Movie prime

ଚତୁର୍ଥୀ ରାତି ରେ ନୂଆ ବୋହୂ ସହ ସ୍ବାମୀ ନୁହେଁ...ସ୍ତ୍ରୀ ନିଜେ ନିଜେ ରଖିଲା ଦୈହିକ ସଂପର୍କ..

 
Yy
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଆମ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ତେବେ ଆମେ ଆଜି ଏଭଳି ଜଣେ ମହିଳାଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଜାଣି ଲେ ବିଶ୍ଵାସ କରି ପାରିବେ ନାହିଁ।
ଚଉଠି ରାତି ରେ ନିଜ ସ୍ଵାମୀ ସହ ଜଣେ ମହିଳା ଏପରି କାମ କରି ଦେଉଛନ୍ତି ଯାହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି।
Bh
ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଠାରେ।ସେଠାରେ ବାଦଲ ନାମକ ଜଣେ ଯୁବକ ଉଚ୍ଚ ଶିକ୍ଷିତ ଥିଲେ।ବଡ ବ୍ୟବସାୟୀ ଥିଲେ।କୋଟି କୋଟି ଟଙ୍କା ର ମାଲିକ ଥିଲେ ସେ।ବିବାହ ପାଇଁ ଝିଅ ଖୋଜା ଚାଲି ଥାଏ।
ଏହି ସମୟ ରେ ଗୋଟିଏ ଝିଅ ର ପ୍ରସ୍ତାବ ଆସିଲା।ଝିଅ ଟି ଦେଖିବାକୁ ସୁନ୍ଦର୍ ଓ ଉଚ୍ଚ ଶିକ୍ଷିତ ଥିଲେ।ହେଲେ ଗରିବ ଥିଲେ।ସେଥିପାଇଁ ଝିଅ ଘର ଲୋକେ ମନ୍ଦିର ରେ ବିବାହ କରିବା ପାଇଁ କହି ଥିଲେ।ବାଦଲ ଙ୍କ ଘର ଲୋକ ଏଥିରେ ରାଜି ହୋଇ ଯାଇ ଥିଲେ।
ସେମାନଙ୍କର ବିବାହ ଖୁବ୍ ଧୁମ୍ ଧାମରେ ଶେଷ ହେଲା।ଚଉଠି ରାତି ଦିନ ବାଦଲ ସବୁ କିଛି ନିଜ ସ୍ତ୍ରୀ ନିତୁ ର ପସନ୍ଦ ଅନୁସାରେ କରି ଥିଲେ।ସେ ବହୁତ ଖୁସି ଥିଲେ।ନିଜ ରୁମ୍ କୁ ସେ ଭଲ ରେ ସଜାଇ ଥିଲେ।
Bb
ହେଲେ ତାଙ୍କ ସବୁ ସ୍ବପ୍ନ ଭାଙ୍ଗି ଯାଇ ଥିଲା ଯେତେବେଳେ ସେ ରୁମ୍ ଭିତରକୁ ପଶି ଥିଲେ।ତାଙ୍କ ସ୍ତ୍ରୀ ତାଙ୍କ ସହିତ ଏଭଳି କିଛି କରିବ ବୋଲି ସେ କେବେ ବି ବିଶ୍ଵାସ କରି ନ ଥିଲେ।ନିଜ ଘରୁ ନୀତୁ ସବୁ ଟଙ୍କା ସୁନା ନେଇ ଫେରାର ହୋଇ ଯାଇ ଥିଲେ।
ଏହା ପରେ ବାଦଲ ଏ ନେଇ ଥାନା ରେ ଏକ ଲିଖିତ ଅଭିଯୋଗ କରି ଥିଲେ।ପୋଲିସ ଘଟଣା ର ତଦନ୍ତ କରି ଜାଣିବାକୁ ପାଇ ଥିଲା କି ସେହି ମହିଳା ଙ୍କ ସହିତ ଅନ୍ୟ ୧୫ ଜଣ ସାମିଲ ଅଛନ୍ତି।ସେମାନେ ଏଭଳି କାମ ଅନେକ ଥର କରିଛନ୍ତି।
ତେବେ ଏବେ ସୁଦ୍ଧା ପୋଲିସ ସାତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଆଉ ଆଠ ଜଣ କୁ ପୋଲିସ କେବେ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.