Movie prime

ମୋ ବସରେ ହଠାତ୍ ଲାଗିଲା ନିଆଁ ଦେଖନ୍ତୁ ସମସ୍ତେ ଭୟରେ କଲେ ଚିତ୍କାର ଆଉ ତା ପରେ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ଦେଶ, ବିଦେଶ ରାଜଧାନୀ ଆଦି ସବୁ ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମୋ ବସକୁ ନେଇ ଆସୁଥିବା ଖବର ପାଇପାରିବେ । ଲୋକମାନେ ମୋ ବସ୍ ଦ୍ଵାରା ଅନେକ ଉପକୃତ ହେଇଥାନ୍ତି । ଏବେ ମୋ ବସ୍ ଜଳି ଯାଉଥିବାର ଖବର ଆସିଛି । 
Gg
ଭୁବନେଶ୍ୱର ସହରରେ ଏହି ଘଟଣା ଘଟିଛି । ମୋ ବସରେ ଲାଗିଲା ନିଆଁ । ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଲା ମୋ ବସ୍ । ମୋ ବସରେ ନିଆଁ ଲାଗିଯିବା ପରେ ଲୋକମାନେ ଦୌଡୁଛନ୍ତି । ମୋ ବସରେ ବସିଥିବା ଯାତ୍ରୀମାନେ ନିଆଁ ଦେଖି ଡରି ଯାଇଥିଲେ । ଆଉ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ । ଭୁବନେଶ୍ୱର ରୁ କଟକ ଯାଉଥିବା ମୋ ବସରେ ଲାଗିଗଲା ନିଆଁ । ସେଥିରେ ବସିଥିବା ଯାତ୍ରୀମାନେ କିଛି ସମୟ ଭିତରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଇଥାନ୍ତେ କିନ୍ତୁ ତାଙ୍କ ସହ ଘଟିଗଲା ଏଭଳି କିଛି ଅଘଟଣ ।
Gg
ମୋ ବସ ରାସ୍ତା ମଝିରେ ହୁତୁହୂତୁ ହୋଇ ଜଳି ଯାଇଥିଲା । ଆଉ ଏହାକୁ ଦେଖି ବସ୍ ଭିତରେ ବସିଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଆଉ ଏହାସହ ବସ ଡ୍ରାଇଭର ଆଉ ବସ୍ କଣ୍ଡକ୍ଟର ଭୟଭୀତ ହୋଇ ପଡ଼ିଥିଲେ । ମୋ ବସ ଜଳିବା ଦେଖି ଅନ୍ୟ ସବୁ ବସରେ ଯାଇଥିବା ଯାତ୍ରୀମାନେ ମଧ୍ୟ ଭୟଭୀତ ହୋଇ ଯାଇଥିଲେ । ମୋ ବସ ଜଳୁ ଥିବାର ଦୃଶ୍ୟ ଆପଣମାନେ ଏହି ଭିଡିଓରେ ଦେଖିପାରିବେ । ଭୁବନେଶ୍ଵରର ପାତ୍ରପଡା ରୁ କଟକ ସିଡିଏ ୧ ଆଡ଼କୁ ମୋ ବସ୍ ଯାଉଥିଲା । 
ଆଉ ଏହି ସମୟରେ ଏଭଳି ଘଟଣା ଘଟିଥିଲା । ମୋ ବସ ଭିତରେ ଦୁଇଜଣ ଯାତ୍ରୀ ଥିବାର ସୂଚନା ମିଳିଥିବା ବେଳେ କାହାର କୌଣସି କ୍ଷତି ହୋଇନାହିଁ ବୋଲି ଜଣାପଡିଛି । ଆଉ ଏହାସହ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କର ମଧ୍ୟ କିଛି ହୋଇନାହିଁ । ଏହି ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ଭଲ ଅଛନ୍ତି ବୋଲି ଜଣାପଡିଛି । ଭୁବନେଶ୍ୱର ରୁ କଟକ ଜିଲ୍ଲା ଯାଉଥିବା ମୋ ବସ ରାସ୍ତା ମଝିରେ ନିଆଁ ଲାଗି ଯାଇଥିଲା ଆଉ ଏଭଳି ସବୁ ଘଟଣା ଏବେ ସାମ୍ନାକୁ ଆସିଛି । ଗାଡ଼ି ଇଞ୍ଜିନରୁ ନିଆଁ ଲାଗିଥିଲା ବୋଲି ଜଣାପଡିଛି ।