Movie prime

ମୁଁ ଜଙ୍ଗଲ ଭିତରେ ଖେଳ କରୁଥିଲି ହଠାତ୍ ଆଜି ଧରା ପଡ଼ିଗଲି ଆଉ ତାପରେ

 
Gg
ଏବେ ସାମ୍ନାକୁ ଆସିଛି ଜଣେ ମ୍ୟାଡାମଙ୍କ ଖେଳ । ଜଙ୍ଗଲ ଭିତରେ ଖେଳ କରୁଥିଲେ ମ୍ୟାଡାମ ଆଉ ଲୁଚି ଲୁଚି ଏଭଳି ଖେଳ କରୁଥିଲେ । ଆଉ ଏବେ ସେ ଧରା ପଡ଼ି ଯାଇଛନ୍ତି । ଏହି ମ୍ୟାଡାମ ଜଣଙ୍କର ଗୋଟିଏ ଗୋଟିଏ ଖେଳ ଏବେ ଲୋକଙ୍କ ସାମ୍ନାକୁ ଆସିଛି । ଏହି ବିଷୟରେ ଯିଏ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି । ଲୋକଙ୍କ ସାମ୍ନାକୁ ଏବେ ଏହି ମ୍ୟାଡାମ ଜଣଙ୍କର କାରନାମା ସାମ୍ନାକୁ ଆସିଛି । ଏହି ମ୍ୟାଡାମ ଜଣକ ବନ ବିଭାଗର ପୋଷାକ ପିନ୍ଧି ଏଭଳି କାମ କରିଛନ୍ତି ।
Hh
ଏହି ମହିଳା ଜଣଙ୍କୁ ଆପଣମାନେ ଏହି ଭିଡିଓରେ ଦେଖିପାରିବେ । ଏହି ମହିଳା ଜଣକ ବନ ବିଭାଗର ପୋଷାକ ପରିଧାନ କରି ଜଙ୍ଗଲରେ ଖେଳ କରୁଥିଲେ । ଏହି ମହିଳା ଜଣକ ହେଉଛନ୍ତି କାଠ ମାଫିଆଙ୍କ ବନ୍ଧୁ । ଯିଏ ଜଙ୍ଗଲକୁ ଆସି ଗଛ ଚୋରାଇ ନେଉଛି ତାଙ୍କ ସହିତ ଭଲ ବନ୍ଧୁତା ଏହି ମ୍ୟାଡାମ ଜଣଙ୍କର । ଏହି ମ୍ୟାଡାମ ଜଣକ ଏଭଳି ସବୁ କାମ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଏହି ମ୍ୟାଡାମ ଜଣକ ଏହି କାଠ ମାଫିଆଙ୍କ ଠାରୁ ଟଙ୍କା ନେଇ ଗଛ କାଟିବାକୁ ଦେଉଥିଲେ ।
Hh
ଏହି ମ୍ୟାଡାମଙ୍କ ଫୋନ୍ ପେକୁ ଟଙ୍କା ଆସୁଥିଲା । ଲାଞ୍ଚ ନେଇ ଗଛ କାଟିବାକୁ ଦେଉଥିଲେ ଏହି ମ୍ୟାଡାମ ଜଣକ । ଏବେ ଏହି ମ୍ୟାଡାମ ଜଣକର କାମ ସାମ୍ନାକୁ ଆସିଛି । ଏହି ମ୍ୟାଡାମ ଜଣକ ଏବେ ଧରା ପଡିଛନ୍ତି । କେଉଁଝର ଜିଲ୍ଲା ଚମ୍ପୁଆ ଫରେଷ୍ଟର ଦାୟିତ୍ୱରେ ଥିବା ଏହି ମହିଳା ବନ ବିଭାଗର ମ୍ୟାଡାମ ଜଣକ ହେଉଛନ୍ତି ସୁନୀତା ବାଘେଲ । ଏହି ମ୍ୟାଡାମ ଜଣକ ଟଙ୍କା ଲାଞ୍ଚ ମାଗିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କର ଏକ କଲ୍ ରେକର୍ଡ଼ ଏବେ ସାମ୍ନାକୁ ଆସିଛି ।
ଆଉ ଏହାସହ ସେ ତାଙ୍କୁ ଟଙ୍କା ମାଗୁଥିବାର ଏକ କଲ୍ ସାମ୍ନାକୁ ଆସିଛି । ଏହି ମ୍ୟାଡାମ ଜଣକ ଅନେକ ଦିନ ହେବ ଏହିଭଳି କାମ କରୁଥିଲେ । ଆଉ ଏବେ ଏହି ମ୍ୟାଡାମ ଜଣଙ୍କର କାମ ସାମ୍ନାକୁ ଆସିଛି । ଆଉ ଏବେ ସୋସିଆଲ ମିଡିଆରେ ଏହି ମ୍ୟାଡାମ ଜଣକର ଟଙ୍କା ନେବା ଘଟଣା ସାମ୍ନାକୁ ଆସିଥିଲା । ଏହି ମ୍ୟାଡାମ ଜଣକ ଅନେକ ଟଙ୍କା ଏଭଳି ନେଇଛନ୍ତି ଆଉ ଗଛ ବିକ୍ରି କରିଛନ୍ତି । ଏବେ ଏହି ମ୍ୟାଡାମ ଜଣକ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

Around The Web