Movie prime

ମୁଁ ଜାଣିନଥିଲି ସେ ମ୍ୟାଡମ୍ ପୋଲିସ୍ ବୋଲି ସେଇଥି ପାଇଁ ଟାଣିଦେଲି ଆଉ ତାପରେ...

 
Gg
ମହିଳା ଥାନା ଅଧିକାରୀ ଙ୍କ ଦେହରେ ହାତ ମାରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା। ଏକାବେଳେ ଦୃର୍ବୁତ୍ତ ଆସିଥିଲେ ଆଉ ଦୃର୍ବୁତ୍ତ ଙ୍କୁ ରାସ୍ତା ଉପରୁ ଘୋଷାଡି ନେଇଥିଲେ। ଯାହାର ଭିଡିଓ ଦେଖି ଏବେ ଲୋକେ ଛାନିଆ ହୋଇ ଯାଇଛନ୍ତି। ରାତି ଅଧରେ ଜଣେ ଯୁବକଙ୍କୁ ଚାଲିଛି ନିର୍ଦ୍ଧୁମ ମାଡ଼। ଏହି ଯୁବକ ଜଣକ ମଧ୍ୟ କିଛି କମ୍ ନୁହେଁ ସେ ମହିଳା ଥାନା ଅଧିକାରୀ ଙ୍କ ଦେହରେ ହାତ ମାରିଥିଲା। ଭାବିଥିଲା ମ୍ୟାଡମ ତାଙ୍କୁ ସମ୍ପର୍ଥନ କରିବେ ବୋଲି।
Bv
ଆଉ ରାତି ଅଧରେ ମଝି ରାସ୍ତାରେ ତାର ଏଭଳି ଅବସ୍ଥା ହେବ ତାହା କେହି ହେଲେ ମଧ୍ୟ ଜାଣି ନଥିଲେ। ଖବର ପାଇବା ପରେ ପୋଲିସ ସଙ୍ଗେ ସଙ୍ଗେ ଯାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଆଉ ସେଠାରେ ସେମାନେ ଅତିଥି ଚର୍ଚ୍ଚା କରିବା ପାଇଁ ପଛେଇ ନଥିଲେ। ଭିଡ଼ ଦେଖି ଚୋର ଟି ମହିଳା ପୋଲିସ କର୍ମଚାରୀଙ୍କ ବେକରୁ ସୁନା ଚେନ୍ ଟାଣି ଥିଲା। ଏଭଳି ଘଟଣା ଭଦ୍ରକ ରେ ଦେଖିବାକୁ ମିଳିଛି। ଆଉ ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି।
Hh
ଜଣେ ଚୋର କେମିତି ଜଣେ ପୋଲିସ ଅଧିକାରୀ ନିକଟରୁ ଚୋରି କରିବା ପାଇଁ ଏଭଳି ପ୍ରୟାସ କରିଛି ତାହାକୁ ନେଇ ଏବେ ଚାରିଆଡେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଇଆଇସି ମୋନାଲିସା ଙ୍କ ଠାରୁ ଚୋରି ଉଦ୍ୟମ କରା ଯାଇଛି। ମୋନାଲିସା ଙ୍କର କଚେରୀ ବଜାରରେ କିଛି କିଣାକିଣି କରିବା ସମୟରେ ବାଇକ୍ ରେ ଆସୁଥିବା ଦୁଇଜଣ ଅଜଣା ଯୁବକଙ୍କ ମଧ୍ୟରୁ ଜଣେ ମୋନାଲିସା ଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲା।
ମୋନାଲିସା ଗୋଡେଇ ଗୋଡେଇ ଜଣେ ଯୁବକଙ୍କୁ କାବୁ କରିଥିବା ବେଳେ ବାଇକ୍ ଛାଡ଼ି ଅନ୍ୟ ଏକ ଯୁବକ ଫେରାର ହୋଇଥିବା ଜଣା ପଡ଼ିଛି। ଏହାପରେ ସ୍ଥାନୀୟ ଲୋକେ ମଧ୍ୟ ଲୁଟେରା କୁ ନିର୍ଦ୍ଧୁମ ମାଡ଼ ମଧ୍ଯ ମାରିଛନ୍ତି। ଏଭଳି ଘଟଣା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ସୋସିଆଲ ମିଡ଼ିଆ ରେ ମଧ୍ୟ ଏହାର ଦୃଶ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.