Movie prime

ମୋଦୀ ଓଡ଼ିଶା ଆସିବା ଆଗରୁ ଉଡ଼ିଲା ପାକିସ୍ତାନୀ ପତକା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସନ୍ତାକାଲି ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ବିଜେପି ସରକାର ବେଶ ଚଳଚଞ୍ଚଳ ହୋଇ ଉଠିଛି। ପ୍ରଧାନମନ୍ତ୍ରୀ ଭୁବନେଶ୍ବରର ଜନତା ମଇଦାନରେ ସଭା କରିବେ। ସେଠାରେ ସେ ଓଡିଶାର ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Gv
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୧୧ଟା ୩୫ମିନିଟରେ ଭୁବନେଶ୍ବରରେ ପହଞ୍ଚିବେ। ସେ ରାଜଧାନୀରେ ପ୍ରାୟ ୩ଘଣ୍ଟା ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ରହିଛି। ତେବେ ବନ୍ଧୁଗଣ କାର ଆଗରେ ନୀଳ ରଙ୍ଗର ପତାକା ଉଡ଼ାଇ ଭୟଭୀତ କରାଇଲେ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଯୁବକ। ମୋଦୀଙ୍କ ଆସିବ ଆଗରୁ ନିଜ ଉପସ୍ଥିତି କୁ ଜାହିର କଲେ। ବନ୍ଧୁଗଣ ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପାଇଁ ଭୁବନେଶ୍ବର ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି। 
Cc
ଆଉ ଏହାର ଗୋଟିଏ ଦିନ ପୂର୍ବରୁ କିଛି ନିର୍ଦ୍ଧିଷ୍ଟ ସଂପ୍ରଦାୟର ଯୁବକ ମାନେ ପାକିସ୍ତାନ ଭଳି ପତାକା ଉଡ଼ାଇ ରଚିଲେ ଆତଙ୍କ। ରାସ୍ତାରେ ଯାଉଥିବା ସାଧାରଣ ଲୋକ ଭୟରେ ଅଟକି ଯାଇଥିଲେ। ମାଷ୍ଟର କ୍ୟାଣ୍ଟିନ୍ ରୁ ବାଣୀ ବିହାର ରାସ୍ତାରେ ରାସ୍ତାରେ ଯୁବକ ମାନେ ଆତଙ୍କ ଖେଳାଉଛନ୍ତି। ଯେଉଁ ରାସ୍ତାରେ ୧୭ ତାରିଖ ଦିନ ମୋଦି ଆସିବେ। କାର ପୁରା କ୍ଷୀପ୍ର ଗତିରେ ରାଜରାସ୍ତାରେ ଗାଡ଼ି ଚାଲିଛି। ରାସ୍ତା ମଝିରେ ହୋ ହାଲ୍କା ଗର୍ଜନ ମଧ୍ୟ କରୁଛନ୍ତି ଯୁବକ ମାନେ। 
ସାଧାରଣ ଲୋକଙ୍କ ଜୀବନ ପ୍ରତି ସେମାନଙ୍କର ଟିକେ ହେଲେ ଭୟ ନାହିଁ। ଭୁବନେଶ୍ୱର ରେ ପାକିସ୍ତାନ ଭଳି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେପଟେ ଏହି ଦୃଶ୍ୟ ଭାଇରାଲ୍ ହେବା ପରେ ଦୁଇଟି ଗାଡ଼ିକୁ ଜବତ କରିବା ସହ ପାଞ୍ଚ ଜଣକୁ ଗିରଫ କରିଛି କମିଶନରେଡ୍ ପୋଲିସ୍। ତେବେ ବନ୍ଧୁଗଣ ସେମାନେ ଏମିତି କଣ ପାଇଁ ଗାଡ଼ି ଚଳାଉ ଥିଲେ ତାହାକୁ ନେଇ ପଚାର ଉଚରା କରାଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.