ସୁଭଦ୍ରା ଯୋଜନାରେ କାହିଁକି ଜରୁରୀ ଡିବିଟି ଲିଙ୍କ ଜାଣନ୍ତୁ ଏହାର ପ୍ରକୃତ ତଥ୍ୟ
Updated: Sep 26, 2024, 17:13 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୁଭଦ୍ରା ଯୋଜନା ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ସୁଭଦ୍ରା ଯୋଜନା ବିଷୟରେ ଆସୁଥିବା ସବୁ ଖବର ଆପଣମାନେ ପାଇ ପାରୁଛନ୍ତି । ଏବେ ପୁଣି ସୁଭଦ୍ରା ଯୋଜନାକୁ ନେଇ ଆସିଛି କିଛି ଖବର । ଡିବିଟି ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ସୁଭଦ୍ରା ଟଙ୍କା ଡିବିଟି ନଥିଲେ ଫେରି ଯାଉଛି ବୋଲି ଖବର ଆସୁଥିବା ବେଳେ ଏହାକୁ ନେଇ କିଛି ଖବର ଆସିଛି ।
ସୁଭଦ୍ରା ଟଙ୍କା ଆଉ ଡିବିଟି ପାଇଁ ଫେରିଯିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଆପଣମାନେ ସହଜରେ ମୋବାଇଲରେ ଏହି ବ୍ୟବସ୍ଥା କରିପାରିବେ । ସହଜରେ ମୋବାଇଲରେ କରିପାରିବେ ଡିବିଟି । ଆଉ ଏହି ଭିଡିଓ ମାଧ୍ୟମରେ ଏହା କିପରି କରିପାରିବେ ତାହା ଆପଣମାନେ ଜାଣିପାରିବେ । ଡିବିଟି ପାଇଁ ଲୋକମାନେ ଜନସେବା କେନ୍ଦ୍ର ଆଉ ବ୍ୟାଙ୍କ ଯାଇଥାନ୍ତି ଆଉ ଏବେ ଲୋକମାନଙ୍କୁ ଯିବାକୁ ପଡିବ ନାହିଁ । ଲୋକମାନେ ଏହି ଡିବିଟି ପାଇଁ ଜନସେବା କେନ୍ଦ୍ରରେ ଲାଇନ ଲଗାଉଛନ୍ତି ।
କିନ୍ତୁ ଏବେ ଏହା ଆଉ କରିବାକୁ ପଡ଼ିବ ନାହିଁ । ଆପଣମାନେ ନିଜ ମୋବାଇଲରେ ଡିବିଟି କରିପାରିବେ । ଉପ ମୁଖ୍ୟମନ୍ତ୍ରୀ କହିଥିଲେ କି ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିଛି । ସେହି ଦିନ ଠାରୁ ମହିଳାମାନେ ଯେଉଁ ମାନଙ୍କର ଟଙ୍କା ଆସିନାହିଁ ସେମାନେ ବହୁତ ଚିନ୍ତାରେ ଅଛନ୍ତି । ଆଉ ଏହି ମହିଳାମାନେ ନଖାଇ ନପିଇ ଜନସେବା କେନ୍ଦ୍ରରେ ଲାଇନ ଲଗାଉଛନ୍ତି । ଏବେ କିନ୍ତୁ ଆପଣମାନେ ଘରେ ବସି ଏହା କରିପାରିବେ । ଆପଣଙ୍କ ଆଧାରରେ ମୋବାଇଲ ନମ୍ବର ଲିଙ୍କ ଥିଲେ ଆପଣ ଏହା କରିପାରିବେ ।
ପ୍ରଥମେ ନିଜ ମୋବାଇଲ ବା କମ୍ପ୍ୟୁଟରରେ ସର୍ଚ୍ଚ କରନ୍ତୁ ssuidai । ଏହାପରେ ସେହି ସାଇଟ୍ ଓପନ କରି ଆଧାର ନମ୍ବର ଆଉ କ୍ୟାପଚା ପକାନ୍ତୁ ଆଉ ଏହାପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଯିବ ଆଉ ଏହି ଓଟିପି ସେଥିରେ ପକାନ୍ତୁ ଆଉ ଲଗ ଇନ୍ କରନ୍ତୁ । ଏହାପରେ ବ୍ୟାଙ୍କ ସିଡ଼ିଂ ଲେଖା ଯାଇଥିବ । ଆଉ ଏହିପରେ ଆପଣମାନେ ସିଡିଂ ହୋଇଛି ନା ନାହିଁ ଜାଣିପାରିବେ । ଆପଣମାନେ ସର୍ଚ୍ଚ କରନ୍ତୁ mpci । ଆଉ ଏହାପରେ କ୍ଲିକ୍ କରି ସେଥିରେ ଦେଇଥିବା ତଥ୍ୟ ଆଉ ଏହି ଭିଡିଓରେ କୁହାଯାଇଥିବା ଅନୁସାରେ କରି ଡିବିଟି କରିପାରିବେ ।