୨୫୦୦୦ ଟଙ୍କା ପାଇଁ ଅଟୋବାଲାର ମୁଣ୍ଡକୁ ହା-ଣିଦେଲା ସ୍କୁଲ୍ ବେଳର ସାଙ୍ଗ ଆଉ ତାପରେ
Dec 27, 2024, 16:11 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟିଯାଉଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁହାଯାଏ ଯେ ଗୋଟିଏ ସାଙ୍ଗ ଥିଲେ ଲୋକଟି ଅନେକ ବିପଦରୁ ମୁକ୍ତି ପାଇଯିବ । କିନ୍ତୁ ଯଦି ସାଙ୍ଗ ଏଭଳି ଜୀବନ ନେଲା ଭଳି ହୋଇଥିବ ତାହେଲେ ଆଉ ଶତ୍ରୁ ଆବଶ୍ୟକ ନାହିଁ । ଏବେ ଏଭଳି କିଛି ଘଟଣା ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ । ଜଣେ ଅଟୋ ଡ୍ରାଇଭରକୁ ଅଟୋ ଭଡ଼ା ଅଛି କହି ଦୁବୃର୍ତ୍ତମାନେ ଡାକିଥିଲେ । ସେମାନେ ଏକ ନିଛାଟିଆ ରାସ୍ତାକୁ ତାଙ୍କୁ ଡାକିଥିଲେ ।
ତାଙ୍କୁ ଡ଼ାକି ସେଠାରେ ତାଙ୍କର ଜୀବନ ନେଇ ଯାଇଥିଲେ । ଅଟୋ ଭଡ଼ା ଭାବି ଦୁଇ ପଇସା କମାଇବା ପାଇଁ ଯୁବକ ଜଣକ ସେହି ସ୍ଥାନକୁ ଯାଇଥିଲେ । ଆଉ ସେ ଜାଣି ନଥିଲେ କି ତାଙ୍କୁ ଯିଏ ସେହି ସ୍ଥାନକୁ ଡାକିଛି ସେ ହିଁ ତାର ଜୀବନ ନେଇଯିବ । ଯେଉଁ ଯୁବକ ଜଣକ ତାଙ୍କୁ ଡାକିଥିଲେ ସେ ଅଟୋ ଡ୍ରାଇଭରକୁ ଛୁରୀ ମାରି ଦେଇଥିଲେ । ଆଉ ଏହି ଯୁବକ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଏହି ଅଟୋ ଡ୍ରାଇଭର ଜଣଙ୍କର ସ୍କୁଲ ବେଳର ସାଙ୍ଗ । ଏହି ଯୁବକ ଜଣକ ନୃଶଂସ ଭାବରେ ନିଜ ସାଙ୍ଗକୁ ହ-ତ୍ୟା କରିଛି ।
ଏବେ ଛୁରୀ ଭୁସିଥିବା ଅଭିଯୋଗରେ ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଅଟୋ ଡ୍ରାଇଭର ଜଣକ ତାଙ୍କ ସାଙ୍ଗ ଠାରୁ ୨୫ ହଜାର ଟଙ୍କା ଧାର ନେଇଥିଲେ କିନ୍ତୁ ଅସୁବିଧା ଯୋଗୁଁ ଟଙ୍କା ଫେରାଇ ପାରୁ ନଥିଲେ । ଏହାପରେ ସାଙ୍ଗ ସାଙ୍ଗର ହତ୍ୟା କରିଥିଲା । ଏହି ଘଟଣାରେ ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ମାଇକଞ୍ଜ ଜିରିକା ଅଞ୍ଚଳର ୨୫ ବର୍ଷୀୟ ରମେଶ ଝୋଡ଼ିଆ । ଗତ ୧୪ ତାରିଖରେ ହୋଇଥିବା ହତ୍ୟାକାଣ୍ଡର ଫର୍ଦାଫାସ କରିଛି ପୋଲିସ । ଏବେ ଅଭିଯୁକ୍ତ ଜଣଙ୍କୁ ପୋଲିସ ଗିରଫ କରିଛି ।
ଏହି ଡ୍ରାଇଭର ଜଣକ ୨୫ ହଜାର ଟଙ୍କା ସାଙ୍ଗ ଠାରୁ ନେଇଥିଲେ । ଆଉ ସେ ଅଭାବ କାରଣରୁ ଟଙ୍କା ଦେଇପାରି ନଥିଲେ । ଆଉ ଏହି କାରଣରୁ ସାଙ୍ଗ ଜଣକ ଏଭଳି କାମ କରିଥିଲା । ଏହି ସାଙ୍ଗ ଜଣକ ନିଜ ସାଙ୍ଗର ଜୀବନ ନେଇଗଲା । ସାଙ୍ଗ ଜଣକ ସାଙ୍ଗକୁ ଛଳନରେ ଭଡ଼ା ପାଇଁ ଡ଼ାକି ତାର ଜୀବନ ନେଇଗଲା । ଆଉ ସେ ଛୁରୀ ମାରି ତାଙ୍କୁ ହ-ତ୍ୟା କରିଥିଲା । ଏହି କାରଣରୁ ଏବେ ପୋଲିସ ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛି । ଆଉ ଏବେ ପୋଲିସ ତାଙ୍କୁ ଗିରଫ କରିବା ସହ ଯେଉଁ ଛୁରୀରେ ତାଙ୍କୁ ହ-ତ୍ୟା କରାଯାଇଥିଲା ତାକୁ ପୋଲିସ ମଧ୍ୟ ଜବତ କରିଛି ।