Movie prime

ଏମିତି ସ୍ବାମୀ କାହାକୁ ବି ନ ମିଳୁ...ଏମିତି କରି କରି ମା-ରି-ଦେଲା ସ୍ତ୍ରୀ କୁ..

 
Jg
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ସ୍ଵାମୀ ନେଇଗଲା ନିରୀହ ସ୍ତ୍ରୀ ର ଜୀବନ।ଯୌତୁକ ପାଇଁ ପୁଣି ଥରେ ଜଣେ ମହିଳା ଙ୍କ ଜୀବନ ଚାଲି ଯାଇଚି ବୋଲି ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି।ଯାହାକୁ ନେଇ ଏବେ ସେହି ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆମେ ଆଜି ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଥାନା ଅଞ୍ଚଳ ରେ।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।
Vg
ସୂଚନା ଅନୁସାରେ ଗତ ୧୫ ବର୍ଷ ତଳେ ନମିତା ବଳିଆ ନାମକ ଝିଅ ଟି ସୁଦାମ ବଳିଆ ଙ୍କ ସହିତ ବିବାହ ହୋଇ ଥିଲା।ବିବାହ ପରେ ସେମାନଙ୍କ ଭିତରେ ସବୁବେଳେ ଝଗଡ଼ା ହେଉ ଥିଲା।ଶାଶୁ ଘର ଲୋକେ ଯୌତୁକ ଆଣିବା ପାଇଁ ବାଧ୍ୟ କରୁ ଥିଲେ।ହେଲେ ନମିତା ଙ୍କ ପରିବାର ବହୁତ ଗରିବ ଥିଲେ।ସେମାନେ ଏତେ ଟଙ୍କା ନମିତା ଙ୍କ ଶାଶୁ ଘର କୁ ଦେବା ପାଇଁ ସକ୍ଷମ ଥିଲେ।ସେଥିପାଇଁ ସେମାନେ ସବୁବେଳେ ନମିତା ଙ୍କ ଉପରେ ଅତ୍ୟାଚାର କରୁଥିଲେ।
Gg
ଏହାରି ଭିତରେ ଦୀର୍ଘ ୧୫ ବର୍ଷ ବିତି ଯାଇଥିଲା।ହେଲେ ସୁଦାମ ତାଙ୍କ ସ୍ତ୍ରୀ ଙ୍କୁ କେବେ ପସନ୍ଦ କରି ନ ଥିଲେ।ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହିଥିଲା।ଏହା ପରେ ଗତ କିଛି ଦିନ ତଳେ ତାଙ୍କ ବାପ ଘର କୁ ଖବର ଯାଇ ଥିଲା ନମିତା ଆ-ତ୍ମ-ହ-ତ୍ୟା କରିଛନ୍ତି।ଟ୍ରେନ ଲାଇନ ରେ ଆ-ତ୍ମ-ହ-ତ୍ୟା କରିଛନ୍ତି।ହେଲେ ତାଙ୍କ ପରିବାର ଲୋକେ ଆସିବା ପୂର୍ବ ରୁ ସେମାନେ ତାଙ୍କ ଶବ କୁ ନେଇ ଗୋଟିଏ ନାଳ ରେ ପୋଡ଼ି ଦେଇଥିଲେ।
ଏ ବିଷୟ ରେ ପୋଲିସ କୁ ମଧ୍ୟ ଖବର ଦେଇ ନ ଥିଲେ।ଏହା ପରେ ନମିତା ଙ୍କ ବାପ ଘର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ ଝିଅ କୁ ମା-ରି ଦିଆ ଯାଇଚି।କାହିଁକି ତାଙ୍କ ଶବ କୁ ସଙ୍ଗେ ସଙ୍ଗେ ପୋଡ଼ି ଦେଲେ ତାହା ଏ ଯାଏଁ ସମସ୍ତଙ୍କ ମନ ରେ ରହିଛି।ତେବେ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ତାର ତଦନ୍ତ ଆରମ୍ଭ କରିଛି।