Movie prime

ହେ ପ୍ରଭୁ କି କଳି ଯୁଗରେ ହେଲା ରେ ସାବିତ୍ରୀ ଓଷା ଦିନ ପ୍ରେମିକ ସହ ଫେରାର ସ୍ତ୍ରୀ..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଗୋଟେ ଘଟଣା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସାବିତ୍ରୀ ଅମାବାସ୍ୟାରେ ସ୍ତ୍ରୀ କୁ ଛାଡ଼ି ପ୍ରେମିକା ସହ ଫେରାର ହୋଇଗଲା ସ୍ଵାମୀ।୪ ମାସ ଧରି ସ୍ଵାମୀ ହୋଇଥିଲା। ଚାରି ମାସ ଧରି ଭଡ଼ାଘରେ ମଧ୍ୟ ସ୍ତ୍ରୀ ସହ ସମ୍ପର୍କ ରଖିଥିଲା। କିନ୍ତୁ ଶେଷରେ ସବୁ ସୁନା ଗହଣା ନେଇ ସ୍ଵାମୀ ପ୍ରେମିକା ସହ ଫେରାର ହୋଇ ଗଲା। ଏକଥା ଶୁଣିଲେ ମଧ୍ୟ କାନ କୁ ବିଶ୍ବାସ ହେବ ନାହିଁ।
Hh
ହେଲେ ଏଭଳି ହିଁ ଘଟଣା ଘଟି ଯାଇଛି। ଆଜି ଭଳି ଦିନରେ ସ୍ତ୍ରୀ ସହ ସ୍ଵାମୀ ଏଭଳି କିଛି କାଣ୍ଡ କରି ଦେଇଛି। ସ୍ୱାମୀର ନାମ ହେଉଛି ଡମ୍ବରୁ। ଆଉ ଏହି ସ୍ୱାମୀ ଠାରୁ ତାର ସ୍ତ୍ରୀ ଏକ ସାବିତ୍ରୀ ଅମାବାସ୍ୟା ଭଳି ପବିତ୍ର ଦିନରେ ଧୋକା ଖାଇ ଦେଇଛି। ସ୍ତ୍ରୀ ଭାବିଥିଲା କି ଏଥର ସେ ସାବିତ୍ରୀ ଓଷା କରିବ। ସ୍ୱାମୀର ମଙ୍ଗଳ ପାଇଁ ଉପବାସ କରିବ। ହେଲେ ସ୍ଵାମୀ ସେପଟେ ଆଉ କେଉଁ ଝିଅକୁ ଧରି ଫେରାର ହୋଇ ଯାଇଛି। ଏହି ଘଟଣା ସଂପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
Hh
ମହିଳାଙ୍କ ସହ ଏବେ କଣ ଘଟୁଛି ତାହା କେବଳ ମହିଳା ହିଁ ଜାଣି ପାରୁଥିବେ। ଏହି କାହାଣୀ ମଧ୍ୟ ଆରମ୍ଭ ହୋଇଥିଲା ଅନେକ ବର୍ଷ ପୂର୍ବେ।ଯେଉଁଦିନ ଏହି ଯୁବତି ଜଣକ ବିବାହ କରିଥିଲେ।ସ୍ୱାମୀ ଥିଲେ ଓ ତାଙ୍କର ଅନେକ ପିଲାଛୁଆ ମଧ୍ୟ ହୋଇଥିଲେ। ତାଙ୍କର ବେଶ ଭଲରେ ସଂସାର ମଧ୍ୟ ଚାଲିଥିଲା। ହେଲେ ପରେ ସେହି ମହିଳାଙ୍କ ଜୀବନକୁ ଏକ ଯୁବକର ଏଣ୍ଟ୍ରି ହୋଇଥିଲା। ଯାହାର ନାମ ଥିଲା ଡମ୍ବରୁ।
ଡମ୍ବରୁ ଜାଣିଥିଲା କି ଯୁବତୀ ଜଣକ ବିବାହିତ ବୋଲି ତା ପରେ ମଧ୍ୟ ସେ ଯୁବତୀ ପ୍ରେମରେ ପାଗଳ ହୋଇ ଯାଇଥିଲା। ପରେ ଯୁବତୀଙ୍କ ଖରାପ୍ ଫାଟି ଉଠାଇ ତାଙ୍କୁ ବ୍ଲାକମେଲ କରି ଯୁବତୀ ସହ ଖରାପ୍ ସମ୍ପର୍କ ରଖିଥିଲା। ଏହାପରେ ଯୁବତୀଙ୍କ ସ୍ଵାମୀ ତାଙ୍କୁ ଘରୁ ବାହର କରି ଦେଇଥିଲେ। ଏହାପରେ ପ୍ରେମିକା ବାପ ଘରକୁ ଯାଇ ଡମ୍ବରୁ ତାକୁ ବିବାହ କରିବ ବୋଲି ଯିଦ୍ଦି ମଧ୍ୟ କରିଥିଲା। ଏହାପରେ ଦୁହେଁ ଭଡ଼ା ଘରେ ରହିଥିଲେ। ହେଲେ ଏବେ ଯୁବକ ଯୁବତୀକୁ ଧୋକା ଦେଇ ଦେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.