Movie prime

ଦିନରେ ସେ ଶୁଏ ରାତିରେ କାନ୍ଦେ ଯେତେ କାନ୍ଦିବ ସେତେ ଖାଇବ କହି ପାରିବେ କି ସେ କିଏ ? ବୁଦ୍ଧିମାନ ହୋଇଥିଲେ ଦେଇପାରିବେ ଉତ୍ତର

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ ଦେଖିବା ଏହି ଭିଡିଓରେ କିଛି କୌତୁହଳ ପ୍ରଶ୍ନ ଓ ଏହାର ଉତ୍ତର। 
ପ୍ରଶ୍ନ:- ଡେଣା ନଥାଇ ଆକାଶରେ ଉଡେ ମଣିଷକୁ ଝାମ୍ପି ନିଏ?
ଉତ୍ତର- ଆକାଶ ଛତା।
ପ୍ରଶ୍ନ:- ଦୁଇ ବଳକର ରଙ୍ଗ ସମାନ ଜଣେ ହଜିଗଲେ ଆଉ ଜଣେ କୋଉ କାମକୁ ନୁହେଁ ସେ କିଏ?
ଉତ୍ତର- ଚପଲ।
Special report
ପ୍ରଶ୍ନ:- ଗୋଟିଏ ଥାଳିରେ ୨ ଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା?
ଉତ୍ତର - ସୂର୍ଯ୍ୟ ଓ ଚନ୍ଦ୍ର।
ପ୍ରଶ୍ନ:- ସୂର୍ଯ୍ୟ ପୃଥିବୀରେ କେବେ ହେଲେ କଣ ଦେଖି ନାହାନ୍ତି?
ଉତ୍ତର - ଅନ୍ଧାର।
ପ୍ରଶ୍ନ:- ଦୁଇ ଭାଇ ଜଣକୁ ଖାଇଲେ ପେଟ ଥଣ୍ଡା ଆଉ ଜଣକୁ ଖାଇଲେ ପେଟ ଗରମ ଏହାର ଉତ୍ତର କଣ?
ଉତ୍ତର - ଚିନି ଓ ମିଶ୍ରି।
ପ୍ରଶ୍ନ:- ଜନ୍ମ ହୁଏ ରାତିରେ ସକାଳ ହେଲେ ଆ ଦୁଆର ତା ଦୁଆର ହୋଇସାରିଲେ ମରଣ ତର ଏହାର ଉତ୍ତର କଣ?
ଉତ୍ତର - ଖବରକାଗଜ।
ପ୍ରଶ୍ନ:- ନା କେବେ କରେ ଝଗଡ଼ା ନା କେବେ ସେ ଋଷେ ସବୁବେଳେ ମାଡ଼ ଖାଏ?
ଉତ୍ତର - ଢୋଲ।
Special report
ପ୍ରଶ୍ନ:- ଏମିତି କେଉଁ କାମ ଅଛି ଜଣେ ପୁଅ ଜୀବନରେ ଥରେ କରେ ହେଲେ ଜଣେ ଝିଅ ସବୁବେଳେ କରିଥାଏ ତାହା କଣ?
ଉତ୍ତର- ସିନ୍ଦୁର।
ପ୍ରଶ୍ନ:- ଜଣେ ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା କହିଲେ ଭୋକ କଲେ ଖାଇବୁ ଶୋଷ ହେଲେ ପିଇବୁ ଓ ଶୀତ ହେଲେ ଜାଳିବୁ ତାହା କଣ ଅଟେ?
ଉତ୍ତର- ନଡିଆ।
ପ୍ରଶ୍ନ:- କେଉଁ ବୁକ ଛପା ହୋଇନାହିଁ?
ଉତ୍ତର- ଫେସବୁକ୍।
ପ୍ରଶ୍ନ:- ସେଇଟା କେଉଁ ଜିନିଷ ତାକୁ ବ୍ଯବହାର କରିବା ପାଇଁ ଭାଙ୍ଗିବାକୁ ପଡ଼ିଥାଏ।
ଉତ୍ତର- ଅଣ୍ଡା।
ପ୍ରଶ୍ନ:- କେଉଁ ଗଛର ପତ୍ର ପୂଜାରେ ଲାଗିଥାଏ ଆଉ ତାକୁ ଆମେ ଖାଇଥାଉ?
ଉତ୍ତର- ପାନ ପତ୍ର। 
ପ୍ରଶ୍ନ:- ଘରେ ଦୁଇଟି ଦ୍ଵାର ରହିଛି ଗୋଟିଏ ମୁଖ୍ୟଦ୍ଵାର କବାଟ ଅନ୍ୟଟିର ନାମ କଣ?
ଉତ୍ତର- ଝରକା।
ପ୍ରଶ୍ନ:- ଦିନରେ ଶୁଏ ରାତିରେ କାନ୍ଦେ ଯେତେ କାନ୍ଦିବ ସେତେ ଖାଇବ?
ଉତ୍ତର- ମହମବତୀ।