Movie prime

କେବଳ ଏହିମାନେ ପାଇ ପାରିବେ ସୁଭଦ୍ରା ଯୋଜନାର ଟଙ୍କା ଦେଖନ୍ତୁ ପାଖରେ ଥିବା ଦରକାର ଏହିସବୁ କାଗଜପତ୍ର

 
Vg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ରାଜ୍ୟର ମହିଳା ମାନଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର୍। ଲକ୍ଷ ଲକ୍ଷ ମହିଳାଙ୍କୁ ମିଳିବ ସଭୁଦ୍ରା ଯୋଜନା। ଘରେ ବସି ମାଗଣାରେ ପାଇବେ ସୁଭଦ୍ରା ଟଙ୍କା। ରାଜ୍ୟରେ ଆରମ୍ଭ ହେଇଛି ନୂଆ ସରକାର ଏବଂ ନୂଆ ଯୋଜନା। 
Bb
ଏହି ଯୋଜନା ମାଧ୍ୟମରେ ରାଜ୍ୟର ଉପଯୁକ୍ତ ହିତାଧିକାରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ସହାୟତା ରାଶିର ଭାଉଚର। ଯେଉଁ ଟଙ୍କାକୁ ବ୍ୟବହାର କରି ସେମାନେ ସଶକ୍ତିକରଣ ହେଇପାରିବେ। ଆଗାମୀ ୧୦୦ ଦିନ ମଧ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା। ସରକାର ଗଢ଼ିବା ପୂର୍ବରୁ ନିର୍ବାଚନ ବିଜେପି ଇସ୍ତାହରରେ ଯାହା କରିଥିଲ ତାହା କରି ଦେଖାଇଛି। ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା କ୍ୟାସ୍ ଭାଉଚର୍ ମିଳିବ ବୋଲି କହିଛି ବିଜେପି। 
Rr
ଏହି ଯୋଜନା କେବଳ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ। କେବଳ ବିବାହିତ ମହିଳା ଏହି ଯୋଜନାରେ ହକଦାର ହେଇପାରିବେ। ଆଧାର କାର୍ଡ, ବ୍ୟାଙ୍କ୍ ଆକାଉଣ୍ଟ ,ଘର ଠିକଣାର ପ୍ରମାଣପତ୍ର, ମୋବାଇଲ ନମ୍ବର, ଫୋଟ, ଇନକମ ସାର୍ଟିଫିକେଟ, ରାସନ କାର୍ଡ ଆଦି ଥିବା ନିହାତି ଆବଶ୍ୟକ। ଯଦି ଏହିସବୁ ଜିନିଷରେ ଆପଣଙ୍କର ନାଁ କିମ୍ବା ସ୍ବାମୀଙ୍କ ନାଁ ଭୁଲ ରହିଛି ବା ଘର ଠିକଣା ଭିଲ ରହିଛି ତେବେ ଆପଣ ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ ନାହିଁ। 
ବନ୍ଧୁଗଣ ଯଦି ଏହିସବୁ ଡକମେଣ୍ଟ ଆପଣଙ୍କ ପାଖରେ ନାହିଁ ତାହାଲେ ଆପଣ ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ ନାହିଁ। ଏହି ଯୋଜନା କେବଳ ଓଡ଼ିଶାର ସ୍ଥାନୀୟ ବାସିନ୍ଦାଙ୍କୁ ମିଳିବ। ପ୍ରତ୍ୟେକ ପରିବାରର ଜଣଙ୍କୁ ହିଁ ଏହି ଯୋଜନାର ଲାଭ ମିଳିପାରିବ। ୨୩ ବର୍ଷରୁ ୬୯ ବର୍ଷ ନିହାତି ହେଇଥିବା ଆବଶ୍ୟକ। ସବୁଠାରୁ ବଡ଼କଥା ହେଉଛି ଏହି ଯୋଜନାରେ ସରକାରୀ ଚାକିରି କରିଥିବା ମହିଳା ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିପାରିବ ନାହିଁ।