Movie prime

ଏଣିକି ବିବାହିତ ମହିଳାମାନେ କରିପାରିବେନି ଚାକିରୀ !! ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିବାହ କରିଥିଲେ ଚାକିରି ମନା। ବିବାହତ ମହିଳାଙ୍କୁ ଚାକିରି ଦେଉନି ‘ଫକ୍ସକନ୍’। ଆଇଫୋନ୍ ନିର୍ମାତା କମ୍ପାନୀ ‘ଫକ୍ସକନ୍’ ଚେନ୍ନାଇରେ ଥିବା ତା’ର ଫ୍ୟାକ୍ଟ୍ରିରେ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଉ ନାହିଁ। ଏହି ଖବର ପ୍ରକାଶ ପାଇବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି କେନ୍ଦ୍ର ସରକାର। ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଏ ସଂକ୍ରାନ୍ତରେ ତାମିଲନାଡୁ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି।
Bb
ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ୧୯୭୬ର ସମାନ ଦରମା ଆଇନକୁ ଦର୍ଶାଇ କହିଛି ଯେ ପୁରୁଷ ଏବଂ ମହିଳା ଶ୍ରମିକ ନିଯୁକ୍ତି ସମୟରେ କୌଣସି ଭେଦଭାବ କରାଯିବା ଉଚିତ ନୁହେଁ। ମନ୍ତ୍ରଣାଳୟ କହିଛି ଯେ ତାମିଲନାଡୁର ଶ୍ରମ ବିଭାଗରୁ ଏକ ଆଇଫୋନ୍ କାରଖାନାରେ ନିଯୁକ୍ତି ସଂକ୍ରାନ୍ତରେ ଏକ ସବିଶେଷ ରିପୋର୍ଟ ମଗାଯାଇଛି। ବୁଧବାର ଶ୍ରମ ମନ୍ତ୍ରଣାଳୟ କହିଛି ଯେ ତାମିଲନାଡୁର ଫକ୍ସକନ୍ ଇଣ୍ଡିଆ ଆପଲ୍ ଆଇଫୋନ୍ ପ୍ଲାଣ୍ଟରେ ବିବାହିତା ମହିଳାଙ୍କୁ ଚାକିରୀ ଦିଆଯାଉ ନାହିଁ।
Gg
 ଅନେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ଧ୍ୟାନ ଦିଆଯାଇଛି। ଏହି ରିପୋର୍ଟରେ ସେୟାର କରାଯାଇଥିବା ସୂଚନା ଆଧାରରେ ମନ୍ତ୍ରଣାଳୟ ତୁରନ୍ତ ତାମିଲନାଡୁ ସରକାରଙ୍କ ଶ୍ରମ ବିଭାଗକୁ ବିସ୍ତୃତ ରିପୋର୍ଟ ମାଗିଛି। ସେପଟେ ଏହି ମାମଲାରେ ଆପଲ୍ ଏବଂ ଫକ୍ସକନ୍ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ସେହିପରି ରାଜ୍ୟ ସରକାର ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। 
ମଙ୍ଗଳବାର ପ୍ରକାଶିତ ରଏଟର୍ସ’ର ଏକ ରିପୋର୍ଟରୁ ଜଣାପଡିଛି ଯେ ଫକ୍ସକନ୍ ତାମିଲନାଡୁର ଚେନ୍ନାଇ ନିକଟସ୍ଥ ମୁଖ୍ୟ ଭାରତ ଆଇଫୋନ୍ ପ୍ଲାଣ୍ଟରେ ବିବାହିତା ମହିଳାଙ୍କୁ ଚାକିରୀରୁ ନିୟମିତ ଭାବେ ବାଦ ଦେଇଛି। କାରଣ ସେମାନଙ୍କ ଅବିବାହିତ ମହିଳାଙ୍କ ଅପେକ୍ଷା ଅଧିକ ପାରିବାରିକ ଦାୟିତ୍ୱ ରହିଛି। ତେଣୁ କମ୍ପାନୀ ତାଙ୍କୁ କାମ ଦେବାକୁ ଚାହୁଁନି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.