Movie prime

OY0 ରେ ଚାଲିଥିଲା ସେ-କ୍ସ ହଠାତ୍ କବାଟ ପିଟିଲା ପୋଲିସ୍...!

 
Gg
ଆପଣମାନେ ସମସ୍ତେ Oyo ହୋଟେଲ ବିଷୟରେ ତ ଆସୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । Oyo ହୋଟେଲରେ ଅନେକ ଯୁବକ ଆଉ ଯୁବତୀଙ୍କୁ ପୋଲିସ ଗିରଫ କରିଛି । ଏବେ ପୁଣି ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ପୋଲିସ ଏହି Oyo ହୋଟେଲରେ ପୁଣି ରେଡ କରିଛି ବୋଲି ସୂଚନା ମିଳିଛି । ପୋଲିସ ଏବେ ଏହି ଘଟଣାକୁ ନେଇ ଅନେକ କିଛି କଥା କହିଛନ୍ତି । ଏହି ଘଟଣା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଜାଣିପାରିବେ । Oyo ହୋଟେଲରେ ଘଟିଛି କିଛି କାଣ୍ଡ ।
Hh
ଯୁବତୀ ଜଣଙ୍କୁ ୫ ରୁ ୬ ହଜାର ନେଇ ଏହି ଓୟୋ ହୋଟେଲରେ ରଖୁଥିଲେ । ସେହି ହୋଟେଲରେ ହଠାତ୍ ପୋଲିସ ପହଞ୍ଚି ଯାଇଥିଲା । ଆଉ ସେତେବେଳେ ଏହି ପୋଲିସକୁ ଦେଖି ଭିତରେ ଥିବା ଯୁବକ ଆଉ ଯୁବତୀ ଛାନିଆ ହୋଇ ପଡ଼ିଛନ୍ତି । ପୋଲିସ୍ କବାଟ ବାଡେଇବା ପରେ ଯୁବକ ଆଉ ଯୁବତୀ ଭୟଭୀତ ହୋଇଗଲେ । ଆଉ ଭୟଭୀତ ହୋଇ କବାଟ ଖୋଲିଲେ କିନ୍ତୁ ସେମାନେ ପୋଷାକ ପିନ୍ଧିବାକୁ ବିଳମ୍ବ କରି ଦେଇଥିଲେ । ଏହି ଯୁବକ ଆଉ ଯୁବତୀଙ୍କୁ ଏଭଳି ଅବସ୍ଥାରେ ପୋଲିସ ରେଡ କରି ଧରି ନେଇଛି । 
Hh
କେବଳ ଏହି କାମ ହୋଟେଲ ଭିତରେ ନୁହେଁ ବରଂ ପାଇଖାନାରେ ମଧ୍ୟ ଚାଲୁଥିଲା । ଏହି ଘଟଣାକୁ ନେଇ ଏବେ ଅନେକ କଥା ଆସୁଛି । ଭଦ୍ରକ ଜିଲ୍ଲାରେ ଏଭଳି ରେଡ ହୋଇଛି । ଆଉ ରେଡ ପରେ ଅନେକ ଘଟଣା ସାମ୍ନାକୁ ଆସିଛି । ପୋଲିସ ଗ୍ରାହକ ବେଶରେ ହୋଟେଲକୁ ଯାଇଥିଲେ । ଦେହଜୀବୀଙ୍କୁ ହୋଟେଲରେ ରଖି ଯୁବକମାନଙ୍କ ଠାରୁ ଟଙ୍କା ନେଇ ତାଙ୍କୁ ଦେହ ସୁଖ ଦିଆଯାଉଛି । ଏହି ହୋଟେଲରେ ଏଭଳି କାମ କରାଯାଉଛି । ହୋଟେଲରେ ରହି ଦେହ ବ୍ୟବସାୟ କରିବା ଏବେ ମହଙ୍ଗା ପଡିଲା ।
ଦେହ ବ୍ୟବସାୟୀମାନେ ହୋଟେଲ, ଭଡ଼ା ଘର, ଟେଲରିଙ୍ଗ ଘର ଆଦିରେ ରହି ଦେହ ବ୍ୟବସାୟ କରୁଛନ୍ତି । ଆଉ ଏଭଳି ବିଷୟରେ ପୋଲିସ ଜାଣିବା ପରେ ଏବେ ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ସନ୍ଧ୍ୟା ସମୟରୁ ରାତି ପର୍ଯ୍ୟନ୍ତ ପୋଲିସ ଏହି ଉପରେ ଅନେକ ହୋଟେଲ ରେଡ କରିଛି ଆଉ ଏବେ ଏହି Oyo ହୋଟେଲରୁ ଏବଂ ଗୋଟିଏ ଟେଲରିଂ ଦୋକାନର ପାଇଖାନାରୁ ଦେହଜୀବୀ ଯୁବତୀଙ୍କ ଯୁବକଙ୍କୁ ଗିରଫ କରିଛି । ତିନିଜଣ ଦେହଜୀବୀ ଏବଂ ଦୁଇଜଣ ଯୁବକଙ୍କୁ ପୋଲିସ ଅଟକ ରଖିଛି । ଏବେ ଏହି ଘଟଣାର ଯାଞ୍ଚ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।

Around The Web