Movie prime

ଚନ୍ଦ୍ର ପୃଷ୍ଠରେ ଲୁଚି ରହିଛନ୍ତି ରହସ୍ୟମୟ ଜୀବ ତଥା ଏଲିଅନ !! ଦେଖନ୍ତୁ ଆସିଲା ସାମ୍ନାକୁ ବଡ଼ ଖବର

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ତ ଏଲିୟନକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଲିୟନ ବିଷୟରେ କିଛି ଖବର ଜାଣିପାରିବେ । ଏବେ ଏଲିୟନକୁ ନେଇ ଆସିଲା ଚକିତ କରିଲା ଭଳି ଖବର । ଏବେ ଏହା ଆପଣମାନେ ଜାଣିପାରିବେ ।
Bb
ଚନ୍ଦ୍ରରେ ଲୁଚିଛନ୍ତି ଏହି ଏଲିୟନ୍ । ଏନେଇ ଖୁଲାସା କରିଦେଲା ଇସ୍ରୋ । ଦୁନିଆର ସବୁଠାରୁ ବଡ ରହସ୍ୟ ହେଲା କଣ ସତରେ ପୃଥିବୀରେ ଏଲିୟନ ଅଛି । ଏନେଇ ଏବେ ତଥ୍ୟ ଦେଇଛି ଭାରତୀୟ ସ୍ପେସ ଏଯେନ୍ସି । ଇସ୍ରୋର ମୁଖ୍ୟ ଏସ ସୋମନାଥ ।
ସେ ଏନେଇ ବଡ ଖୁଲାସା କରିଛନ୍ତି । କେରଳରେ ଚିକିତ୍ସିତ ହେଉଥିବା ଜଣେ ବାଳିକା ତାଙ୍କୁ ପ୍ରଶ୍ନ କରିଥିଲେ । ଆଉ ସେ ତାଙ୍କୁ ତିନିଟି ପ୍ରଶ୍ନ ପଚାରିଥିଲେ । ସତରେ କଣ ଚଦ୍ରରେ ଏଲିୟନ ରହୁଛନ୍ତି ଏହା ଥିଲା ପ୍ରଥମ ପ୍ରଶ୍ନ । 
Hh
ଆଉ ଦ୍ଵିତୀୟ ପ୍ରଶ୍ନ ଥିଲା ମହାକାଶକୁ କେବେ ପଶୁମାନଙ୍କୁ ପଠାଯିବ ଆଉ ତୃତୀୟ ପ୍ରଶ୍ନ ଥିଲା ଚନ୍ଦ୍ରକୁ କେବେ ମନୁଷ୍ୟମାନଙ୍କୁ ପଠାଯିବ । ଏହି ନାବାଳିକା ଜଣକ ଏକ ରୋଗରେ ପୀଡିତ ଅଛନ୍ତି । ସେ ହେଉଛନ୍ତି ଅନାଥ ପଦ୍ମନାଭନ ।
ସେ ଏନେଇ ପ୍ରଶ୍ନ କରିବାର ରେକର୍ଡ କରାଯାଇଥିଲା ଆଉ ଏନେଇ ଖବର ଇସ୍ରୋ ମୁଖ୍ୟଙ୍କୁ ପଠା ଯାଇଥିଲା । ଏହି ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି । ଆଉ ଏବେ ଉତ୍ତର ଏବେ ଆପଣମାନେ ଜାଣିପାରିବେ ।ଚନ୍ଦ୍ରକୁ ମଣିଷମାନଙ୍କୁ ପଠାଯିବ । ଆଉ ମହାକାଶକୁ ପଶୁ ପଠାଇବାକୁ କିଛି ଯୋଜନା ରହିଛି କି ଏଭଳି ଇସ୍ରୋ ବୈଜ୍ଞାନିକ କହିଥିଲେ ।
ଚନ୍ଦ୍ରରେ ଏଲିୟନ ନାହାନ୍ତି ବୋଲି ଇସ୍ରୋ ମୁଖ୍ୟ କହିଥିଲେ । ଆଉ ଏହି ଝିଅଟିର ସବୁ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି । ମହାକାଶକୁ କେବେ ପଶୁ ପଠାଯିବ ଏନେଇ କିଛି ସ୍ଥିର କରାଯାଇ ନାହିଁ । ସୋମନାଥ ଏହି ଉତ୍ତର ଦେବା ଦେଖି ପଦ୍ମନାଭନ ଖୁସି ଅଛନ୍ତି । ଇସ୍ରୋ ମୁଖ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆଉ ତାଙ୍କୁ ଶୀଘ୍ର ଦେଖା କରିବେ ବୋଲି କହିଛନ୍ତି ।