Movie prime

ମାମୁଁ ଭାଣିଜୀଙ୍କ ପ୍ରେମରେ ଆସିଲା ସାଙ୍ଘାତିକ ତଥ୍ୟ ଦେଖନ୍ତୁ ଘଟିଗଲା କେତେବଡ଼ କାଣ୍ଡ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଏଭଳି କିଛି ଖବର ବିଷୟରେ ଜାଣିପାରନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ସମାଜରେ ଏଭଳି ଲୋକ ରହିବା ଉଚିତ୍ ନୁହେଁ । ଆଜିକାଲି ଲୋକମାନେ ଏଭଳି କାମ କରିବା ପୂର୍ବରୁ ଭାବିବା ଉଚିତ୍ । ମାମୁଁ ଆଉ ଭାଣିଜୀର ସମ୍ପର୍କ ବହୁତ ମଧୁର । ମାମୁଁ ଭାଣିଜୀକୁ ନିଜ ଝିଅ ଭଳି ଦେଖିଥାଏ । କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯେଉଁ ଖବର ଜାଣିବେ ତାହା ଆପଣଙ୍କ ମନରେ ଅନେକ କଥା ସୃଷ୍ଟି କରିବ ।
Hh
ଭାଣିଜୀ ଆଉ ମାମୁଁଙ୍କୁ ନେଇ କିଛି ଖବର ଏବେ ଆସିଛି । ଭାଣିଜୀର ନାଁ ଯେମିତି ସେ ଦେଖିବାକୁ ମଧ୍ୟ ସେମିତି । ଭାଣିଜୀ ଜଣକ ବହୁତ ସୁନ୍ଦର ଥିଲେ । ଏହି ମାମୁଁ ଜଣକ ଏଭଳି କିଛି କାମ କରିଲା ଯାହା ପୁରା ଦେଶରେ ଚର୍ଚ୍ଚା ହେଉଛି ।
ମାମୁଁ ଥାନାକୁ ଗଲା ଆଉ ଭାଣିଜୀର ଫଟୋ ଦେଖାଇଲା । ମାମୁଁ ଭାଣିଜୀର ସମ୍ପର୍କ ଆଉ ହ-ତ୍ୟାକୁ ନେଇ ଏଭଳି କିଛି କଥା ସାମ୍ନାକୁ ଆସିଥିଲା ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ସେଦିନ ମାମୁଁ ଜଣକ ନିଜେ ଯାଇ ଥାନାରେ ଅଭିଯୋଗ ଦେଇଥିଲା । 
ମାମୁଁ ଜଣକ ସେଦିନ ଯାଇ ଭାଣିଜୀ ନିଖୋଜ ବୋଲି ଥାନାରେ ଅଭିଯୋଗ ଦେଇଥିଲା କିନ୍ତୁ ମାମୁଁ ଜଣକ ଏଭଳି କାମ କରିଛି ବୋଲି କେବେ କେହି ଭାବି ନଥିଲେ । ଭାଣିଜୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଥିଲେ । ଆଉ ମାମୁଁ ଜଣକ ମନ୍ଦିରରେ ପୂଜା କରନ୍ତି ।
Gg
ହାଇଦ୍ରାବାଦ ଥାନାରେ ପହଞ୍ଚି ଯାଇଥିଲା ମାମୁଁ ଜଣକ । ଏହି ମାମୁଁ ଜଣକ ପୋଲିସକୁ କହିଥିଲା ଦୁଇଦିନ ତଳେ ସେ ତାଙ୍କ ଭାଣିଜୀକୁ ସମସାବାଦ ରେଳ ଷ୍ଟେସନରେ ଛାଡ଼ି କରି ଆସିଥିଲେ । ଆଉ ସେ ଘରକୁ ଫେରି ନାହିଁ । ସେ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇଥିଲା ।
ଆଉ ଦୁଇଦିନ ହେଲା ଅପସରା ଘରକୁ ଫେରି ନାହିଁ କି କଲ୍ କରିନାହିଁ ବୋଲି ମାମୁଁ ଭେଙ୍କଟ ସାଇଁ ଅଭିଯୋଗ ଦେଇଥିଲେ । ଆଉ ଏହାପରେ ପୋଲିସ ଏହାର ତଦନ୍ତ କରିଥିଲା । ସେ ତଦନ୍ତ କରି ମାମୁଁ ଜଣଙ୍କୁ ପଚାରିବାରୁ ସେ ସବୁ ସତ କଥା କହିଥିଲା । ମାମୁଁ ଜଣକ କହିଛନ୍ତି ତାଙ୍କର ଆଉ ତାଙ୍କ ଭାଣିଜୀର ଶା-ରି-ରୀ-କ ସମ୍ପର୍କ ଥିଲା ।
ଆଉ ଭାଣିଜୀ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲା । ଆଉ ସେ ଏହି ଜିଦ୍ ଧରିବାରୁ ମାମୁଁ ଜଣକ ତାର ଭାଣିଜୀକୁ ହତ୍ୟା କରି ଦେଇଥିଲା । ତାର ମୁଣ୍ଡରେ ପଥର ଛେଚି ତାକୁ ମାରି ଦେଇଥିଲା ବୋଲି ସେ କହିଛି । ଏବେ ଏହି ଘଟଣାର ସତ୍ୟତା ଜଣାପଡିଛି ।