ଓକିଲ କହିଲେ ଏମିତି ଆରେଷ୍ଟ୍ କରିବା ବଦଳରେ ଏମାନଙ୍କୁ ଏନକାଉଣ୍ଟର କରିବାର ଥିଲା...
Jan 11, 2025, 00:41 IST
ବର୍ତ୍ତମାନ ସମୟରେ କ୍ରାଇମ୍ ଏଭଳି ଭାବରେ ବଢ଼ିବାରେ ଲାଗିଛି କି ଆଉ କୌଣସି କ୍ରାଇମ୍ କୁ ମଧ୍ୟ କଣ୍ଟ୍ରୋଲ କରି ହେବ ନାହିଁ। ଏଭଳି ମାନସିକତା ଯେଉଁ ମାନଙ୍କ ରହିଛି ସେମାନଙ୍କୁ ମୂଳ ପୋଛ ମଧ୍ୟ କରିବା ଦରକାର୍। ଭୁବନେଶ୍ବର ରେ ଏବେ ଯେଉଁ ଘଟଣା ଘଟି ଯାଇଛି ତାହାକୁ ସାରା ଓଡ଼ିଶାରେ ଖୁବ ନିନ୍ଦା କରା ଯାଉଛି। ଯେଉଁ ଅପରାଧୀ ମାନେ ଏଭଳି କାଣ୍ଡ ସବୁ ଘଟାଉ ଛନ୍ତି ତାଙ୍କୁ ଏନକାଉଣ୍ଟର କରି ମାରିଦେବା କଥା।
ଦିନ ଦ୍ୱିପ୍ରହରରେ ହତ୍ୟା କରି ମୁ-ଣ୍ଡ କାଟି ଦେବା ଏକ ଖୁବ ନୃଶଂସ ଘଟଣା ଅଟେ। ଏଭଳି ସବୁ ଘଟଣା ଦିନକୁ ଦିନ ରାଜଧାନୀ ରେ ବଢ଼ିବାକୁ ଲାଗୁଛି। ପୋଲିସ ମିତ୍ର ଙ୍କ ଜୀବନ ବର୍ତ୍ତମାନ ସମୟରେ ସୁରକ୍ଷିତ ନୁହେଁ। ସାରା ଓଡ଼ିଶାରେ ସେମାନଙ୍କୁ ପୋଲିସ ପ୍ରଶାସନ ସୁରକ୍ଷା ଦେବା ନିହାତି ଦରକାର୍ ଅଟେ। ଏକଥା ଜଣେ ବରିଷ୍ଠ ଓକିଲ ନିଜ ମନ୍ତବ୍ୟ ରଖିଥିଲେ। ଏବେ ଭୁବନେଶ୍ୱର ରେ ସୁଦୂର ନୟାଗଡ଼ ରୁ ଆସି ଏଭଳି ଘଟଣା ଘଟାଇ ଯାଇଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା କି ଜଣେ ମହିଳା ହିଁ ଏଭଳି କିଛି ପ୍ଲାନ୍ କରିଥିଲେ। ଆଉ ସବୁ କାମ କେମିତି ସୁରୁଖୁରୁ ରେ ହେବ ସେଥିପ୍ରତି ମଧ୍ୟ ସେ ନଜର ରଖିଥିଲେ। ପୁର୍ବରୁ ସେ ମହିଳା ମଧ୍ୟ ବ୍ରାଉନ ସୁଗାର କେଶ ରେ ଆରେଷ୍ଟ ହୋଇଥିବା ବେଳେ। ପ୍ରତିଶୋଧ ନେବା ପାଇଁ ଚାହିଁ ବସିଥିଲେ। ଆଉ ଏହାପରେ ସେ ଜେଲ ରୁ ମୁକୁଳିବା ମାତ୍ରେ ହିଁ ଏଭଳି କାଣ୍ଡ ଘଟାଇ ଦେଇଥିଲେ। ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ,
ଏବେ ସାରା ଓଡ଼ିଶାରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ସମ୍ପର୍କରେ ଯେ କେହି ମଧ୍ୟ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି। ତେବେ ଏହି ଘଟଣା ସମ୍ପର୍କରେ ଶୁଣି ସାରିବା ପରେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଆପଣଙ୍କ ପ୍ରତିକ୍ରିୟା ନିଶ୍ଚିତ ଭାବରେ ଆମକୁ ଜଣାଇବେ।