Movie prime

ଆଙ୍ଗୁଠି ଦେଖେଇ ମୋଦୀ ଙ୍କୁ ଡରେଇଲେ ପାଣ୍ଡିଆନ..ନବୀନ ବାବୁ ଙ୍କ ବେଜ୍ଜିତ ର ବଦଲା ନେବୁ

 
Bb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଓଡ଼ିଶା ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆସନ୍ତା ଏକ ତାରିଖ ଦିନ ହେବାକୁ ଯାଉଛି।କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ରେ ଏ ନେଇ ଚର୍ଚ୍ଚା ଜୋର ଧରିଛି।ଆମେ ଆଜି ସେହି ନିର୍ବାଚନ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Bb
ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ୫ ଟି ସଚିବ ଭି କେ ପାଣ୍ଡିଆନ ଚାନ୍ଦବାଲି ଗ୍ରସ୍ତ ରେ ଆସି ଥିଲେ।ସେଠାରେ ବିଜୁ ଜନତା ଦଳ ପକ୍ଷ ରୁ ଏକ ବଡ ସଭା ର ଆୟୋଜନ କରା ଯାଇ ଥିଲା।ଏହି ସଭା ରେ ସେ ଯାହା ବି କହିଥିଲେ ତାହାକୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।
ସୂଚନା ଅନୁସାରେ ଚାନ୍ଦବାଲି ରେ ଆଜି ଏକ ବଡ ସଭା ର ଆୟୋଜନ କରା ଯାଇଥିଲା।ଏଥିରେ ୫ ଟି ସଚିବ ତଥା ବିଜେଡି ନେତା ଭି କେ ପାଣ୍ଡିଆନ କହି ଥିଲେ କି ମୋର ରାଜନୀତି ବିଷୟ ରେ ଏତେ ଜ୍ଞାନ ନାହିଁ।କେବଳ ଆପଣ ମାନଙ୍କ ଭଲ ପାଇବା ଓ ମୁଖ୍ୟ ମନ୍ତ୍ରୀ ଙ୍କ ପାଇଁ ମୁଁ ରାଜନୀତି ରେ ପ୍ରବେଶ କରିଛି।ସବୁବେଳେ ଓଡ଼ିଶା ର ଉନ୍ନତି କଥା ଚିନ୍ତା କରିଛି।ଆସନ୍ତା ଏକ ତାରିଖ ରେ ଆପଣ ମାନେ ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭୋଟ ଦେଇ ଜିତାଇବେ।
Gg
ବିରୋଧୀ ଦଳ କେବଳ କଥା କହିବା ଜାଣିଛନ୍ତି।ଆଜି ଯାଏଁ ତେଲ ଦର କମିଲା ନାହିଁ।ରାଜ୍ୟ ର ଉନ୍ନତି ହୋଇ ପାରିଲା ନାହିଁ।ଏବେ ବାହାରୁ ନେତା ମାନେ ଆସି ଖରାପ ଭାଷା ରେ ଆମ ମୁଖ୍ୟ ମନ୍ତ୍ରୀ ଙ୍କୁ ଗାଳି ଦେଉଛନ୍ତି।ତାହାକୁ ଆପଣ ମାନେ କେବେ ସହି ପାରିବେ କି ବୋଲି ସେ କହିଥିଲେ।ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆମର କିଭଳି ବିକାଶ ହେବ ତାହା ସବୁବେଳେ ଚିନ୍ତା କରିଛନ୍ତି।କାଳିଆ ଯୋଜନା ଠୁ ଆରମ୍ଭ କରି ବିଭିନ୍ନ ମନ୍ଦିର ଗୁଡିକ ର ବିକାଶ କେବଳ ଆମ ମୁଖ୍ୟ ମନ୍ତ୍ରୀ କରିଛନ୍ତି।
ରାଜ୍ୟ ରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ସେମାନେ କହି ଥିଲେ।ହେଲେ ଆଜି ଯାଏଁ ସେହି ବିରୋଧ ଦଳ କରି ପାରି ନାହାଁନ୍ତି।ଲୋକ ମାନଙ୍କ ଉନ୍ନତି ପାଇଁ ଆମେ ଅନେକ କିଛି କରିଛୁ।ଆପଣ ମାନେ ଆମକୁ ଆଉ ଥରେ ସୁଯୋଗ ଦିଅନ୍ତୁ।ଆସନ୍ତା ଏକ ତାରିଖ ରେ ଯୋଡ଼ି ଶଙ୍ଖ ରେ ଭୋଟ ଦିଅନ୍ତୁ ବୋଲି ସେ କହି ଥିଲେ।