Movie prime

ମୁଁ କଲେଜ ଯାଉଥିଲି ସେ ଅରୁଣ ମୋ ଡ୍ରେସ ଖୋଲି ଛୁରୀ ଭୁସିଦେଲା

 
Yy
ଡାକ୍ତର ହେବା ପାଇଁ ମେଡିକାଲ କଲେଜରେ ପାଠ ପଢ଼ୁଥିଲା ଝିଅ। ଆଉ ସେହି ଝିଅକୁ ଭଲ ପାଉଥିଲା ଗାଁ ର ଜଣେ ଯୁବକ। ଝିଅ ସବୁବେଳେ ଘରୁ କଲେଜ କୁ ଆଉ କଲେଜ୍ ରୁ ଘରକୁ ଫେରୁଥିଲା। ଆଉ ପାଠ ପଢ଼ି କେମିତି ଗୋଟେ ଡାକ୍ତରାଣୀ ବନିଯିବ ଝିଅ ସବୁବେଳେ ଏନେଇ ସ୍ଵପ୍ନ ଦେଖୁଥିଲା। କିନ୍ତୁ ଦିନେ କଲେଜ ରେ ଯାଉ ଯାଉ ମଝି ରାସ୍ତାରେ ଝିଅର କଟା ମୁଣ୍ଡ ଗଡୁ ଥିଲା। ଏହି ଯୁବତୀ ଜଣକ ନାମ ହେଉଛି ରିଙ୍କି।
Gg
ଯିଏକି ନିଜର ବାପା ମାଆଙ୍କ ସ୍ଵପ୍ନ ସହିତ ନିଜର ସ୍ବପ୍ନ ପୁରଣ କରିବା ପାଇଁ ଡାକ୍ତରାଣୀ ବନିଥିଲା। ହେଲେ କଲେଜ୍ ଯିବା ରାସ୍ତାରେ ରେ ହିଁ ତାର ମୁଣ୍ଡ କିଏ କାଟି ଗଡ଼ାଇ ଦେଇଥିଲା। ତାର ସେହି ପ୍ରେମିକର ନାମ ଥିଲା ଅରୁଣ କୁମାର। ସିଏ ରିଙ୍କି କୁ ଏକତରଫା ପ୍ରେମ କରୁଥିଲା। ନିଜେ ମଦ ପିଇ ଜୁଆ ଖେଳି ରିଙ୍କିର ଚାକିରୀ ଟଙ୍କା ରେ ଆୟେସ ଆରାମ କରିବାର ସ୍ବପ୍ନ ମଧ୍ଯ ସେ ଦେଖୁଥିଲା। ହେଲେ ରିଙ୍କି ମେଡିକାଲ କଲେଜର ଜଣେ ଭଲ ଛାତ୍ରୀ ଥିଲା।
Gh
ବାପା ମାଆ ମଧ୍ୟ ରିଙ୍କି ର ପାଠ ପଢ଼ାକୁ ନେଇ ପାଣି ପରି ଟଙ୍କା ଖର୍ଚ୍ଚ କରି ଚାଲିଥିଲେ। ହେଲେ ସେହି ଅରୁଣ ର ଖରାପ ନଜର ରିଙ୍କି ଉପରେ ପଡି ଯାଇଥିଲା। ଏହାପରେ ମଝି ରାସ୍ତାରେ ରିଙ୍କି କୁ ଅଟକାଇ ତାକୁ ଭଲ ପାଉଛି ବୋଲି କହି ଦେଇଥିଲା। ହେଲେ ରିଙ୍କି କିନ୍ତୁ ଅରୁଣ କୁ ମୁହେଁ ମୁହେଁ ମନା କରି ଦେଇଥିଲା। ଏତିକି କଥାରେ ଅରୁଣ ପ୍ରତିଶୋଧ ନେବାକୁ ଚାହୁଁ ଥିଲା। ତାକୁ ମଝି ରାସ୍ତାରେ ସବୁବେଳେ ହଇରାଣ କରୁଥିଲା।
ହେଲେ ସେଦିନ ତାର ସବୁ ସୀମା ପାର କରି ଦେଇଥିଲା। ରିଙ୍କି ମଥାରେ ସିନ୍ଦୂର ଦେଇ ବାହା ହେବାକୁ ବାଧ୍ୟ କରିଥିଲା। ହେଲେ ରିଙ୍କି ଖସି ଆସିଥିଲେ। ତାଙ୍କ ପରିବାର ଗରିବ ହୋଇଥିବା ବେଳେ କିଛି କରି ପାରୁ ନଥିଲେ। ଏହି ଶୁକ୍ରବାର ଦିନ ଅରୁଣ ଏକ ଗାଡ଼ି ରିଙ୍କି ଉପରେ ଚଢାଇ ତାକୁ ଜୀବନରୁ ହିଁ ମାରି ଦେଇଥିଲା। ଆଉ ଏହି ଘଟଣା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.