଉ ପୂର୍ବରୁ ରଖିଥିବା ଅନ୍ତରଙ୍ଗ ଭିଡିଓ ଦେଖାଇ ପ୍ରେମିକା କୁ ବ୍ଲାକମେଲ କରିବା ଆରମ୍ଭ କରି ଆସୁଥିଲା। ତାହାକୁ ନେଇ ଝିଅ ଥାନାରେ ପ୍ରେମିକ ନାମରେ ମଧ୍ୟ ଏତଲା ଦେଇଥିଲା। ନ୍ୟାୟ ଦରକାର୍ ବୋଲି କହି ପୋଲିସ କୁ ଗୁହାରି ମଧ୍ୟ କରିଥିଲା। 
ତା ଭିତରେ ପ୍ରେମିକର ସାନ ଭାଇ ରାଜକିଶୋର ପ୍ରେମିକା ର ଝିଆରୀ କୁ ଉଠାଇ ନେଇ ଯାଇଥିଲା।ଆଉ ତାକୁ ମଧ୍ୟ ଦୁ-ଷ୍କ-ର୍ମ କରି ଦେଇଥିଲା। ଆଉ ଏହାକୁ କିଛି କହିଲେ ନିଜ ବଡ଼ ଭାଇ ନିକଟରେ ଥିବା ସବୁ ଭିଡିଓ କୁ ଭାଇରାଲ୍ କରି ଦେବା ନେଇ ମଧ୍ୟ ଧମକ ଦେଇଥିଲା। ହେଲେ ଏହି ଦୁଇଜଣ ଯୁବତୀ ସାହାସ ଦେଖାଇ ପରିବାର ଲୋକଙ୍କୁ ଏକଥା ଜଣାଇ ଯାଇ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଏବେ ଏହି ଦୁଇଜଣ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରି ଦେଇଛି।

Around The Web