Movie prime

ମୁଁ ମୋ ପ୍ରେମିକକୁ କୁଣ୍ଢେଇ ଗେଲ କରୁଥିଲି ମୋ ଶଶୁର ସବୁକିଛି ଦେଖିଦେଲା

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବେଡରୁମ ଭିତରେ ନିଜର ପ୍ରେମିକ ସହ ରହିଥିଲା ବୋହୂ। ଆଉ ଏପଟେ ଝରକା ପଟୁ ସବୁ ଦେଖି ଦେଇଥିଲା ଶଶୁର। ଶଶୁର ଦେଖିଥିଲା ବୋହୂ କେମିତି ତାର ପୁଅକୁ ଛାଡି ଅନ୍ୟ ସହ ମଜା କରିବାରେ ଲାଗିଛି। ଆଉ ଶଶୁର ଆଖି ଆଗରେ ହିଁ ନାତୁଣୀ ବୋହୂ ତାର ପ୍ରେମିକ କୁ ଗେଲ କରୁଥିଲା। ଯାହାକୁ ନେଇ ଏବେ ସୁନ୍ଦରୀ ବୋହୂ ର ସେହି ସବୁ ଭିଡିଓ ସାମ୍ନା କୁ ଆସି ଯାଇଛି।
Hh
ଏହି ବୋହୂ ଜଣକ ନାମ ହେଉଛି ବାସନ୍ତୀ ବେହେରା। ସେ ଜଣେ ବିବାହିତା ହୋଇ ମଧ୍ୟ ସ୍ବାମୀ ଥାଉ ଥାଉ ଜିତୁ ରାଉତ ନାମକ ଏକ ଯୁବକକୁ ଘରକୁ ଡାକି ପ୍ରେମ କରୁଛି। ଶଶୁର ଜଣକ ନାମକ ହେଉଛି ପାଣୁ ବେହେରା ଯିଏକି ନିଜ ବୋହୂର ସବୁ ରୂପ କୁ ନିଜ ଆଖି ସାମ୍ନା ରେ ଦେଖି ପକାଇ ଥିଲେ। ସ୍ବାମୀ ଥାଉ ଥାଉ ବାସନ୍ତୀ ନିଜର ଗାଁ ର ପ୍ରେମିକ ଜିତୁ ରାଉତଙ୍କୁ ଘରକୁ ଡାକୁଥିଲେ। ସ୍ବାମୀ ବଦଳରେ ଜିତୁ ରାଉତ କୁ ଧରି ପ୍ରେମ କରୁଥିଲା।
Hh
ବର୍ଷରେ ନୁହେଁ ବରଂ ନଅ ବର୍ଷ ହେବ ଘରର ବୋହୂ ତାର ପ୍ରେମିକ କୁ ପ୍ରେମ କରି ଆସୁଥିଲା। ଯେତେବେଳେ ଇଚ୍ଛା ହେଉଥିଲା ସେତେବେଳେ ଘରର ବୋହୂ ପ୍ରେମିକକୁ ଘରକୁ ଡାକି ପ୍ରେମିକ ସହ ଅନୈତିକ ସମ୍ପର୍କ ମଧ୍ୟ ରଖୁଥିଲା। ହେଲେ ବିହୁ ବାସନ୍ତୀର ସବୁ କାରନାମା ଶଶୁର ନିଜ ଆଖିରେ ଦେଖି ଦେଇଥିଲା। ଶଶୁର ଦେଖୁଥିଲା ବୋହୂ ବାସନ୍ତୀ କିଭଳି ଭାବରେ ସ୍ୱାମୀକୁ ଛାଡ଼ି ଜିତୁ ରାଉତ ସହ ଖରାପ ସମ୍ପର୍କ ରଖୁଥିଲା।
ସ୍ବାମୀ ଥାଉ ଥାଉ ନିଜର ପ୍ରେମିକ ଜିତୁ ରାଉତ କୁ ନିଜ ସ୍ୱାମୀର ଜାଗା ଦେଇ ଦେଇଥିଲା। ଆଉ ଏବେ ପରିବାର ଲୋକେ ସମସ୍ତେ ଏହି ଘଟଣା ସମ୍ପର୍କରେ ଜାଣି ସାରିଛନ୍ତି। ଗାଁ ରେ ମଧ୍ୟ ଏହି ବୋହୂ ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।ଏଭଳି ଏକ ବୋହୁ କଥା ଶୁଣିବା ପରେ ସମସ୍ତେ ତାଙ୍କୁ ଖୁବ ନିନ୍ଦା ମଧ୍ୟ କରିଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.