Movie prime

ଆଉ ଖସିପାରିବେନି ପାଣ୍ଡିଆନ କଡାଗଣ୍ତା ହିସାବ ଦେବେ

 
Nh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କାଲି ବିଜୁ ଜନତା ଦଳ ର ନେତା ଭି କେ ପାଣ୍ଡିଆନ ନିଜର ଗୋଟିଏ ଭିଡିଓ କରି ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରି ଥିଲେ।ସେ କହିଥିଲେ କି ଆଜିଠାରୁ ସେ ରାଜନୀତି ରୁ ସନ୍ନ୍ୟାସ ନେଉଛନ୍ତି।ତେବେ ତାଙ୍କର ଏହି କଥା ଗୁଡ଼ିକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ କହିଥିଲେ କି ଏବେ ସେ ନିଜ ଗାଁ ରେ ଯାଇ ରହିବେ।ରାଜନୀତି ଠାରୁ ସେ ଦୂରେଇ ରହିବେ।ହେଲେ ଏହାକୁ ନେଇ ସାରା ଓଡ଼ିଶା ରେ ବିଭିନ୍ନ ମତ ପ୍ରକାଶ ପାଇଛି।
Bh
ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସାଂସଦ ପ୍ରତାପ ଷଡଙ୍ଗି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ କହିଥିଲେ କି ବିଜୁ ଜନତା ଦଳ ଅନେକ ବର୍ଷ ଧରି ରାଜନୀତି ରେ ଅଛନ୍ତି।ଏହା ନେତା ମନ୍ତ୍ରୀ ମାନଙ୍କ ବିରୋଧ ରେ ତଦନ୍ତ ହେବା ଆବଶ୍ୟକ।ଏବେ କ୍ରାଇମବ୍ରାଞ୍ଚ ଓ ଇଡି ସେହି ନେତା ମାନଙ୍କ ଘର କୁ ଯାଇ କବାଟ ବାଡ଼େଇବେ।ଏତେ ବର୍ଷ ଭିତରେ ଓଡ଼ିଶା ର ସେମାନେ ବହୁତ କିଛି ଖାଇ ଛନ୍ତି।ଖଣି ଦୁର୍ନୀତି ହତ୍ୟା ଚୋରି ଏସବୁ କେସ ରହିଛି ତାଙ୍କ ନାମରେ।
Gg
ଏଭଳି ନେତା ମାନଙ୍କୁ ଦଣ୍ଡ ଦିଆ ଯିବା ଆବଶ୍ୟକ।ଭି କେ ପାଣ୍ଡିଆନ ଙ୍କ ବିଷୟ ରେ କହିବାକୁ ସେ କହିଥିଲେ କି ସାହସୀ ଲୋକ ମାନେ ପାପ କରନ୍ତି ନାହିଁ।ଭିରୁ ଲୋକ ମାନେ ପାପ କରନ୍ତି।ସେମାନେ ଡରି ପଳେଇଗଲେ ମଧ୍ୟ ସବୁ କିଛି ଧରା ପଡ଼ି ଯିବ।ଆମେ ତାଙ୍କ ବିରୋଧ ରେ ଇଡି ରେ ଅଭିଯୋଗ କରିବୁ।ଯେତେ ସବୁ ଅନ୍ୟାୟ ଅତ୍ୟାଚାର ହୋଇଚି ତାହା ସବୁ କିଛି ଜଣା ପଡ଼ିବ।ନେତା ମନ୍ତ୍ରୀ।ମାନେ ମାଗଣା ରେ ଯେଉଁ ଟଙ୍କା ଗୁଡ଼ିକ ବାଣ୍ଟି ଦେଉଥିଲେ ତାହା ବିରୋଧ ରେ ତଦନ୍ତ ହେଉ।
ରାଜକୋଷରୁ ସବୁ ଅର୍ଥ ସେମାନେ ଖାଇ ସାରିଲେଣି।ତାହା ସେମାନଙ୍କ ବାପ ସମ୍ପତି ନ ଥିଲା।ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ଅର୍ଥ କୁ ଖାଇ ସେମାନେ କେବେ ଶାନ୍ତି ରେ ରହି ପାରିବେ ନାହିଁ।ଆମେ ସବୁ ର ତଦନ୍ତ କରିବୁ।ତାଙ୍କର ଏହି କଥା କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏବେ ଦେଖିବାକୁ ବାକି ରହିଲା ଆଗକୁ କଣ ଘଟଣା ମାନ ଘଟୁଛି।