Movie prime

ସାବିତ୍ରୀ ଦିନ ପ୍ରତ୍ୟେକ ବିବାହିତା ମହିଳାମାନେ ସିନ୍ଦୂର ଫରୁଆରେ ରଖନ୍ତୁ ଏହି ଜିନିଷ ବଢିବ ସ୍ଵାମୀଙ୍କ ଆୟୁଷ

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚଳିତ ବର୍ଷ ଜୁନ ୬ତାରିଖ ଦିନ ପବିତ୍ର ସାବିତ୍ରୀ ବ୍ରତ ହେବାକୁ ଯାଉଛି। ଏହି ପବିତ୍ର ଦିନରେ ମହିଳାମାନେ ତାଙ୍କ ସ୍ଵାମୀଙ୍କ ଦୀର୍ଘାୟୁ ନିମନ୍ତେ ଉପବାସ ରଖିଥାନ୍ତି। ତେବେ ଏହି ଦିନରେ ଆପଣ ସିନ୍ଦୁର ଡବାରେ ରଖନ୍ତୁ ଏହି ଜିନିଷକୁ ସ୍ଵାମୀ ହେବେ କୋଟିପତି।
Hh
ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହିତ ମହିଲାମାନଙ୍କ ପାଇଁ ସିନ୍ଦୁର ର ମହତ୍ଵ ବହୁତ ଅଧିକ ରହିଥାଏ। ମାତ୍ର ସିନ୍ଦୁର ଲଗେଇବା ସମୟରେ ଆମେମାନେ କିଛି ଭୁଲ କରିଥାଉ ଯାହା ଅଶୁଭ ଘଟାଇଥାଏ। ଆଧୁନିକ ସମାଜରେ କିଛି ଲୋକମାନେ ସିନ୍ଦୁରର ମୂଲ୍ୟ କୁ ପରିବର୍ତ୍ତନ କରୁଛନ୍ତି। ଯେଉଁ ମହିଳାମାନେ ମଥାରେ ସିନ୍ଦୁର ଧାରଣ କରନ୍ତି ନାହିଁ ତାଙ୍କ ସ୍ଵାମୀଙ୍କ ଜୀବନ ଧନ ଓ ସ୍ଵାସ୍ଥ ଜନିତ ସମସ୍ୟା ଦେଖାଯାଇଥାଏ। 
୧- ବିବାହିତ ମହିଳାମାନେ ନିଜ ପଇସାରେ କିଣି ଥିବା ସିନ୍ଦୁରକୁ ପିନ୍ଧିବା ଉଚିତ୍। ଅନ୍ୟ ମହିଳା ବ୍ୟବହାର କରୁଥିବା ସିନ୍ଦୁର ଲଗେଇବା ଅଶୁଭ ହୋଇଥାଏ ଏବଂ ତାଙ୍କ ସ୍ଵାମୀଙ୍କୁ ଧନର ସମସ୍ଯା ଦେଖାଯାଇଥାଏ। 
Hh
2- ବିବାହିତ ମହିଳାଙ୍କୁ ଉପହାର ରେ ମିଳିଥିବା ସିନ୍ଦୁରର ବ୍ୟବହାର କରିବା ଅନୁଚିତ୍।
3- ସ୍ନାନ କରିବା ପରେ ସିନ୍ଦୁର ଲଗେଇବା ଉଚିତ୍।
4- ସିନ୍ଦୁର ଲଗେଇବା ସମୟରେ ସ୍ଵାମୀ ର ଲମ୍ବା ଆୟୁ ଓ ସୁସ୍ଥ ଜୀବନ ର କାମନା କରି ଧାରଣ କରିବା ଉଚିତ୍ ହୋଇଥାଏ।
5- ସିନ୍ଦୁର ଲଗେଇବା ବେଳେ ମାତା ପାର୍ବତୀ କୁ ଧ୍ୟାନ କରି ଲଗେଇବା ଦ୍ଵାରା ଅଖଣ୍ଡ ଶୋଭାଗ୍ୟବତୀ ର ବରଦାନ ପ୍ରାପ୍ତ କରିଥାନ୍ତି।
6- ମାସିକ ଧର୍ମ ଚାଲୁଥିବା ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ ନଚେତ୍ ସିନ୍ଦୁରର ଅପମାନ ହୋଇଥାଏ।
7- ସିନ୍ଦୁର ତଳେ ପଡିବା ବହୁତ ଅଶୁଭ ହୋଇଥାଏ। ତେଣୁ ଆପଣ ପିଲାମାନଙ୍କ ଠାରୁ ଓ ଯେଉଁ ସ୍ଥାନରେ ରଖିଲେ ଯେପରି ତାହା ନ ପଡିବ ସେହି ସ୍ଥାନରେ ତାହାକୁ ରଖନ୍ତୁ।
8- କାହାରି ଆଗରେ ସିନ୍ଦୁର ଲଗାନ୍ତୁ ନାହିଁ ତାହା କରିବା ଦ୍ଵାରା ଆପଣ ଦୁଇହିଙ୍କ ଭିତରେ ପ୍ରେମ କମିଯାଇଥାଏ।
9- ଶାସ୍ତ୍ର ଅନୁସାରେ ଯେଉଁ ମହିଳା ସିନ୍ଦୁରକୁ ଛୁଟି ମଧ୍ୟରେ ଲୁଚେଇ ରଖିଥାନ୍ତି ସମାଜରେ ତାଙ୍କ ସ୍ଵାମୀଙ୍କ ମାନ ସନମାନ ମଧ୍ୟ ଲୁଚି ଯାଇଥାଏ।
10- ସିନ୍ଦୁର ଡବାରେ ପଇସା ରଖିବା ଅତ୍ୟଧିକ ଶୁଭ ମାନା ଯାଇଥାଏ।