Movie prime

ମୁଁ ANM ଦିଦି ରାତି ଅଧରେ ଖେଳ କରୁଥିଲି ଆଜି ଧରା ପଡ଼ିଗଲି

 
Hh
ରାତି ଅଧରେ ଖେଳ କରୁଥିଲେ ANM ଦିଦି ଆଉ ତାଙ୍କୁ ଧରି ପକାଇଲେ ଲୋକେ। ଲୋକ ଜମା ହୋଇଛନ୍ତି ଆଉ ANM ଦିଦି ଙ୍କୁ ସେମାନେ ମଝିରେ ରଖିଛନ୍ତି। ପରେ ANM ଦିଦି କରିଥିବା ସବୁ ଖେଳ କୁ ସେ ନିଜେ ହିଁ ବଖାଣୁଛନ୍ତି। ଏହି ANM ଦିଦି ଜଣକ ନାମ ହେଉଛି ମମତା ଭୋଇ। ମମତା ଦିଦି ମଝିରେ ଠିଆ ହୋଇଥିବା ବେଳେ ତାଙ୍କୁ ଅନେକ ଲୋକମାନେ ମଧ୍ୟ ଘେରି ଠିଆ ହୋଇଛନ୍ତି। କାରଣ ସେ ଲୁଚି ଲୁଚି ରାତି ଅଧରେ ଯାହା କରୁଥିଲେ,
Gg
ତାହା ଏବେ ସମସ୍ତେ ଜାଣି ଦେଇଛନ୍ତି।ANM ଦିଦି ହୋଇ ଏଭଳି କିଛି କରିବେ ତାହା କେବେ କେହି ହେଲେ ମଧ୍ୟ ଭାବି ନଥିଲେ। ଏବେ ତାଙ୍କର ସବୁ ସତ ମଧ୍ୟ ପଦା ରେ ପଡ଼ିଗଲା। ଏହି ଦିଦି ଜଣକ ଲୋକଙ୍କୁ ଛୁଆ ବିକ୍ରୀ କରିବା ଓ ଛୁଆ କିଣିବା ରେ ସାହଯ୍ୟ କରୁଥିଲେ। ସେ ମଧ୍ୟସ୍ଥି ବନି ଥିଲେ ଯିଏକି ଛୁଆ ବିକ୍ରୀ କରୁଥିଲା ଆଉ ଯିଏ ଛୁଆ କିଣୁ ଥିଲା ସେମାନଙ୍କୁ ଏହି ଦିଦି ଜଣକ ମିଶାଉ ଥିଲେ ବୋଲି ଜଣା ପଡିଛି।
Hh
ଛୁଆ ବିକିବାରେ ଓ କିଣିବା ରେ ଏହି ANM ଦିଦି ଜଣକ ଖୁବ୍ ସାହଯ୍ୟ କରୁଥିଲେ। ଏବେ ଏହି ANM ଦିଦି କୁ ମଧ୍ୟ ପୋଲିସ୍ ଧରି ପକାଇଛି। ବଲାଙ୍ଗୀର ଜିଲ୍ଲାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ ମଧ୍ୟ କରାଯାଇଅଛି। ଏହି ଘଟଣା ସମ୍ପର୍କରେ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।
ଏବେ ମଧ୍ୟ ଏହି ପିଲା ଚୋରୀ ହେଉଥିବା ଘଟଣା କେହି ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି। ମାତ୍ର ଏଭଳି ଘଟଣା ଆଜି ମଧ୍ୟ ଘଟୁଛି ଯାହାର କି ଏବେ ଜଲ୍ୱନ୍ତ ଉଦାହରଣ ଆପଣଙ୍କ ଆଖି ସାମ୍ନାରେ ରହିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଏହା ଆପଣ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.