Movie prime

କଣ ଖାଇଲେ ଲିଭର ସବୁବେଳେ ସୁସ୍ଥ ରୁହେ ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ନ ଜାଣିଥିଲେ ଦେଖନ୍ତୁ

 
Special Report
ଏପରି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି ଯାହାକି ପ୍ରାୟ କେହି ଜାଣି ନଥାନ୍ତି। ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆଉ ତାହାର ଉତ୍ତର।
(୧) ଚା ର ସନ୍ଧାନ ସର୍ବ ପ୍ରଥମେ କେଉଁ ଦେଶରେ ହୋଇଥିଲା?
ଉତ୍ତର:- ଚୀନ
(୨)ମହାତ୍ମାଗାନ୍ଧୀ ଙ୍କୁ ସର୍ବ ପ୍ରଥମେ ଜାତିର ପିତା ବୋଲି କିଏ କହିଥିଲେ?
ଉତ୍ତର:- ସୁଭାଷ ଚନ୍ଦ୍ର ବୋଷ
(୩)ମନୁଷ୍ୟ ର ଲିଭର୍ ଓଜନ କେତେ ଗ୍ରାମ ହୋଇଥାଏ?
ଉତ୍ତର:- ୧୫୬୦ ଗ୍ରାମ
(୪) କେଉଁ ଜୀବର କ୍ଷୀରରେ ଅଧିକ ପରିମାଣରେ ପ୍ରୋଟିନ ମିଳିଥାଏ?
ଉତ୍ତର:- ମେଣ୍ଢା
(୫)କେଉଁ ଦେଶର କାଗଜ ମୁଦ୍ରାରେ ଭଗବାନ ଗଣେଶ ଙ୍କ ଫଟୋ ରହିଛି?
ଉତ୍ତର:- ଇଣ୍ଡୋନେସିଆ
(୬) କେଉଁ ଜୀବ ଭଗବାନ ଶିବ ଙ୍କ ବାହାନ ହୋଇଥାଏ?
ଉତ୍ତର:- ଷଣ୍ଢ
(୭)କେଉଁ ଗ୍ୟାସ ଦ୍ଵାରା ବାୟୁ ପ୍ରଦୂଷିତ ହୋଇଥାଏ?
ଉତ୍ତର:- କାର୍ବନ ମୋନୋ ଅକ୍ସାଇଡ୍
(୮)ଚିତାବାଘ ଘଣ୍ଟା ପ୍ରତି କେତେ କିଲୋମିଟର ଦୌଡ଼ି ଥାଏ?
ଉତ୍ତର:- ୧୨୦ କିମି
(୯)ଅଧିକ ମାତ୍ରାରେ କଦଳୀ ଖାଇବା ଦ୍ବାରା କେଉଁ ରୋଗ ହୋଇଥାଏ?
ଉତ୍ତର:- କୋଷ୍ଠ କାଟିନ୍ୟ 
(୧୦) କଣ ଖାଇଲେ ଲିଭର ସବୁବେଳେ ସୁସ୍ଥ ରହିଥାଏ?
ଉତ୍ତର:- ବିଟ/ବିଟ୍ରୁଟ 
(୧୧)ବିଶ୍ଵର କେଉଁ ଦେଶର ନିୟମ ସବୁଠାରୁ କଠିନ ଅଟେ?
ଉତ୍ତର:- ସାଉଦି ଆରବ
(୧୨)ଭାରତର ସବୁଠାରୁ ବଡ଼ ବିଶ୍ଵ ବିଦ୍ୟାଳୟର ନାମ କଣ?
ଉତ୍ତର:- ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ