Movie prime

ମାଉସୀକୁ ମାଡ଼ିବସି ଦୁ-ଷ୍କ-ର୍ମ କଲାବେଳେ ପୁଅକୁ ହାଣିଦେଲା ମାଆ ଆଉ ତାପରେ

 
Hhh
ଆଜିକାଲି ସମାଜରେ ଏଭଳି ବି ଲୋକ ଅଛନ୍ତି ଯେଉଁମାନେ ନିଜ ଦେହର ଭୋକ ମେଣ୍ଟେଇବା ପାଇଁ ନିଜ ଲୋକଙ୍କ ଉପରେ ବି ଖରାପ ନଜର ପକାଇ ଦେଉଛନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଜଣେ ମାଆ ୧୦ ମାସ ୧୦ ଦିନ ଗର୍ଭରେ ଧରି ତାର ଛୁଆକୁ ଜନ୍ମ ଦେଇଥାଏ ଆଉ ତାକୁ ବଡ କରିଥାଏ । ଏବେ ସେହି ମାଆ ତାର ଛୁଆକୁ ଖଣ୍ଡ ଖଣ୍ଡ କରି ହାଣି ଦେଇଛି । ସମ୍ପର୍କୀୟଙ୍କ ସହ ମିଶି ୫୭ ବର୍ଷୀୟ ମାଆ ୩୭ ବର୍ଷୀୟ ପୁଅକୁ ମାରି ଦେଇଛି । ଏହି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ ।
Gg
ମାଆ ଜଣକ ପୁଅକୁ ମାରିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମାଆ ଜଣକ ନିଜ ଜନ୍ମ କରିଥିବା ପୁଅକୁ ମାରିବାର କାରଣ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ । ପୁଅ ଶ୍ୟାମପ୍ରସାଦ ଜଣେ କ୍ଲିନର ଥିଲେ । ପୁଅ ଏଭଳି କିଛି କାମ କରୁଥିଲା ଯେଉଁଥିପାଇଁ ତାର ମାଆ ସବୁବେଳେ ଲୋକଙ୍କ ଠାରୁ ଅନେକ କଥା ଶୁଣିଥାଏ । ପ୍ରଥମେ ପ୍ରଥମେ ପୁଅକୁ ଅନେକ ବୁଝାଇଥିଲେ ତାର ମାଆ କିନ୍ତୁ ପୁଅ ବୁଝିବାକୁ ନାରାଜ ଥିଲା ।
Hh
ଦିନେ ପୁଅ ତାର ସବୁ ସୀମା ଭୁଲି ଯାଇଥିଲା ଆଉ ଏଭଳି କାମ କରିଥିଲା । ହାଇଦ୍ରାବାଦରେ ଥିବା ମାଉସୀ ଘରକୁ ବୁଲିବାକୁ ଯାଇଥିଲେ ଶ୍ୟାମ । ଆଉ ସେଠାକୁ ଯାଇ ମାଉସୀ ସହ ଶା-ରୀ-ରି-କ ସଂପର୍କ ରଖିବାକୁ ମାଉସୀକୁ ବାଧ୍ୟ କରୁଥିଲେ । କିନ୍ତୁ ମାଉସୀ ତାହା କରିବାକୁ ବାରଣ କରୁଥିଲା । ଶ୍ୟାମ ଜୋର୍ ଜବରଦସ୍ତ ମାଉସୀ ସହ ଦୁ-ଷ୍କ-ର୍ମ କରିଦେଲା । ଏହି ବିଷୟରେ ମାଉସୀ ଜଣକ କଲ୍ କରି ତାର ଭଉଣୀକୁ ସବୁ କଥା କହିଥିଲା । ଆଉ ଏହି ଶ୍ୟାମ ଏଭଳି ଖରାପ କାମ କରୁଥିଲା ।
କେବଳ ମାଉସୀ ସହ ନୁହେଁ ବରଂ ପିଉସୀ ଏବଂ ଅନେକ ସମ୍ପର୍କୀୟଙ୍କ ସହ ଦୁ-ଷ୍କ-ର୍ମ କରିଛି ଶ୍ୟାମ । ମାଆ ଏହିସବୁ କଥା ଜାଣିବା ପରେ ପୁଅ ଶ୍ୟାମକୁ ବୁଝାଇଥିଲେ । କିନ୍ତୁ ଶ୍ୟାମ କିଛି ଜାଣି ପାରିନଥିଲେ । ଆଉ ବୁଝିବାକୁ ନାରାଜ ଥିଲେ । ମାଉସୀ କଥା ଶୁଣି ଶେଷରେ ମାଆ ଏଭଳି କାମ କରିଥିଲା । ମାଆ ଜଣକ ଏକ ଧାରୁଆ ଅସ୍ତ୍ରରେ ଶ୍ୟାମ ପ୍ରସାଦକୁ ହାଣି ଟିକ ଟିକ କରି ଏକ ବସ୍ତାରେ ପୁରାଇ କେନାଲକୁ ଫିଙ୍ଗି ଦେଇଥିଲା । ଏହାପରେ ପୋଲିସ ଏହି ଘଟଣାକୁ ତଦନ୍ତ କରି ମାଆକୁ ଗିରଫ କରିଛି । ଏହି ଘଟଣା ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି । ଏହିଭଳି ପୁଅ ସହ ମାଆ ଜଣକ ଯାହା କରିଲା ତାହା କଣ ଠିକ୍ କରିଲା କମେଣ୍ଟ କରି ଜଣାନ୍ତୁ ।

Around The Web