ମୁଁ ଜଣକୁ ନେଇ ଖୁସି ନୁହେଁ ମୋତେ ଦିନକୁ ଗୋଟେ ନୂଆ ପ୍ରେମିକ ଦରକାର
Jan 11, 2025, 08:11 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ହେଉଛି ଜଣେ ଯୁବତୀ ଯାହାଙ୍କ ନାମ ହେଉଛି ମମତା ସାହୁ । ଏହି ଯୁବତୀ ଜଣକ କରିଛନ୍ତି ନିର୍ଲଜ୍ଜ କାମ । ଆଉ ସେ ୬ ବର୍ଷ ହେଲା ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ସେ ପ୍ରେମ କରିବା ପରେ ତାଙ୍କ ସହିତ ସ୍ଵାମୀ ସ୍ତ୍ରୀର ସମ୍ପର୍କ ରଖି ରହୁଥିଲେ ।
ଆଉ ଏବେ ଏହି ଯୁବତୀ ଜଣକ ସେହି ପ୍ରେମିକ ଜଣଙ୍କୁ ଛାଡି ଦେଇ ଆଉ ଜଣେ ଯୁବକଙ୍କୁ ପ୍ରେମ କରି ତାଙ୍କ ସହିତ ଫେରାର ହୋଇ ଯାଇଛନ୍ତି । ତାଙ୍କୁ ଯେଉଁ ଯୁବକ ୬ ବର୍ଷ ହେଲା ଭଲ ପାଉଥିଲେ ସେ କେବେ ଭାବି ନଥିଲେ ଏହି ଯୁବତୀ ଜଣକ ଏଭଳି କରିବେ ବୋଲି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଏହି ଘଟଣା ବିଷୟରେ ଯିଏ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି । ଏହି ଝିଅ ଜଣକ ଏଭଳି କାଣ୍ଡ କରିଛି ତାର ଚେହେରା ଆଉ ଫଟୋ ସାରା ଓଡ଼ିଶା ଆଗରେ ଏବେ ସାମ୍ନାକୁ ଆସିଛି । ଏବେ ମୋବାଇଲ ରୁ ମୋବାଇଲ ଏହି ଫଟୋ ଘୁରି ବୁଲୁଛି ।
ଏହି ଯୁବତୀ ଜଣକ ୬ ବର୍ଷର ପ୍ରେମକୁ କିଛି ମୁହୂର୍ତ୍ତରେ ଭୁଲି ଯାଇଥିଲେ । ଆଉ ସେ ଅନ୍ୟ ଜଣେ ଯୁବକଙ୍କ ସହିତ ଫେରାର ହୋଇ ଯାଇଛନ୍ତି । ଯେତେବେଳେ ପୂର୍ବତନ ପ୍ରେମିକ ଜଣଙ୍କୁ ମମତା ଭଲ ପାଉଥିଲେ ସେତେବେଳେ ସେହି ଯୁବକ ଜଣକ ତାଙ୍କୁ ପାଠ ପଢ଼ାଇଥିଲେ ଆଉ ତାଙ୍କ ନାଁରେ ଅନେକ କିଛି କରୁଥିଲେ । ସୁନା ଗହଣା ମଧ୍ୟ କିଣିଥିଲେ । କିନ୍ତୁ ଏହି ଯୁବତୀ ଜଣକ ବିବାହର ପ୍ରଲୋଭନ ଦେଖାଇ ଏଭଳି ସବୁ କାମ କରୁଥିଲା । ଏହି ଯୁବତୀ ଜଣକ ସେହିଭଳି ଯୁବକଙ୍କୁ ଛାଡି ଅନ୍ୟତ୍ର ବିବାହ କରିଛନ୍ତି ।
ଏହି ଯୁବତୀ ଜଣକ ପ୍ରେମିକ ଜଣଙ୍କୁ ଛାଡି ଅନ୍ୟ ଜଣେ ଯୁବକ ଜଣଙ୍କୁ ପ୍ରେମ କରିବା ସହ ତାଙ୍କ ସହ କୋର୍ଟ ବିବାହ କରିଛନ୍ତି । ଏବେ ପ୍ରଶ୍ନ ଆସୁଛି କି ଏହି ଯୁବତୀ ଜଣକ ୬ ବର୍ଷର ସମ୍ପର୍କ ଭୁଲି ଆଉ ଜଣେ ଯୁବକଙ୍କୁ କିଭଳି ବିବାହ କରିପାରିଲେ । ଏହି
ଯୁବତୀ ଜଣଙ୍କର ଘର ହେଉଛି କଟକ ଜିଲ୍ଲା ମାଣିଆବନ୍ଧ ପହଲିଆ ଅଞ୍ଚଳରେ । ସେ ପୂର୍ବରୁ ଭଲ ପାଉଥିଲେ ଆଉ ସ୍ଵାମୀ ସ୍ତ୍ରୀର ସମ୍ପର୍କରେ ରହୁଥିଲେ । ଏବେ ସେହି ପ୍ରଥମ ଯୁବକର ଅବସ୍ଥା କଣ ବା ହେଉଥିବ ତାହା ଆପଣମାନେ ଚିନ୍ତା କରନ୍ତୁ । ଏହାସହ ଆପଣମାନେ ଭାବନ୍ତୁ ଏହିଭଳି ଯୁବତୀଙ୍କୁ କେଉଁ ଭଳି ଦଣ୍ଡ ଦେବା ଉଚିତ୍ ? ଏବେ ପୋଲିସ ପ୍ରଶାସନ ଏହି ଯୁବତୀଙ୍କ ପ୍ରତି କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।