Movie prime

ଓଃ ସକାଳୁ କି ବିଭତ୍ସ ଦୁର୍ଘଟଣା !!ଯୁବକ ର ଗୋଡ଼ କୁ ବାଟି ଦେଇ ଚାଲିଗଲା ଟ୍ରେନ !!

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବା ସହ ଅନେକ କିଛି କଥା ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ।ଏକ ଦୁର୍ଘଟଣା ବିଷୟରେ ଜାଣିପାରିବେ । ଏବେ ଏହି ଦୁର୍ଘଟଣା ବିଷୟରେ ଯିଏ ବି ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । କେତେବେଳେ କାହା ସହିତ କଣ ଯେ ହେବ ସେକଥା କିଏ ବା ଜାଣିଛି । 
Gv
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବକଙ୍କ ସହିତ ଏଭଳି କିଛି ଘଟଣା ଘଟିଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଯୁବକ ଜଣକ ସହିତ ଦୁର୍ଘଟଣା ହୋଇଛି । ଏହି ଯୁବକ ଜଣଙ୍କର ଟ୍ରେନ ସହ ଧକ୍କା ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ଯୁବକ ଜଣଙ୍କର ଗୋଡ କଟି ଯାଇଛି ବୋଲି ଖବର ଆସିଛି । କାମାକ୍ଷାନଗର ଥାନା ଅନୁଗୁଳ - ସୁକିନ୍ଦା ରେଳପଥ ମହୁପାଳ ଠାରେ ଦୁର୍ଘଟଣା ହୋଇଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।
Hh
ଏହି ଯୁବକ ଜଣକ ଶୌଚ ହେବା ପାଇଁ ରେଳ ଲାଇନ ପାର ହେବାକୁ ଯାଇଥିଲେ । ଆଉ ସେ ରେଳ ଧାରଣା ପାର ହେବା ସମୟରେ ଏଭଳି ଘଟଣା ଘଟିଥିବା ନେଇ ସୂଚନା ମିଳୁଛି । ସେହି ଯୁବକ ଜଣକ ରେଳ ଧାରଣା ପାର ହେବା ସମୟରେ ଏକ ଟ୍ରେନ ଆସୁଥିଲା । ଆଉ ଏହି ଟ୍ରେନ ସହ ଧକ୍କା ହୋଇଥିଲା ଯୁବକ ଜଣଙ୍କର । ଯୁବକ ଜଣଙ୍କର ଟ୍ରେନ ସହ ଧକ୍କା ହେବା ଦ୍ବାରା ତାଙ୍କର ଗୋଡ଼ରେ ଆଘାତ ହୋଇଛି । ଗୋଡ କଟି ଯାଇଛି ବୋଲି ଖବର ଆସିବା ପରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । 
ଏବେ ଏହି ଯୁବକ ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଖବର ଆସୁଛି । ଏହି ଯୁବକ ଜଣଙ୍କର ଗୋଡ ସମ୍ପୂର୍ଣ୍ଣ କଟି ଯାଇଛି ବୋଲି ଖବର ଆସିଛି । ଏହି ଖବର ପରିବାର ଲୋକ ପାଇବା ପରେ ଯୁବକ ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ଆଣିଥିଲେ । ଆଉ ଏବେ ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ମହୁପାଳ ଗାଁର ଏହି ଯୁବକ ଜଣକ ହେଉଛନ୍ତି ବିବେକ ପ୍ରଧାନ । ତାଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଖରାପ ହେବାରୁ ଏବେ ସେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Around The Web