Movie prime

ପଢୁଆଁ ହୋଇ ଫେରୁଥିଲେ...ଗୁଣ୍ଡ ହେଲା KTM ୨ ସାଙ୍ଗ ହେଲା ଛେତେରା

 
Hh
ପ୍ରଥମାଷ୍ଟମୀ ଭଳି ଏକ ଶୁଭ ଦିନରେ ଏଭଳି ଘଟଣା ଘଟି ଯାଇଛି ଯାହାକୁ ଶୁଣିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ। ପ୍ରଥମାଷ୍ଟମୀ ଦିନରେ ପରୁଆଁ ହୋଇ ଦୁଇ ସାଙ୍ଗ ଫେରୁଥିଲେ ନୂଆ ଡ୍ରେସ୍ ପିନ୍ଧି ସେମାନେ କେତେ ହସଖୁସିରେ ଯାଉଥିଲେ KTM ବାଇକ ରେ ଦୁଇଜଣ ସାଙ୍ଗ କେତେ କଣ କଥା ହୋଇ ଘରକୁ ଫେରୁଥିଲେ। ହେଲେ କେହି ଜାଣି ନଥିଲେ କି ଏଥର ଆଉ ସେମାନେ ଘରେ ପହଞ୍ଚି ପାରିବେ ନାହିଁ ବୋଲି 
Gg
ଅଧା ବାଟରେ ଜଗି ବସିଥିଲା ଯମ।KTM ବାଇକ୍ ଦୁଇ ଫାଳ ହୋଇ ପଡି ରହିଛି ଆଉ ଏହି ଦୁଇ ସାଙ୍ଗ ଏବେ ଦୁନିଆ ଛାଡି ଚାଲି ଯାଇଛନ୍ତି। ଗାଡ଼ି ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା ଆଉ ଏହାପରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଆଉ ଦୁର୍ଘଟଣା ଟି ଏମିତି ଘଟିଛି ଯେ KTM ବାଇକ୍ ଟି ସଂପୂର୍ଣ୍ଣ ଭାବରେ ଭାଙ୍ଗି ରୁଜି ଚୂର୍ମାର ହୋଇ ଯାଇଛି। ଆଉ ଏହି ବାଇକ୍ ଟି ରାସ୍ତା କଡ଼ରେ ପଡ଼ି ରହିଛି।
Hh
ପ୍ରଥମାଷ୍ଟମୀ ରେ ଅକାଳରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ। ଏଭଳି ଏକ ଦୁର୍ଘଟଣା ଘଟି ଯାଇଛି ବଲାଙ୍ଗୀର ଜିଲ୍ଲାର,୨୬ ନମ୍ୱର୍ ଜାତୀୟ ରାଜପଥ ଖରାଲିକାନି ଛକ ନିକଟରେ। ହଠାତ୍ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା ଏହି KTM ବାଇକ୍ । ଏହାପରେ KTM ବାଇକ୍ ର ଆଗ ଚକା ଗାଡିରୁ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇ ଯାଇଥିଲା ଏହାପରେ ବାଇକ୍ ଦୁଇ ଫାଳ ହୋଇ ଯାଇଥିଲା ।
ଘଟଣାସ୍ଥଳରେ ଦୁଇ ଦୁଇ ଜଣକ ଜୀବନ ଚାଲି ଯାଇଥିଲା। ମୃ-ତ-କ ଦୁଇଜଣ ହେଲେ ରତାଖଣ୍ଡି ଗ୍ରାମର। ଏହାପରେ ସ୍ଥାନୀୟ ଲୋକ ତାଙ୍କୁ ଭୀମ ଭୋଇ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଇ ଥିଲେ। ହେଲେ ଘଟଣା ସ୍ଥଳରେ ହିଁ ଦୁହିଁଙ୍କ ମୃ-ତ୍ୟୁ ହୋଇ ଯାଇଥିଲା। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ଭୁଲି ଯିବେ ନାହିଁ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.