ମୁଁ ପର ମାଇକିନାକୁ ଧରି ସବୁଦିନ କରୁଛି ମୋର କିଏ କଣ କରିବ...!
Mar 21, 2025, 11:31 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ଅନେକ ବିଷୟରେ ଜାଣିପାରିବେ । ପୋଲିସ ହେଉଛନ୍ତି ରକ୍ଷକ ସେ ସମସ୍ତଙ୍କୁ ରକ୍ଷା କରିବେ କିନ୍ତୁ ପୋଲିସ ହୋଇ ଏଭଳି କାମ କରିବା ଠିକ୍ ନୁହେଁ । ଏବେ ଏହି ପୋଲିସ ବାବୁ ଜଣକ ଯାହା କରିଛନ୍ତି ତାହା ନିନ୍ଦନୀୟ ଅଟେ । ଏହି ପୋଲିସ ବାବୁ ଜଣକ ସବୁବେଳେ ଦେହ ସୁଖ ନେବାକୁ ଚାହୁଁଛନ୍ତି ।

ଆଉ ସେ ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ଏଭଳି ସବୁ କାମ କରୁଛନ୍ତି । ଏହି ପୋଲିସ ବାବୁ ଜଣକ ପର ସ୍ତ୍ରୀ ସହ ସମ୍ପର୍କ ରଖୁଛନ୍ତି । ପର ସ୍ତ୍ରୀ ସହ ସମ୍ପର୍କ ରଖିଛନ୍ତି ଏହି ପୋଲିସ କନେଷ୍ଟବଳ ଜଣକ । କନେଷ୍ଟବଳ ଜଣକ ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ପର ସ୍ତ୍ରୀ ସହ ଖରାପ ସମ୍ପର୍କ ରଖିଥିଲେ । ଆଉ ଏହି ପୋଲିସ ଜଣକ କହୁଛନ୍ତି ସେ ପୋଲିସ ଅଫିସର ଯାହା ଚାହିଁବେ ତାହା କରିପାରିବେ ।ଏବେ ଏହି ଘଟଣାକୁ ନେଇ ପୋଲିସ ଜଣଙ୍କୁ ପଚାରିବା ପରେ ସେ ଏଭଳି କିଛି କହିଛନ୍ତି ।

ଏହି ପୋଲିସ ବାବୁ ଜଣକ ଜଣେ ପର ସ୍ତ୍ରୀକୁ ଜୋର୍ ଜବରଦସ୍ତ କରି ଦୁ-ଷ୍କ-ର୍ମ କରିଥିଲେ । ଆଉ ତାପରେ ଏହି ପର ସ୍ତ୍ରୀ ଜଣଙ୍କୁ ଅପହରଣ କରି ନେଇଥିଲେ । ଆଉ ଏବେ ସେହି ପର ସ୍ତ୍ରୀ ଜଣଙ୍କୁ ପାଖରେ ରଖି ସବୁଦିନ ଏଭଳି କାମ କରୁଛନ୍ତି । ଏବେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଏହି ମହିଳା ଜଣଙ୍କର ସ୍ବାମୀ । ଏହି ମହିଳା ଜଣଙ୍କର ଘରେ ପଶି ଜୋର୍ ଜବରଦସ୍ତ ତାଙ୍କୁ ଦୁ-ଷ୍କ-ର୍ମ କରିଥିଲେ । ଆଉ ଏହି ସମୟରେ ସ୍ଵାମୀ ଜଣକ ସେଠାରେ ପହଞ୍ଚି ଯାଇଥିଲେ ।
ଆଉ ସେଠାରେ ସେ ପହଞ୍ଚିବା ପରେ ଏହିସବୁ ଦେଖି ପୋଲିସ କନେଷ୍ଟବଳଙ୍କୁ ଧରିବାକୁ ଚେଷ୍ଟା କରିଥିଲା । କିନ୍ତୁ ପୋଲିସ ସେଠାରୁ ଖସି ଯାଇଥିଲା । ଆଉ ଏହି ପୋଲିସ ଜଣକ ଦୁ-ଷ୍କ-ର୍ମର ଭିଡିଓ କରି ସ୍ତ୍ରୀ ଜଣଙ୍କୁ ବ୍ଲାକମେଲ କରି ତାଙ୍କ ଠାରୁ ଟଙ୍କା ସୁନା ଗହଣା ଲୁଟି ନେଇଛି । ଆଉ ପରେ ଏହି ପୋଲିସ ଜଣକ ସେହି ସ୍ତ୍ରୀ ଜଣଙ୍କୁ ଉଠେଇ ନେଇ ଯାଇଥିଲା । ଏବେ ପୋଲିସ କନେଷ୍ଟବଳ ନାଁରେ ବଡଚଣା ଥାନାରେ ଏହି ମହିଳାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ଏବେ ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଏହି ବ୍ୟକ୍ତି ଆଉ ତାଙ୍କ ସ୍ତ୍ରୀକୁ ନ୍ୟାୟ ମିଳିବ ବୋଲି ଆଶା କରାଯାଇଛି ।